News

ଦିଲ୍ଲୀ ଏମ୍ସରେ ଜଗା ବଳିଆଙ୍କୁ ଭେଟିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଭୟ ଏବେ ବିପଦମୁକ୍ତ

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିଲ୍ଲୀ ଏମ୍ସ ଯାଇ ଜଗା ବଳିଆଙ୍କୁ ଭେଟିଛନ୍ତି ଓ ଡାକ୍ତରଙ୍କୁ ସେମାନଙ୍କ ଚିକିତ୍ସା ବାବଦରେ ଆଲୋଚନା କରିବା ସହ ଖେଳଣା ଉପହାର ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଦୁଇ ଭାଇଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଅଧିକ ସହଯୋଗର ହାତ ବଢେଇଛନ୍ତି ।

ଅସ୍ତ୍ରୋପଚାର ପରେ ଜଗାର ସ୍ଵାସ୍ଥ୍ୟରେ ଖୁବ ଶୀଘ୍ର ଉନ୍ନତି ଆସିଥିଲା । ଏବେ ବଳିଆ ମଧ୍ୟ ଭେଣ୍ଟିଲେଟରରୁ ବାହାରକୁ ଆସିଯାଇଛି । ଖୁବ୍ ଧିରେ ଧିରେ ହେଲେ ମଧ୍ୟ ବଳିଆ କ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେବା , ଏକ ନୂଆ ଆଶାର ସଂଚାର କରିଛି ।

ସାରା ଓଡିଶା ପ୍ରାର୍ଥନା କରୁଛି ଜଗା ବଳିଆ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ।

ପଢନ୍ତୁ, ସରକାରୀ ବିଦ୍ୟାଳୟଗୁଡ଼ିକରେ ସମ୍ବଲପୁରୀ କପଡ଼ାରେ ଡ୍ରେସକୋର୍ଡ କରାଯାଉ: ବୟନ ଶିଳ୍ପ ମନ୍ତ୍ରୀ

Related posts

ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ବାୟୁ ସେନା ମାର୍ଶାଲ ଅର୍ଜନ ସିଂହ ଙ୍କ ଶେଷକୃତ୍ୟ ସମ୍ପନ୍ନ

ENO Beuro

Five Odisha Players Got Selected In Indian Women’s Hockey Team

ENO Beuro

ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ଆଦାୟ ୯୪ହଜାର କୋଟି ଟଙ୍କାରେ ପହଁଚିଲା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More