News

ଆଜି ରାଜ୍ୟ ବଜେଟ୍‌

budget

ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ୨୦୧୯-୨୦ର କାମଚଳା ବଜେଟ ଆଗତ କରିବେ। ଆଗକୁ ନିର୍ବାଚନ ଥିବାରୁ ୪ ମାସ ପାଇଁ ସେ ବଜେଟ ଆଗତ କରିବେ। ୮ରେ ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ ହେବ।

୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍‌ ୧ଲକ୍ଷ ୩୨ ହଜାର ୮୧୮ କୋଟି ଟଙ୍କା ଥିଲା । ଯାହା ଜଣାପଡ଼ିଛି ବିଗତ ବର୍ଷ ତୁଳନାରେ ଆଗାମୀ ବର୍ଷ ବଜେଟ୍‌ ବ୍ୟୟ ୧୨ ପ୍ରତିଶତରୁ ଅଧିକ ହେବ । ତେବେ କାମଚଳା ବଜେଟ୍‌ରେ କିଛି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ରହୁଛି ନା ନାହିଁ ତାହା ବଜେଟ୍‌ ବଗତ ପରେ ସ୍ପଷ୍ଟ ହେବ।

ସୂଚନାଯୋଗ୍ୟ,ନିର୍ବାଚନ ବର୍ଷ ହୋଇଥିବାରୁ ବଜେଟ୍‌ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଦୁଇ ଦିନ ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁଁ ଗୃହ କାର୍ୟ୍ୟ୍ ବାଧାପ୍ରାପ୍ତ ହେଉଛି । ତେଣୁ ଆଜି ବି ବିରୋଧୀ ଦଳ ହଟ୍ଟଗୋଳ କରିବାର ଆଶଙ୍କା କରାଯାଉଛି ।

ପଢନ୍ତୁ;  ପ୍ରଥମ ଟି-୨୦: ନ୍ୟୁଜିଲାଣ୍ଡର ବିଶାଳ ବିଜୟ

Related posts

୨୦୧୫ ଦଙ୍ଗା ମାମଲା: ହାର୍ଦ୍ଦିକ୍‌ ପଟେଲ ଦୋଷୀ ସାବ୍ୟସ୍ତ,୨ ବର୍ଷ ଜେଲ

ENO Beuro

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ଦ୍ୱାରା କର୍କଟ ରୋଗୀଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା

ENO Beuro

ବନ୍ଦର ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନୂତନ ଦରମା ଚୁକ୍ତିନାମା

ENO Beuro

Leave a Comment