Loading...

ନ୍ୟୁଜ୍

ଫେବୃଆରୀ ନ ସରୁଣୁ ଲୋକଙ୍କୁ କଲବଲ କଲାଣି ମୁଣ୍ତଫଟା ଖରା

ଫେବୃଆରୀ ନ ସରୁଣୁ ଲୋକଙ୍କୁ କଲବଲ କଲାଣି ମୁଣ୍ତଫଟା ଖରା

ଫେବୃଆରୀ ନ ସରୁଣୁ ଲୋକଙ୍କୁ କଲବଲ କଲାଣି ମୁଣ୍ତଫଟା ଖରା। ଦିନ ୧୧ଟା ପରେ ବାହାରକୁ ଯିବା ମୁସକିଲ ହୋଇପଡ଼ିଥିବା ବେଳେ ଜନଶୂନ୍ୟ ହୋଇଯାଉଛି ରାସ୍ତାଘାଟ । ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆକଳନ କରୁଛି ପାଣିପାଗ ବିଭାଗ । 

ବିଶ୍ୱ ବ୍ୟାଙ୍କର ନୂଆ ସଭାପତି ଅଜୟ ବାଙ୍ଗା

ବିଶ୍ୱ ବ୍ୟାଙ୍କର ନୂଆ ସଭାପତି ଅଜୟ ବାଙ୍ଗା

ଭାରତୀୟ ବଂଶୋଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା ହେବେ ବିଶ୍ୱ ବ୍ୟାଙ୍କର ନୂତନ ସଭାପତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶ୍ରୀ ବାଙ୍ଗାଙ୍କୁ ଏହି ପଦ ପାଇଁ  ମନୋନୀତ କରିଥିବା ଗୁରୁବାର ଘୋଷଣା କରିଛନ୍ତି।

୨୦୨୩ ଆର୍ଥିକ ବର୍ଷ ରାଜ୍ୟ ବଜେଟ, ଆସନ୍ତୁ ଜାଣିବା କଣ ରହିଛି ଏଥର ବଜେଟ

୨୦୨୩ ଆର୍ଥିକ ବର୍ଷ ରାଜ୍ୟ ବଜେଟ, ଆସନ୍ତୁ ଜାଣିବା କଣ ରହିଛି ଏଥର ବଜେଟ

ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ  । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି  । ଏଥିରେ କୃଷି ବିଭାଗକୁ ମିଳିଛି ୨୪ ହଜାର ୮୨୯ କୋଟି ଟଙ୍କା  । ସ୍ୱାସ୍ଥ୍ୟ ବିଭାଗ ପାଇଁ ରହିଛି ୧୫ ହଜାର ୭୫୬ କୋଟି  ।

ହସ୍ପିଟାଲ କର୍ମଚାରୀଙ୍କୁ ମନା ଜିନ୍ସ ଆଉ ମେକଅପ

ହସ୍ପିଟାଲ କର୍ମଚାରୀଙ୍କୁ ମନା ଜିନ୍ସ ଆଉ ମେକଅପ

ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଏଣିକି ସ୍ୱତନ୍ତ୍ର ପୋଷାକ ପିନ୍ଧିବାକୁ ପଡିବ । ଏହାର ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖାଲି ଏତିକି ନୁହେଁ କୌଣସି ମହିଳା କର୍ମଚାରୀ ମେକଅପ ନେଇ ପାରିବେ ନାହିଁ କି କେହି ଜିନ୍ସ ପିନ୍ଧି ଆସିପାରିବେ ନାହିଁ ।

ଭାରତରେ ଠାବ ହେଲା  ଲିଥିୟମ ଭଣ୍ଡାର

ଭାରତରେ ଠାବ ହେଲା ଲିଥିୟମ ଭଣ୍ଡାର

ମହା ବିସ୍ଫୋରଣ ବା ବିଗ୍ ବ୍ୟାଙ୍ଗରୁ ବାହାରିଥିବା ସବୁଠାରୁ ହାଲୁକା ଧାତୁ ହେଉଛି ଲିଥିୟମ । ଏହା ଜଳ ସହିତ ଏକ ଜ୍ୱଳନଶୀଳ ପ୍ରତିକ୍ରିୟା ସୃଷ୍ଟି କରେ ଯାହା ଶକ୍ତି ଉତ୍ପାଦନ କରେ ।

ଆଉ କ୍ୟାନ୍ସରରେ ଜୀବନି ଜୀବନ: ବଜାରକୁ ଆସିଲା କ୍ୟାନସର ବିରୋଧୀ ଟିକା Cervavac

ଆଉ କ୍ୟାନ୍ସରରେ ଜୀବନି ଜୀବନ: ବଜାରକୁ ଆସିଲା କ୍ୟାନସର ବିରୋଧୀ ଟିକା Cervavac

ଳିତ ମାସ ବଜାରରେ ଉପଲବ୍ଧ ହେବ ସ୍ବଦେଶୀ କ୍ୟାନସର ଟିକା । ମହିଳାଙ୍କ ଠାରେ ବୃଦ୍ଧି ପାଉଥିବା ସର୍ଭାଇକଲ ବା ଗର୍ଭାଶୟ କର୍କଟ ବିରୋଧୀ ଟିକା ସର୍ଭାଭାକ୍ ଏହି ମାସରୁ ବଜାରରେ ଉପଲବ୍ଧ ହେବା ନେଇ ସୂଚନା ମିଳିଛି । ଟିକାର ଦୁଇଟି ଡୋଜ୍‌ର ମୂଲ୍ୟ 2000 ଟଙ୍କା ରହିବ । ଉଦ୍‌ବେଗଜନକ ଭାବେ ଦେଶରେ ଗର୍ଭାଶୟ କର୍କଟ ବୃଦ୍ଧି ପାଇବା ପରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଏହି ଟିକା ପ୍ରସ୍ତୁତ କରିଛି

ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’,

ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’,

ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରୋମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମି ଯୁଗଳ ।

>