Loading...

ନ୍ୟୁଜ୍

ଡିସେମ୍ବର ମାସ ଆରମ୍ଭରୁ ବଢିଲା ଏଲପିଜି ଦର

ଡିସେମ୍ବର ମାସ ଆରମ୍ଭରୁ ବଢିଲା ଏଲପିଜି ଦର

ଡିସେମ୍ବର ମାସ ଆରମ୍ଭରୁ ବଢିଲା ଏଲପିଜି ଦର । ମାସର ଆରମ୍ଭରୁ ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି ।

ଆଜିଠୁ ୫ତାରିଖ ପର୍ଯ୍ୟନ୍ତ ୩୪ତମ କୋଣାର୍କ ଉତ୍ସବ

ଆଜିଠୁ ୫ତାରିଖ ପର୍ଯ୍ୟନ୍ତ ୩୪ତମ କୋଣାର୍କ ଉତ୍ସବ

ବିଶ୍ବ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ୩୪ତମ କୋଣାର୍କ ଉତ୍ସବ ଏବଂ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀମାନଙ୍କୁ ନେଇ ୧୩ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜନ ହେବ।

‘ଏ+’ ଗ୍ରେଡ୍‌ ଫେରିପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ

‘ଏ+’ ଗ୍ରେଡ୍‌ ଫେରିପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ

୬ ମାସର ଲଢ଼େଇ ପରେ ଆଜି ବିଶ୍ବବିଦ୍ୟାଳୟ ନିଜର ଗୌରବ ଫେରିପାଇଛି। ମେ’ ୨ ତାରିଖରେ ବିଶ୍ବବିଦ୍ୟାଳୟକୁ ‘ଏ’ ଗ୍ରେଡ୍‌ ମାନ୍ୟତା ଦେଇଥିବା ନାକ୍‌ ଟିମ୍‌ର ତଥ୍ୟକୁ ଭୁଲ୍‌ ପ୍ରମାଣିତ କରି ସେପ୍ଟେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଗସ୍ତ କରିଥିବା ଟିମ୍‌ ବିଶ୍ବବିଦ୍ୟାଳୟକୁ ‘ଏ+’ ଗ୍ରେଡ୍‌ ମାନ୍ୟତା ପ୍ରଦାନ କରିଛି।

୪ ତାରିଖରେ ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ସମ୍ଭାବ୍ୟ ବାତ୍ୟା!

୪ ତାରିଖରେ ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ସମ୍ଭାବ୍ୟ ବାତ୍ୟା!

ଆସନ୍ତା ସପ୍ତାହରେ ପୁଣି ଭାରତୀୟ ଉପକୂକଳ ଛୁଇଁବ ବାତ୍ୟା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୪ ତାରିଖ ପାହାନ୍ତିଆ ବେଳକୁ ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଁଚିବାର ସମ୍ଭାବନା ରହିଛି।

ଏଣିକି ମାଲେସିଆରେ ଭିଜା ଫ୍ରି ଏଣ୍ଟ୍ରି କରିପାରିବେ ଭାରତୀୟ ନାଗରିକ

ଏଣିକି ମାଲେସିଆରେ ଭିଜା ଫ୍ରି ଏଣ୍ଟ୍ରି କରିପାରିବେ ଭାରତୀୟ ନାଗରିକ

ମାଲେସିଆ ଭାରତୀୟ ନାଗରିକମାନଙ୍କୁ ଏକ ମାସ ପାଇଁ ଭିଜା ବିନା ଦେଶରେ ପ୍ରବେଶ କରିବାକୁ ସୁବିଧା ଦେଇଛି। ରବିବାର ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୧ରୁ ଭାରତ ଏବଂ ଚାଇନା ନାଗରିକମାନେ ମାଲେସିଆରେ ଭିଜା ମୁକ୍ତ ପ୍ରବେଶ କରିବେ।

ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା

ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା

ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ୪୭ ବର୍ଷ ବୟସରେ ପ୍ରେମିକା ଲିନ୍‌ ଲାଶରମ୍‌ଙ୍କ ହାତ ଧରିବେ ସେ। ଏହି ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଭିନେତା ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି।

ଗୁଜୁରାଟ ଟାଇଟନ୍ସର ନୂଆ କ୍ଯାପଟେନ ଶୁଭମନ ଗିଲ

ଗୁଜୁରାଟ ଟାଇଟନ୍ସର ନୂଆ କ୍ଯାପଟେନ ଶୁଭମନ ଗିଲ

୨୦୨୪ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସ ଦଳ ଛାଡ଼ିବା ନେଇ ବେଶ କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏହା ଉପରେ ଆଜି ପୂର୍ଣ୍ଣଛେଦ ପଡ଼ିଛି ।

>