Loading...

ଫେରୁଛି ମୌସୁମୀ, ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକସେବା ଭବନରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ

ଫେରୁଛି ମୌସୁମୀ, ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକସେବା ଭବନରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ

ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତମାସ ୧୦ ତାରିଖ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ମୌସୁମୀ ପ୍ରତ୍ୟାବର୍ତ୍ତନର ୪୫ଦିନ ମଧ୍ୟରେ ବାତ୍ୟା ସମ୍ଭାବନା ରହିଥାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ହୋଇଛି । 

ପାଣିପାଗ ବିଭାଗର ଆକଳନ ଅନୁସାରେ ଓଡିଶାରୁ ଚଳିତମାସ ୧୦ ତାରିଖ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ଚଳିତବର୍ଷ ରାଜ୍ୟରେ କୌଣସି ବାତ୍ୟାର ପ୍ରଭାବ ଦେଖିବାକୁ ନମିଳିଥିବାବେଳେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଲୋକସେବା ଭବନରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ବସିଯାଇଛି। ଏହାକୁ ନେଇ ଚିନ୍ତାରେ ଜନସାଧାରଣ। ପ୍ରତିବର୍ଷ ଦଶହରା ବେଳକୁ ରାଜ୍ୟରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି ଏହାକୁ ନେଇ ଚିନ୍ତାରେ ସରକାର ଓ ଜନସାଧାରଣ। ତେବେ ଆଜିର ବୈଠକ ପଛରେ କୌଣସି ଅନୁମାନ ନୁହେଁ ବରଂ ବିଜ୍ଞାନ ସମ୍ମତ କାରଣ ରହିଛି ଆସନ୍ତୁ ଜାଣିବା କଣ। 

ସୂଚନାଯୋଗ୍ୟ ଯେ, ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତମାସ ୧୦ ତାରିଖ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ମୌସୁମୀ ପ୍ରତ୍ୟାବର୍ତ୍ତନର ୪୫ଦିନ ମଧ୍ୟରେ ବାତ୍ୟା ସମ୍ଭାବନା ରହିଥାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ହୋଇଛି ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.