Loading...

ନ୍ୟୁଜ୍

ଓଡିଶାରେ ନୂଆ ଭୋଟର ତାଲିକାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ଭୋଟର

ଓଡିଶାରେ ନୂଆ ଭୋଟର ତାଲିକାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ଭୋଟର

ରାଜ୍ୟରେ ବଢିଛି ଭୋଟର ସଂଖ୍ୟା । 2024 ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ କାମ ସାରିଛି। ଓଡିଶାରେ ନୂଆ ଭୋଟର ତାଲିକାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ଭୋଟର।

ରାଜ୍ୟରେ ବାତ୍ୟା ପାଇଁ ବଢିବନି ଶୀତ, ଜାନୁଆରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହେବାନେଇ ଅନୁମାନ କରୁଛି ପାଣିପାଗ ବିଭାଗ

ରାଜ୍ୟରେ ବାତ୍ୟା ପାଇଁ ବଢିବନି ଶୀତ, ଜାନୁଆରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହେବାନେଇ ଅନୁମାନ କରୁଛି ପାଣିପାଗ ବିଭାଗ

ଚଳିତ ବର୍ଷ ପୂର୍ବ ଦିଗରୁ ବାୟୁ ପ୍ରବାହ ଜାରି ରହିଥିବାରୁ ରାଜ୍ୟରେ ପାରଦ ତଳମୁହଁା ହେଉନାହିଁ। ତେଣୁ ଚଳିତ ବର୍ଷ ଆଉ ହାଡ଼ଭଙ୍ଗା ଶୀତ ହେବ ନାହିଁ। ଜାନୁୟାରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି।

ଜାନୁୟାରୀ ୨ରୁ ଆରମ୍ଭ ହୋଇ ୧୨ରେ ସରିବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଜାନୁୟାରୀ ୨ରୁ ଆରମ୍ଭ ହୋଇ ୧୨ରେ ସରିବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ରୁ ଆରମ୍ଭ ହେବ। ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

୪ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ତାମିଲନାଡ଼ୁର ଚେନ୍ନାଇ ଓ ମଚ୍ଛଲିପଟନମ୍‌ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା। ପବନର ବେଗ ଅତିବେଶିରେ ୯୦ କିମି ହେବାକୁ ଥିବାରୁ ଅଧିକ କ୍ଷତିଗ୍ରସ୍ତ କରିବ ନାହିଁ।

ନିଜ ଗାଁରେ ସାଇକେଲ ଚଲାଇ ଆଖୁ କିଆରୀରେ ଆଖୁ ଖାଉଛନ୍ତି ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀ

ନିଜ ଗାଁରେ ସାଇକେଲ ଚଲାଇ ଆଖୁ କିଆରୀରେ ଆଖୁ ଖାଉଛନ୍ତି ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀ

ବିଶ୍ବକପ-୨୦୨୩ ପରାସ୍ତ ହେବାପରେ ଇଣ୍ଡିଆ ଟିମର ପ୍ରାୟ ଖେଳାଳି ବାହାରେ ଛୁଟି କାଟୁଛନ୍ତି। ଏଥିମଧ୍ୟରେ ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀ ନିଜ ଗାଁର ପାଣିପବନକୁ ଏଞ୍ଜୟ କରୁଛନ୍ତି।

ଘଟଗାଁ ସଡ଼କ ଦୁର୍ଘଟଣାରେ  ୮ ମୃତକଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଘଟଗାଁ ସଡ଼କ ଦୁର୍ଘଟଣାରେ ୮ ମୃତକଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। 

ଫିଲ୍ମ ଫ୍ରାଇଡେରେ ଏକାସାଙ୍ଗରେ ରିଲିଜ ହେଲା ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ

ଫିଲ୍ମ ଫ୍ରାଇଡେରେ ଏକାସାଙ୍ଗରେ ରିଲିଜ ହେଲା ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ

ଫିଲ୍ମ ଫ୍ରାଇଡେରେ ଏକାସାଙ୍ଗରେ ରିଲିଜ ହେଲା ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ। କାରଗିଲ ଯୁଦ୍ଧର ହିରୋଙ୍କୁ ନେଇ ପ୍ରସ୍ତୁତ ସାମ୍ ବାହାଦୂର ଓ ଏକ ଗ୍ୟାଙ୍ଗଷ୍ଟାର ଡ୍ରାମାଭିତିକ ସିନେମା ଆନିମାଲ ମଧ୍ୟରେ ହେବ ଲଢେଇ।

ଦେଶର ଶ୍ରେଷ୍ଠ ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାରୁ ଦୁଇ ବ୍ୟକ୍ତି

ଦେଶର ଶ୍ରେଷ୍ଠ ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାରୁ ଦୁଇ ବ୍ୟକ୍ତି

ଆଇଡିଏଫ୍‌ସି ଓ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଦେଶର ଶ୍ରେଷ୍ଠ ୨୦୦ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି ହୋଇଛି। ଏହି ତାଲିକାରେ ଓଡ଼ିଶାରେ ଜନ୍ମ ହୋଇଥିବା ଦୁଇ ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଅଫ୍‌ବିଜନେ୍‌ସ ଓ ଅକ୍ସିଜୋର ସହ ପ୍ରତିଷ୍ଠାତା ଆଶିଷ ମହାପାତ୍ର ଏବଂ ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍‌।

>