Uncategorized

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ବଢ଼ିଲା ମହଙ୍ଗା ଭତ୍ତା

ମହଙ୍ଗା ଭତ୍ତା ୨ % ବଢ଼ିଲା

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଛନ୍ତି । କର୍ମଚାରୀଙ୍କ ମହଙ୍ଗା ଭତାକୁ ଆଉ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଏହି ବୃଦ୍ଧି ସହ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୫ ପ୍ରତିଶତରୁ ବଢି ୭ ପ୍ରତିଶତ ହୋଇଛି । ପେନସନଭୋଗୀ ବି ଏହାଦ୍ୱାରା ଉପକୃତ ହେବେ।

ସଂଶୋଧିତ ହାରରେ ପେନସନ ପାଉଥିବା ପେନସନଭୋଗୀଙ୍କ ଟି.ଆଇରେ ୨ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ସଂଶୋଧିତ ହାରରେ ପେନସନ ପାଉନଥିବା ପେନସନଭୋଗୀଙ୍କ ଟି.ଆଇରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୧୮ ଜାନୁଆରୀ ପହିଲାରୁ ଏହି ଭତା ପିଛଲା ଭାବେ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ଅନୁମୋଦନ ଦେଇଛନ୍ତି ।

ଗତ ଜୁଲାଇ ୧ରୁ ପିଛିଲା ଭାବେ ମହଙ୍ଗା ଭତ୍ତା ମିଳିବ ବୋଲି ଜଣାପଡ଼ିଛି ।

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ବଢ଼ିଲା ମହଙ୍ଗା ଭତ୍ତା money 2

ପଢନ୍ତୁ ;

ଆସନ୍ତୁ ଜାଣିବା ମହିଳାମାନେ କେଉଁ ରଙ୍ଗର ଚୁଡି ପିନ୍ଧିବା ଦ୍ଵାରା ସ୍ଵାମୀ ଆକର୍ଷିତ ହେବା ସହ ସୌଭାଗ୍ୟର ଅଧିକାରୀ ହୋଇଥାନ୍ତି?

Related posts

ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା !

ENO Beuro

ପ୍ରେକ୍ଷାଳୟରେ ରାକେଶ – ଜୟାଙ୍କ ‘ଲଭ ପ୍ରମିଜ୍’ !

ENO Beuro

Dam Dam Dambaru Dhara Special Bol Bom Album Song

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More