Loading...

ନ୍ୟୁଜ୍

୧୨ ଘଣ୍ଟା ପରେ ବି ଆୟତ୍ତ ହୋଇନି ପୁରୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ

୧୨ ଘଣ୍ଟା ପରେ ବି ଆୟତ୍ତ ହୋଇନି ପୁରୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ

୧୦ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ। ଅଗ୍ନିଶମ ବିଭାଗର ୬ଟି ଗାଡି ଦୀର୍ଘ ସମୟ ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଭୁବନେଶ୍ବର, ଖୋର୍ଦ୍ଧା ଓ ସାକ୍ଷୀଗୋପାଳରୁ ଅଗ୍ନିଶମ ଟିମ ଆସି ନିଆଁଲିଭାଇବା କାମରେ ନିଯୋଜିତ ଥିଲେ ମଧ୍ୟ ଏଯାଏ ଏହା ଆୟତ୍ତ ହୋଇପାରିନାହି।

ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା

ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା

ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା। ରାଜ୍ୟରେ ୨ଦିନ ବର୍ଷା ପାଇଁ ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଜି ବିଶ୍ଵ ମହିଳା ଦିବସ

ଆଜି ବିଶ୍ଵ ମହିଳା ଦିବସ

ଆଜି ମାର୍ଚ 8 ବିଶ୍ଵ ମହିଳା ଦିବସ। ସମାଜରେ ମହିଳାଙ୍କୁ ସମାନ ଅଧିକାର, ପ୍ରତିଟି କ୍ଷେତ୍ରରେ ତା'ର ଯୋଗଦାନ, ନ୍ୟାୟ ପ୍ରଦାନ ଏବଂ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

ଆଜି ହୋଲି ସାରା ରାଜ୍ୟରେ ଆନନ୍ଦ ଓ ଉତ୍ସାହ

ଆଜି ହୋଲି ସାରା ରାଜ୍ୟରେ ଆନନ୍ଦ ଓ ଉତ୍ସାହ

ହିନ୍ଦୁ ପରମ୍ପରା ଅନୁସାରେ ସ୍ବୟଂ ଦୋଳଗୋବିନ୍ଦ ଅବିର ବୋଳି ହୋଇଛଡ଼୍ତି। ତେଣୁ ରଙ୍ଗର ପର୍ବ ହୋଲି ପର୍ବକୁ ମନଭରି ଉପଭୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି ସମସ୍ତେ।

ହୋଲିରେ ଅମାନିଆଙ୍କୁ ସାବାଡ କରିବାକୁ ଜରିହେଲା ଗାଇଡଲାଇନ

ହୋଲିରେ ଅମାନିଆଙ୍କୁ ସାବାଡ କରିବାକୁ ଜରିହେଲା ଗାଇଡଲାଇନ

ରଙ୍ଗର ପର୍ବ ହୋଲି ପର୍ବ। ଫଗୁଣ ମାସରେ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହୋଲି ପର୍ବ । ଏହି ଦିନକୁ ସମସ୍ତେ ବଡ଼ ଆନନ୍ଦର ସହ ପାଳନ କରିଥାଆନ୍ତି ।

ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ପାଣିରେ ବୁଡି ଯାଇଛି ଜୀବନ

ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ପାଣିରେ ବୁଡି ଯାଇଛି ଜୀବନ

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କର ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମର୍ଟମ। ବେକରେ ଥିବା ଦାଗ ଶ୍ବାସରୁଦ୍ଧ ଜନିତ ନୁହେଁ । ତାଙ୍କ ଦେହରେ ଥିବା ୬ଟି ଚିହ୍ନ ପାଣିରେ ବୁଡ଼ିଯିବା ବେଳେ କୌଣସି କାରଣରୁ ହୋଇ‌ଥାଇପାରେ ବୋଲି ପୋଲିସ କହିଛି ।

ପୁଣି କର୍ମଚାରୀଙ୍କର ଛଟେଇ କରିବ ମେଟା

ପୁଣି କର୍ମଚାରୀଙ୍କର ଛଟେଇ କରିବ ମେଟା

ପୁଣି ଥରେ ଆସନ୍ତା ସପ୍ତାହରେ କର୍ମଚାରୀଙ୍କର ଛଟେଇ କରିବାକୁ ଯାଉଛି ମେଟା। ପୂର୍ବରୁ ମେଟା ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ କାଢ଼ି ସାରିଥିବାବେଳେ ପୁଣି ଛଟେଇ ପାଇଁ ଆଶଙ୍କାରେ କର୍ମଚାରୀ।

ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ଆସିଲା ନୂଆ ଗାଇଡଲାଇନ

ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ଆସିଲା ନୂଆ ଗାଇଡଲାଇନ

ଏଣିକି ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ କି ଶୁଣିବାକୁ ମିଳିବନି କଳାକାରଙ୍କ କଣ୍ଠରୁ ଦ୍ବିଅର୍ଥବୋଧକ ସଂଳାପ। ଯାତ୍ରା ମଞ୍ଚକୁ ପରିବାରର ସମସ୍ତ ସଦସ୍ୟ ଆସୁଥିବାରେ ଏଥିରେ ଅଶ୍ଳୀଳତା ରୋକିବାକୁ ପ୍ରୟାସ କରିଛି ରାଜ୍ୟ ସରକାର।

>