News

‘କନ୍ଦମୂଳ’ ହେଲା କୃଷି ଓଡିଶା ଲୋଗୋ

cm

କୃଷି ଓଡିଶା ୨୦୧୯ ପାଇଁ ଲୋଗୋ ଉନ୍ମୋଚନ ହୋଇଛି। ‘କନ୍ଦମୂଳ’କୁ ଲୋଗୋ ଭାବେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ କୃଷି ମହୋସର୍ବ ‘କନ୍ଦମୂଳ’ରହିବ ମୁଖ୍ୟ ଆକର୍ଷଣ।

cm

କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିଥିବାରୁ ଏହାକୁ କୃଷି ୨୦୧୯ର ଲୋଗୋ ଭାବେ ବଛାଯାଇଛି। କନ୍ଦମୂଳରେ ଭିଟାମିନ୍‌-ଏ ପ୍ରଚୁର ପରିମାଣରେ ଉପଲବ୍ଧ। ସେହିପରି ଏହା ବିପର୍ଯ୍ୟୟ ସହଣି ଫସଲ ଯାହା ବାତ୍ୟା ଓ ମରୁଡ଼ି ଦ୍ବାରା ମଧ୍ୟ ଅପ୍ରତିହତ।

ଏହି ଲୋଗୋ ଉନ୍ମୋଚନ ଉତ୍ସବରେ ଅର୍ଥ, କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ତଥାଗତ ସତପଥୀ, କୃଷି ବିଭାଗ ଓ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପଢନ୍ତୁ; ରିଲିଜ ହେଲା ନୂଆ ମଜାଦାର ଗୀତ “ତୋ ପାଖରେ ନାହିଁ ଚାରେଣା”

 

Related posts

ଜଗା ଭେଣ୍ଟିଲେଟରରୁ ବାହାରିଲା, ବଳିଆ ଉପରେ ଡାକ୍ତରଙ୍କ ବିଶେଷ ନଜର

ENO Beuro

ମହିଳା ଦିବସ ଅବସରରେ ତାଙ୍କୁ ପ୍ରେରଣା ଦେଇଥିବା ଜଣେ ୧୦୬ ବର୍ଷୀୟ ମହିଳାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ENO Beuro

ନ୍ୟୁୟର୍କ ୱାଲର୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟରେ ଆତଙ୍କବାଦୀ ଆକ୍ରମଣ, ୮ ମୃତ, ୧୦ ଗୁରୁତର

ENO Beuro

Leave a Comment