Loading...

ନ୍ୟୁଜ୍

ଆଜି ଓଡିଶା ଦିବସ ପାଳୁଛି ଓଡିଶା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଆଜି ଓଡିଶା ଦିବସ ପାଳୁଛି ଓଡିଶା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।

ସକାଳୁ ସକାଳୁ କାଚୁଛି ବର୍ଷା, ବେହାଲ ରାଜଧାନୀ ସମେତ ଉପକୂଳ ଓଡିଶା

ସକାଳୁ ସକାଳୁ କାଚୁଛି ବର୍ଷା, ବେହାଲ ରାଜଧାନୀ ସମେତ ଉପକୂଳ ଓଡିଶା

ସକାଳୁ ସକାଳୁ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସହ ପବନ ଓ ଘଡଘଡିରେ ଦୈନଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ରାମେଶ୍ବର ମନ୍ଦିରରେ ରୁକୁଣାରଥ

ରାମେଶ୍ବର ମନ୍ଦିରରେ ରୁକୁଣାରଥ

ଗତକାଲି ବଢ଼େଇବାଙ୍କ ଛକରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ବାଟରେ ରଥ ଦୁଇ ଦୁଇ ଥର ଦବିଥିବା ବେଳେ ଗୋଟିଏ ଚକରୁ ପଳଖା ଛାଡ଼ି ଯାଇଛି।

ଆସିଲା ନୂଆ ଅବକାରିନିତୀ, ବଢିବ ମଦର ଦାମ ଓ ଖୋଲିବନି ନୂଆ ଦୋକାନ

ଆସିଲା ନୂଆ ଅବକାରିନିତୀ, ବଢିବ ମଦର ଦାମ ଓ ଖୋଲିବନି ନୂଆ ଦୋକାନ

ଆସନ୍ତା ଏପ୍ରିଲ୍‌ ପହିଲାରୁ ଏହାକୁ ଲାଗୁ କରାଯିବ। ନୂଆ ଅବକାରୀ ନୀତି ମୁତାବକ, କୌଣସି ମଦ ଦୋକାନୀ ତାଙ୍କ ଦୋକାନରେ ‘ସରକାରୀ’ ବୋଲି ଉଲ୍ଲେଖ କରିବେ ନାହିଁ।

ଫାର୍ମାସିଷ୍ଟ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ପରେ ଏମ୍ସରେ ସିବିଆଇ ଟିମ୍

ଫାର୍ମାସିଷ୍ଟ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ପରେ ଏମ୍ସରେ ସିବିଆଇ ଟିମ୍

ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍। ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସୂଚନା ପାଇ ଗୁରୁବାର ସିବିଆଇ ଏହି ରେଡ୍ କରିଛି।ଟେଣ୍ଡର ପ୍ରକ୍ରିୟା ନେଇ ଫାର୍ମାସି ଷ୍ଟୋର କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି।

ଆଜି ୧୨ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ୟେଲୋୱାର୍ନିଙ୍ଗ ଜରିକଲା ପାଣିପାଗବିଭାଗ

ଆଜି ୧୨ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ୟେଲୋୱାର୍ନିଙ୍ଗ ଜରିକଲା ପାଣିପାଗବିଭାଗ

ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ କିଛିକିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି । ରାଜ୍ୟର ଉପାନ୍ତରୁ ଉପକୂଳ ସବୁଠି ବର୍ଷୁଛି ବର୍ଷା ।ଅପରାହ୍ନରେ ଗରମ ସହ ହେଉଛି କାଳବୈଶାଖୀ ବର୍ଷା ।

ରାଜନୀତିରେ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ

ରାଜନୀତିରେ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ

ସକ୍ରିୟ ରାଜନୀତିରେ ପ୍ରବେଶ କଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ। ଦିଲ୍ଲୀ ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି।

ଏପ୍ରିଲ ଏକରୁ ୧୨ ପ୍ରତିଶତ ବଢ଼ିଯିବ ମେଡ଼ିସିନ ଦର

ଏପ୍ରିଲ ଏକରୁ ୧୨ ପ୍ରତିଶତ ବଢ଼ିଯିବ ମେଡ଼ିସିନ ଦର

ପାଇକାରୀ ମୂଲ୍ୟ ସୂଚୀ-WPI ବୃଦ୍ଧି ଆଧାରରେ ୨୭ଟି ବର୍ଗର ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ାଇବାକୁ କମ୍ପାନିଙ୍କୁ ଅନୁମତି ଦେଇଛି ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି-NPPA ।

>