Loading...

ନ୍ୟୁଜ୍

୧୮୦୦ କୋଟି ଟଙ୍କାର ଜଳକର ଛାଡ଼ କଲେ ପଞ୍ଜାବ ସରକାର

୧୮୦୦ କୋଟି ଟଙ୍କାର ଜଳକର ଛାଡ଼ କଲେ ପଞ୍ଜାବ ସରକାର

ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ସରକାର ପାଣି ବିଲ୍ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏହି ବଡ ଘୋଷଣା କରିଛନ୍ତି ।

ମମିତା ମିଷ୍ଟ୍ରି

ମମିତା ମିଷ୍ଟ୍ରି

କଳାହାଣ୍ଡିର ଜଣେ ସ୍କୁଲ ଅଧ୍ୟକ୍ଷା ହଠାତ୍ ରାସ୍ତାରୁ ନିଖୋଜ୍ ହେବା ଏବଂ ଏହି ଘଟଣାରେ ଆଜି ମହାଲିଙ୍ଗ୍ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ଶବ ଉଦ୍ଧାର ହେବା ଏହି ମାମଲାକୁ ଏବେ ଅଧିକ ରହସ୍ୟମୟ କରିଦେଇଛି ।

ପୁରୁଣା ସରକାରୀ କର୍ମଚାରୀଙ୍କ ଶରଣରେ ତାଲିବାନ

ପୁରୁଣା ସରକାରୀ କର୍ମଚାରୀଙ୍କ ଶରଣରେ ତାଲିବାନ

ଅନେକ ସଂଘର୍ଷ ଏବଂ ଅନେକ ଲୋକଙ୍କ ରକ୍ତ ବହିବା ପରେ ନିଜର ସରକାର ଗଠନ କରି ଆଫଗାନିସ୍ତାନକୁ ନୂଆ ରୂପ ଦେବ ବୋଲି ଦବାି କରିଥିଲା ତାଲିବାନ। ହେଲେ ମାତ୍ର କିଛି ମାସ ପରେ ଏବେ ତାଲିବାନ ହାତ ଟେକିଦେଇଥିବା ଜଣାପଡ଼ିଛି।

ଆଜି ମହାନ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ

ଆଜି ମହାନ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ

ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ବ ଅଟଳବିହାରୀ ବାଜପେୟୀ, ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି ।

ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ

ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ

ମଧ୍ୟରାତ୍ରୀରୁ ବିଶ୍ୱବ୍ୟାପୀ ପାଳନ ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ । କୋଭିଡ କଟକଣା ପାଇଁ ଭର୍ଚୁଆଲରେ ଯୀଶୁଙ୍କ ଜନ୍ମଦିବସକୁ ପାଳନ କରିଛନ୍ତି ଖ୍ରୀଷ୍ଟଧର୍ମୀ ।

୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିବ। ପାରଦ ଊର୍ଧ୍ବଗାମୀ ହେବ। ଏଥିସହ ୨୭ ଓ ୨୮ତାରିଖରେ ରାଜ୍ୟରେ ବର୍ଷାର ବି ସମ୍ଭାବନା ରହିଛି।

ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ଡିସେମ୍ବର ୨୫ତାରିଖରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି।

>