POLITICALS

ବଦଳିଲା ମେଡିକାଲ ବଣ୍ଡ୍ ପଲିସି,ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ ଛାତ୍ରଛାତ୍ରୀ

Doct 750x430

ରାଜ୍ୟରେ ବଦଳିଲା ମେଡିକାଲ ଚୁକ୍ତି ପଲିସି। ମେଡିକାଲ ବଣ୍ଡ୍ ପଲିସି  ଅନୁସାରେ ସରକାରୀ ମେଡିକାଲରେ ଯେଉଁମାନେ MBBS ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବାକୁ ବାଧ୍ୟ। ପିଜି କୋର୍ସ କରୁଥିବା ମେଡିକାଲ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷ କାମ କରିବାକୁ ବାଧ୍ୟ। ଯଦି ସେମାନେ କାମ ନକରନ୍ତି ତାହାଲେ ଦେଢ କୋଟି ଟଙ୍କା ଦେବେ। ଚଳିତ ବର୍ଷରୁ ଏହା ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଯେଉଁମାନେ ଓଡିଶାର ମେଡିକାଲ କଲେଜ ମାନଙ୍କରେ ପାଠପଢୁଛନ୍ତି ସେମାନେ ଅନ୍ତତଃ ଓଡିଶାବାସୀଙ୍କ ସେବା କରିବା ଦରକାର । ତେଣୁ ଏହି ବଣ୍ଡର ପଇସା ବଢାଇଦେବା ଫଳରେ ବହୁତ ଡାକ୍ତର ଓଡିଶାରେ ରହିବେ ଏବଂ ଲୋକଙ୍କର ସେବା କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ପଢନ୍ତୁ: ବିଗୁଡୁଛି ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା, ଏମ୍ସ ଗଲେ ରାଷ୍ଟ୍ରପତି

Related posts

ଦୁର୍ନୀତି ଅଭିଯୋଗରେ ୧୨ ଅଧିକାରୀଙ୍କୁ ତଡିଦେଲେ ମୋଦି

Ratnamani Moharana

ବିଶ୍‌କେକ୍‌ ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦି

Ratnamani Moharana

ପରିବର୍ତ୍ତନ ସମାବେଶରେ ରାହୁଲଙ୍କ ମହିଳା କାର୍ଡ: ମାଗଣା ଶିକ୍ଷା ଓ ବିବାହ ସହାୟତା

Ratnamani Moharana