News

ଶୀତ ଅବକାଶ : ୨ରେ ଖୋଲିବ ହାଇକୋର୍ଟ

Odisha-High-Court

ଆସନ୍ତା ୨୪ ତାରିଖରୁ ଶୀତ ଅବକାଶ କାରଣରୁ ହାଇକୋର୍ଟ ବନ୍ଦ ରହିବ। ଶୀତ ଅବକାଶ ପୂର୍ବରୁ ଓଡିଶା ହାଇକୋର୍ଟର ଶେଷ କାର୍ଯ୍ୟ ଦିବସ। ଶନିବାର ଓ ରବିବାର ସ୍ଵାଭାବିକ ଭାବେ କାର୍ଟ ବନ୍ଦ ଥିବାରୁ ଶୀତକାଳୀନ ଅବକାଶ ସୋମବାରରୁ ଆରମ୍ଭ ହେଉଛି।

Odisha-High-Court

ଡିସେମ୍ବର ୨୭ ତାରିଖରୁ ୨୦୧୯, ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ କେ.ଆର୍.ମହାପାତ୍ର ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି। ଶୀତ ଅବକାଶ ସମୟରେ ଡିସେମ୍ବର ୨୪, ୨୬, ୨୭, ୨୮, ୨୯ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ପଞ୍ଜୀକରଣ ପାଇଁ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ପଢନ୍ତୁ; ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର,୬ ଆତଙ୍କବାଦୀ ନିହତ

Related posts

ରେଳ ମନ୍ତ୍ରଣାଳୟ ଦ୍ୱାରା ପାଳିତ ହେଲା ‘ସ୍ୱଚ୍ଛତା ହି ସେବା ପଖୱାଡା’

ENO Beuro

ରସଗୋଲା ପାଇଁ ଓଡିଶା ସରକାରଙ୍କ ତତ୍ପରତା, ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଆବେଦନ

ENO Beuro

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୯୨ ପଞ୍ଚାଯତ ପାଇଁ ୧୯୫୫ ପ୍ରକଳ୍ପ

ENO Beuro

Leave a Comment