February 17, 2019

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର

Sal-leaves

ଉପକୃତ ହେବେ ୨୫ ଲକ୍ଷ ସଂଗ୍ରହକାରୀ

ସୋମବାର ଓଡ଼ିଶାରେ ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିଛନ୍ତି ରାଜ୍ୟ ସରକାର। ଏହା ପୂର୍ବରୁ ଶ୍ରମିକମାନଙ୍କୁ ଶାଳ ପତ୍ରରେ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ରୟାଲିଟି ଦେବାକୁ ପଡ଼ୁଥିଲା। ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ଛାଡ଼ କରିଛନ୍ତି। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

 Sal-leaves

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟର ଶାଳପତ୍ର ଶ୍ରମିକଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି । ଏହା ଦ୍ୱାରା ୨୫ଲକ୍ଷ ଶାଳପତ୍ର ସଂଗ୍ରହରେ ନିୟୋଜିତ ଶ୍ରମିକ ଲାଭବାନ୍ ହେବେ ବୋଲି ସୂଚନା ମିଳିଛି ।

ପଢନ୍ତୁ; କର୍ଣ୍ଣାଟକ ନୌକା ବୁଡି: ୮ ମୃତ ,୧୭ ଆହତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More