Loading...

ନ୍ୟୁଜ୍

ସାଇବର ଠକର ଶିକାର ହେଲେ ମଣ୍ଟୁ ଛୁରିଆ, ଗିରଫ ହେଲା ଅଭିଯୁକ୍ତ

ସାଇବର ଠକର ଶିକାର ହେଲେ ମଣ୍ଟୁ ଛୁରିଆ, ଗିରଫ ହେଲା ଅଭିଯୁକ୍ତ

ସାଇବର ଠକର ଶିକାର ହେଲେ ଓଡିଶାର ଆଗଧାଡିର ଗାୟକ ମଣ୍ଟୁ ଛୁରିଆ। ମଣ୍ଟୁଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି, ମଣ୍ଟୁଙ୍କ ଫଟୋ ଲଗାଇ ଅନଲାଇନରେ ପବ୍ ଜି ଖେଳୁଥିଲା ଅଭିଯୁକ୍ତ । ପବ୍ ଜି ଖେଳିବା ସହିତ ନିଜକୁ ମଣ୍ଟୁ ଛୁରିଆ ବୋଲି ପରିଚୟ ଦେଇ ଗୀତ ଗାଉଥିଲା ଓ ବହୁ ଯୁବତୀଙ୍କ ସହ ଚାଟିଂ କରୁଥିବା ଜଣାପଡ଼ିଥିଲା ।

୧୦ ଟଙ୍କାରେ ସୀମିତ ରହିବ ରାଜ୍ୟର ସମସ୍ତ ସଂଗ୍ରହାଳୟର ଟିକେଟ ଦାମ

୧୦ ଟଙ୍କାରେ ସୀମିତ ରହିବ ରାଜ୍ୟର ସମସ୍ତ ସଂଗ୍ରହାଳୟର ଟିକେଟ ଦାମ

ରାଜ୍ୟରେ ସଂଗ୍ରହାଳୟ ଗୁଡ଼ିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକମାନଙ୍କୁ ଆକୃଷ୍ଟ କରିବା ଦିଗରେ ଆଜି ମୁଖ୍ୟମନ୍ତ୍ରୀ ଏକ ନିର୍ଦ୍ଦେଶନାମା ଜରିକରିଛନ୍ତି।

ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆଜି କଳା ଓ ବାଣିଜ୍ୟ ପରୀକ୍ଷା

ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆଜି କଳା ଓ ବାଣିଜ୍ୟ ପରୀକ୍ଷା

ଗତକାଲି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା।

ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଆଖିବୁଜିଲେ ଅଭିନେତା ପିଣ୍ଟୁ ନନ୍ଦ

ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଆଖିବୁଜିଲେ ଅଭିନେତା ପିଣ୍ଟୁ ନନ୍ଦ

ଅଭିନେତା ପିଣ୍ଟୁ ନନ୍ଦଙ୍କୁଗତ କିଛିଦିନ ହେବ ପିଣ୍ଟୁ ଲିଭର ସୋରାସିସ ରୋଗରେ ପୀଡିତ ଥିବାରୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିଲା । ସେ କିମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ଫେବୃଆରୀ ୭ ତାରିଖରେ ଯକୃତ ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାନେଟ ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା ।

ବୋର୍ଡ ୱେବ୍‌ସାଇଟ୍‌ରେ ମାଟ୍ରିକ୍ ପରୀକ୍ଷା ଜଡିତ ସମସ୍ତ ତଥ୍ୟ ଦେଲା ମାଧ୍ୟମିକ ଶିକ୍ଷା ପରିଷଦ

ବୋର୍ଡ ୱେବ୍‌ସାଇଟ୍‌ରେ ମାଟ୍ରିକ୍ ପରୀକ୍ଷା ଜଡିତ ସମସ୍ତ ତଥ୍ୟ ଦେଲା ମାଧ୍ୟମିକ ଶିକ୍ଷା ପରିଷଦ

ବୋର୍ଡ ୱେବ୍‌ସାଇଟ୍‌ରେ ମାଟ୍ରିକ, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡ ଛଡାଯାଇଛି। ଅଥବା ପରୀକ୍ଷାର୍ଥୀମାନେ ନିଜ ନାମ ଓ ବାପାଙ୍କ ନାମକୁ ଲଗ୍ ଇନ୍ କରି ଆଡମିଟ୍‌ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ‌ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁ ସୂଚନା ଦେଇଛନ୍ତି।

ପରୀକ୍ଷା ଦେଉଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ପରୀକ୍ଷା ଦେଉଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ଆଜି ସକାଳୁ ପରୀକ୍ଷା ଦେଉଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବରେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

ଗିରଫଦାରୀକୁ ନେଇ ସୁପ୍ରିମ୍‌କୋର୍ଟରେ ମନୀଷ ସିସୋଦିଆ

ଗିରଫଦାରୀକୁ ନେଇ ସୁପ୍ରିମ୍‌କୋର୍ଟରେ ମନୀଷ ସିସୋଦିଆ

ଦିଲ୍ଲୀ ମଦ ନୀତି ମାମଲାରେ ଗତକାଲି ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ଅବକାରୀ ଦୁର୍ନୀତିରେ ନିଜ ଗିରଫଦାରୀ ବିରୋଧରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି ।

ଆଜି ସରୁଛି  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ, କାଲିଠୁ ଦାୟିତ୍ୱ ସମ୍ଭାଳିବେ ପ୍ରଦୀପ ଜେନା

ଆଜି ସରୁଛି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ, କାଲିଠୁ ଦାୟିତ୍ୱ ସମ୍ଭାଳିବେ ପ୍ରଦୀପ ଜେନା

ଆଜି ସରିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଆସନ୍ତା କାଲିଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଉନ୍ନୟନ କମିଶନର ପ୍ରଦୀପ ଜେନା ।୧୯୮୯ ବ୍ୟାଚ ଆଇଏଏସ ଅଧିକାରୀ ପ୍ରଦୀପ ଜେନା। ଉନ୍ନୟନ କମିଶନର ସାଙ୍ଗକୁ କୃଷି ଉତ୍ପାଦନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମାର ପରିଚାଳନା ନିର୍ଦେଶକ।

>