Loading...

ନ୍ୟୁଜ୍

ଏଣିକି ଭାରତରେ ବିନା ହଲ୍‌ମାର୍କର ସୁନା ଗହଣା ବିକ୍ରି ଉପରେ ଲାଗିଲା ଅଙ୍କୁଶ

ଏଣିକି ଭାରତରେ ବିନା ହଲ୍‌ମାର୍କର ସୁନା ଗହଣା ବିକ୍ରି ଉପରେ ଲାଗିଲା ଅଙ୍କୁଶ

ଏକ ଗୁରୁତ୍ବପୂର୍ଣ୍ଣ ନିୟମ ଲାଗୁ ହେବାକୁ ଯାଉଛି। ଜାଣିବାକୁ ମିଳିଛି ଯେ ସୁନାର ହଲମାର୍କିଂକୁ ନେଇ ଏହି ନିୟମ ଲାଗୁ ହେବାକୁ ଯାଉଛି। ବିନା ହଲ୍‌ମାର୍କ ହୋଇନଥିବା ସୁନା ଗହଣା ବିକ୍ରି କରିବେନି ଦୋକାନୀ।

ଫିଫା ୨୦୨୨ ବିଜୟୀ ଟିମକୁ ସୁନାର ଆଇଫୋନ୍ ଗିଫ୍ଟ କରିବେ ମେସି

ଫିଫା ୨୦୨୨ ବିଜୟୀ ଟିମକୁ ସୁନାର ଆଇଫୋନ୍ ଗିଫ୍ଟ କରିବେ ମେସି

୩୭ ବର୍ଷ ପରେ ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ ୨୦୨୨ ଟାଇଟଲ ଜିତିଥିଲା। ଏହି ଐତିହାସିକ ବିଜୟ ପରେ ବିଜୟୀ ଟିମକୁ ବହୁମୂଲ୍ୟ ଉପହାର ଦେବାକୁ ଯାଉଛନ୍ତି ଅଧିନାୟକ ମେସି  ।

ଅବ୍ୟବସ୍ଥା ଭିତରେ କପିଳେଶ୍ଵର ମନ୍ଦିର, ଓପାସରେ କପିଳନାଥ

ଅବ୍ୟବସ୍ଥା ଭିତରେ କପିଳେଶ୍ଵର ମନ୍ଦିର, ଓପାସରେ କପିଳନାଥ

ଅପୂଜା ରହିଛନ୍ତି ପ୍ରଭୂ କପିଳନାଥ। ନୀତିକାନ୍ତି ବନ୍ଦ ଥିବାରୁ ଓପାସ ରହିବା ସହ ବନ୍ଦୀ ହୋଇ ରହିଛନ୍ତି। ଦୀର୍ଘ ୮ ଦିନ hହେଲା ଏପରି ଅବ୍ୟବସ୍ଥା ଲାଗିରହିଛି।

ଚିନ୍ମୟୀଙ୍କ ହ୍ବାଟ୍ସ୍‌ଆପ ଚାଟ୍‌ ଓ ବେକରେ ଦାଗ ବଢ଼ାଉଛି ସସ୍‌ପେନ୍ସ, ପୁରୁଷ ବନ୍ଧୁଙ୍କ ହେବ ଲାଇଡିଟେକସନ୍‌ ଟେଷ୍ଟ

ଚିନ୍ମୟୀଙ୍କ ହ୍ବାଟ୍ସ୍‌ଆପ ଚାଟ୍‌ ଓ ବେକରେ ଦାଗ ବଢ଼ାଉଛି ସସ୍‌ପେନ୍ସ, ପୁରୁଷ ବନ୍ଧୁଙ୍କ ହେବ ଲାଇଡିଟେକସନ୍‌ ଟେଷ୍ଟ

ବୁର୍ଲାରେ ଇଂଜିନିୟରିଂ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ।ଚିନ୍ମୟୀଙ୍କ ବେକରେ ଥିବା ଦାଗ ଓ ଶେଷ ହ୍ବାଟ୍ସ୍‌ଆପ ଚାଟ୍‌ କୁ ଦେଖି ଚିନ୍ମଯୀଙ୍କୁ ହତ୍ୟା ହୋଇଥିବା ନେଇ ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି।

ସିସୋଦିଆଙ୍କ ଗିରଫ ପରେ ବିଧାୟକ ଅତିଶୀ ମାରଲେନା ଓ ସୌରଭ ଭରଦ୍ୱାଜଙ୍କୁ ମନ୍ତ୍ରୀ ପଦ ଦେଲେ କେଜ୍ରିୱାଲ

ସିସୋଦିଆଙ୍କ ଗିରଫ ପରେ ବିଧାୟକ ଅତିଶୀ ମାରଲେନା ଓ ସୌରଭ ଭରଦ୍ୱାଜଙ୍କୁ ମନ୍ତ୍ରୀ ପଦ ଦେଲେ କେଜ୍ରିୱାଲ

ନ୍ତ୍ରୀ କୈଳାଶ ଗେହଲଟଙ୍କୁ ୮ଟି ବିଭାଗ ଓ ରାଜକୁମାର ଆନନ୍ଦଙ୍କ ୭ଟି ବିଭାଗ , କୈଳାଶ ଗେହେଲଟଙ୍କୁ ଅର୍ଥ, ଯେଜାନା, ଶକ୍ତି, ଗୃହ, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଭାଗର ଦାୟିତ୍ୱ ଓ ରାଜକୁମାରଙ୍କୁ ଶିକ୍ଷା, ସଚେତନା, ପର୍ଯ୍ୟଟନ, କଳା ସଂସ୍କୃତି.ଭାଷା, ଶ୍ରମ, ରୋଜଗାର,ସ୍ୱାସ୍ଥ୍ୟ ଓ ଶିଳ୍ପଭଳି ଗୁରୁତ୍ୱଭଳି ବିଭାଗ ଦିଆଯାଇଛି ନାମ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିବାବେଳେ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।

ଜେଏନ୍‌ୟୁ ପାଇଁ ନୂଆ ଗାଇଡଲାଇନ, ଧାରଣା ଦେଲେ ୨୦ ହଜାର ଓ ହିଂସାକାଣ୍ଡ କଲେ ଆଡ୍‌ମିସନ୍‌ ରଦ୍ଦ

ଜେଏନ୍‌ୟୁ ପାଇଁ ନୂଆ ଗାଇଡଲାଇନ, ଧାରଣା ଦେଲେ ୨୦ ହଜାର ଓ ହିଂସାକାଣ୍ଡ କଲେ ଆଡ୍‌ମିସନ୍‌ ରଦ୍ଦ

ବିବିସି ପ୍ରସ୍ତୁତକାରୀ ବିବାଦୀୟ ଫିଲ୍ମକୁ ନେଇ ବିଶ୍ୱବିଦ୍ୟାଳୟରେ ହଙ୍ଗମା ହେବା ପରେ ଏମିତି ଏକ ନିୟମ ଆସିଥିବା କୁହାଯାଉଛି। ବିଶ୍ୱିବଦ୍ୟାଳୟର ଏହି ନୂଆ ନିୟମକୁ ଏବିଭିପି ସ୍ୱାଗତ କରିଛି।

ଆଜି ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟର ଭାଗ୍ୟ ପରୀକ୍ଷା

ଆଜି ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟର ଭାଗ୍ୟ ପରୀକ୍ଷା

ତିନି ରାଜ୍ୟ ମଧ୍ୟରୁ ପ୍ରଥମେ ତ୍ରିପୁରାରେ ଗତ ମାସ ୧୬ ତାରିଖରେ ନିର୍ବାଚନ କରାଯାଇଥିଲା ବେଳେ ଗତ ୨୭ ତାରିଖରେ ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଥିଲା।

ସରକାରୀ ଗୃହକୁ ବେଆଇନ ଅକ୍ତିଆର କରିଥିବା ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାମରେ ଏତଲା

ସରକାରୀ ଗୃହକୁ ବେଆଇନ ଅକ୍ତିଆର କରିଥିବା ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାମରେ ଏତଲା

ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ନେହୁରୁ ନଗରରେ ରହିଥିବା ରାଜୀବ ଆବାସ ଯୋଜନାର ‘କେ’ ବ୍ଳକକୁ ନେଇ ପୁଣି ଉଠିଛି ବିବାଦ ।

>