POLITICALS

ନୂଆ ମୋଟର ଯାନ ନିୟମକୁ କେତେ ମାନୁଛନ୍ତି ନେତା

Odisha Secretariat 1

ଦେଶରେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଏବେ ଟ୍ରାଫିକ୍ ଯାଞ୍ଚ କଡ଼ାକଡ଼ି ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଧରପଗଡ଼ ଜୋରଦାର ହୋଇଛି। ହେଲେ ଏ ଯାଞ୍ଚ କେବଳ କ’ଣ ସାଧାରଣ ଲୋକଙ୍କ ପାଇଁ ବୋଲି  ପ୍ରଶ୍ନ ଉଠିଛି। କାରଣ ରାଜଧାନୀରେ ବେଧଡ଼କ ଗାଡ଼ିରେ ଯାଆସ କରୁଥିବା ରାଜନୈତିକ ଦଳ ନେତା ଏହି ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି।  ଏନେଇ ସଚିବାଳୟକୁ ଆସୁଥିବା ନେତା କେତେ ଟ୍ରାଫିକ୍ ନିୟମ ମାନୁଛନ୍ତି, ଏହାକୁ ନେଇ ଆଜି  କିଛି ଚ୍ୟାନେଲ ପକ୍ଷରୁ ରିଆଲିଟି ଚେକ୍ କରାଯାଇଥିଲା।  ତେବେ କ୍ୟାମେରା ସମ୍ମୁଖରେ ନେତା, ମନ୍ତ୍ରୀ ଏବଂ ବରିଷ୍ଠ ବିଧାୟକ ଧରାପଡ଼ିଥିଲେ।

ସିଟ୍ ବେଲଟ୍ ପିନ୍ଧି ନଥିବା ନେତାଙ୍କୁ ଯେତେବେଳେ ଏନେଇ ପ୍ରଶ୍ନ କରାଯାଇଥିଲା, ସେ କ୍ୟାମେରାକୁ ଦେଖି ନିଜ ଦୋଷ ମାନିବା ସହ ଆଗାମୀ ଦିନରେ ଏହାକୁ ପାଳନ କରିବେ ବୋଲି କହିଥିଲେ।

ହେଲେ ଏଠି ପ୍ରଶ୍ନ ଉଠୁଛି, ସାଧାରଣଲୋକଙ୍କ ପାଇଁ କଡ଼ା ନିୟମ ଥିବା ବେଲେ କ’ଣ ନେତାଙ୍କ ପାଇଁ ସବୁ ମାଫ୍‌।

ପଢନ୍ତୁ: ଏବେ ଅହିଂସାର ପାଠ ପଢିବେ ଛାତ୍ରଛାତ୍ରୀ

Related posts

ମୋଦିଙ୍କ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ୩ ଜଣଙ୍କୁ ସ୍ଥାନ ମିଳିବା ସମ୍ଭାବନା

Ratnamani Moharana

ଗୁଜରାଟରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଏସ ଜୟଶଙ୍କର

Ratnamani Moharana

ଅନୁଭବ ମହାନ୍ତିଙ୍କ ଜମୁଛି ନିର୍ବାଚନୀ ପ୍ରଚାର ସହ ରୋଡ୍ ସୋ’

Ratnamani Moharana

Leave a Comment