Loading...

ନ୍ୟୁଜ୍

ଆଜିଠୁ ରାଜ୍ୟରେ ବଢିବ ଶୀତ

ଆଜିଠୁ ରାଜ୍ୟରେ ବଢିବ ଶୀତ

ଉପକୂଳ, ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ୩ ଦିନ ଅର୍ଥାତ ୨୬ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବ। ଉପକୂଳରେ ୩ ଡିଗ୍ରି କମିବା ବେଳେ ଦକ୍ଷିଣ ଆଭ୍ୟନ୍ତରରେ ପ୍ରାୟ ୧.୫ ଡିଗ୍ରି କମିପାରେ।

ଆଜିଠୁ ବିଧାନସଭା ଶୀତ ଅଧିବେଶନ, ଆଗତ ହେବ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍

ଆଜିଠୁ ବିଧାନସଭା ଶୀତ ଅଧିବେଶନ, ଆଗତ ହେବ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍

ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନ ତଥା ଆଜି ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଆଗତ କରାଯିବ ।

ଶୀତବସ୍ତ୍ର ପିନ୍ଧିବେ ଚତୁର୍ଦ୍ଧାମୁରତୀ

ଶୀତବସ୍ତ୍ର ପିନ୍ଧିବେ ଚତୁର୍ଦ୍ଧାମୁରତୀ

ମାର୍ଗଶୀର ମାସରୁ ଥଣ୍ଡା ବଢ଼ିଯାଏ । ଶୀତ ପ୍ରକୋପରୁ ବଞ୍ଚିବାକୁ ଲୋକେ ଶୀତବସ୍ତ୍ର ପିନ୍ଧନ୍ତି । ବଡ଼ଦେଉଳରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ମାନବୀୟ ଳୀଳା । ଠାକୁରଙ୍କୁ ମଧ୍ୟ ରହିଛି ଶୀତ ଭୟ ।

କର୍ମଚାରୀ ଛଟେଇ ପରେ ଶ୍ରମ ମନ୍ତ୍ରଣାଳୟ ଜାରିକଲା ନୋଟିସ୍

କର୍ମଚାରୀ ଛଟେଇ ପରେ ଶ୍ରମ ମନ୍ତ୍ରଣାଳୟ ଜାରିକଲା ନୋଟିସ୍

: ଇ-କମର୍ସ କମ୍ପାନୀ ଅମାଜନ କର୍ମଚାରୀ ଛଟେଇ କରିବା ପରେ ଏହାକୁ ନେଇ ଶ୍ରମମନ୍ତ୍ରଣାଳୟ ନୋଟିସ କରିଛି । କର୍ମଚାରୀ ସଂଗଠନ ତରଫରୁ ଅଭିଯୋଗ ପରେ ଶ୍ରମମନ୍ତ୍ରଣାଳୟ କମ୍ପାନୀକୁ ନୋଟିସ ଜାରି କରିଥିଲା ।

ବିଜେପି କଲେଜ କ୍ୟାମ୍ପସରେ ରାତିଅଧରେ ବୁଲେଟରେ ଚାଲିଛି ରିଲ ଭିଡିଓ

ବିଜେପି କଲେଜ କ୍ୟାମ୍ପସରେ ରାତିଅଧରେ ବୁଲେଟରେ ଚାଲିଛି ରିଲ ଭିଡିଓ

କଲେଜ ବାରଣ୍ଡାରେ ରାତି ଅଧରେ ବୁଲୁଛି ବୁଲେଟ୍‌। ବୁଲେଟ୍‌ ଚଳାଇବାର ଇନଷ୍ଟାଗ୍ରାମ୍‌ ରିଲ୍‌ସ ଭିଡିଓ ଏବେ ଭାଇରାଲ। ବିଜେବି କଲେଜ ଅଫିସ କ୍ୟାମ୍ପସରେ ଜଣେ ଯୁବକ ବୁଲେଟ୍‌ ଚଲାଇ ଭିଡିଓ ଭାଇରାଲ କରିଛନ୍ତି।

ଟିଭି ଚ୍ୟାନେଲ୍‌ର ସର୍ବୋଚ୍ଚ ମୂଲ୍ୟ ୧୯ ଟଙ୍କା

ଟିଭି ଚ୍ୟାନେଲ୍‌ର ସର୍ବୋଚ୍ଚ ମୂଲ୍ୟ ୧୯ ଟଙ୍କା

ଟିଭି ଚ୍ୟାନେଲ୍‌ର ସର୍ବୋଚ୍ଚ ମୂଲ୍ୟ ୧୯ ଟଙ୍କା ।  ଡିଟିଏଚ୍‌ ଅପରେଟରମାନଙ୍କ ଲାଗି ନୂଆ ଟାରିଫ୍‌ ଅର୍ଡର ୨.୦ରେ ସଂଶୋଧନ କରାଯାଇ ଏହି ନୂଆ ଦର ଲାଗୁ ହୋଇଛି । ଏଥିରେ ଟିଭି ଚ୍ୟାନେଲ୍‌ର ସର୍ବୋଚ୍ଚ ମୂଲ୍ୟ ୧୯ ଟଙ୍କା ଧାର୍ଯ୍ୟ କରାଯାଇଛି।

ଅଧ୍ୟୟନରୁ ସାଂଘାତିକ ସତ, ସାନିଟାରି ନାପକିନରେ କ୍ୟାନ୍ସର ସୃଷ୍ଟିକାରୀ କେମିକାଲ

ଅଧ୍ୟୟନରୁ ସାଂଘାତିକ ସତ, ସାନିଟାରି ନାପକିନରେ କ୍ୟାନ୍ସର ସୃଷ୍ଟିକାରୀ କେମିକାଲ

ସାନିଟାରି ନାପକିନରେ ହାନିକାରକ କେମିକାଲ । ଭାରତରେ ମିଳୁଥିବା କେତକ ସାନିଟାରି ନାପକିନ୍ ବ୍ୟବହାରରୁ ଶରୀରରେ ସୃଷ୍ଟି ହେଉଛି ରୋଗ ସୃଷ୍ଟି ହେଉଛି । ଇନଭାଇନମେଣ୍ଟାଲ ଏନଜିଓ ଟକ୍ସିକସ ଲିଙ୍କର ଏକ ଅଧ୍ୟୟନକୁ ମିଳିଛି ଏଭଳି ସାଂଘାତିକ ତଥ୍ୟ ।

ଛଟେଇ ପରେ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ ଏଲନ ମସ୍କ

ଛଟେଇ ପରେ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ ଏଲନ ମସ୍କ

ଟୁଇଟର ପାଇଁ ଇଞ୍ଜିନିୟରିଂ ଏବଂ ସେଲରେ ଏବେ ନିଯୁକ୍ତି ପ୍ରିକ୍ରିୟା ଆରମ୍ଭ ହୋଇଛି ।ଏଥି ସହ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

>