Loading...

ନ୍ୟୁଜ୍

ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ୨୦ ଯାଏଁ ମାଟ୍ରିକ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ୨୦ ଯାଏଁ ମାଟ୍ରିକ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତା ମାସ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରେ ମାତୃଭାଷା ପରୀକ୍ଷା ହେବ ।

ଜୁଲାଇ ୭ରେ ସୁଦ୍ଧା ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଜୁଲାଇ ୭ରେ ସୁଦ୍ଧା ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଜୁଲାଇ ୭ରେ ସୁଦ୍ଧା ପ୍ରକାଶ ପାଇବ ୟୁଜି ରେଜଲ୍ଟ । ଏନେଇ ସବୁ କଲେଜର କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ । ଏହା ସହିତ ଆବଶ୍ୟକ ସ୍ଥଳେ ଏକ୍ସଟ୍ରା କ୍ଲାସ କରି କୋର୍ସ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଜେଡିରେ ମିଶିବେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି

ବିଜେଡିରେ ମିଶିବେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି ।

ଆଜି ସରିବ ଗୋପାଳର ରିମାଣ୍ଡ ଅବଧି, ପତ୍ନୀ ଓ ପୁତୁରାଙ୍କୁ ପଚରାଉଚରା କରୁଛି ଟିମ

ଆଜି ସରିବ ଗୋପାଳର ରିମାଣ୍ଡ ଅବଧି, ପତ୍ନୀ ଓ ପୁତୁରାଙ୍କୁ ପଚରାଉଚରା କରୁଛି ଟିମ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଏହାରି ମଧ୍ୟରେ କ୍ରାଇମବ୍ରାଞ୍ଚର ଏକ ୪ ଜଣିଆ ଟିମ୍‌ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା  ଆଙ୍କୁଲି ଶିଳ୍ପାଂଚଳସ୍ଥିତ ଗୋପାଳର ଘରକୁ ପହଞ୍ଚିଛନ୍ତି।

ରାଜକୀୟ ‌ଶୈଳୀରେ ବିବାହ କରିବେ କିଆରା ଓ ସିଦ୍ଧାର୍ଥ

ରାଜକୀୟ ‌ଶୈଳୀରେ ବିବାହ କରିବେ କିଆରା ଓ ସିଦ୍ଧାର୍ଥ

ବଲିଉଡ ଅଭିନେତ୍ରୀ କିଆରା ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ। କିଆରା ଓ ସିଦ୍ଧାର୍ଥଙ୍କ ରାଜକୀୟ ‌ଶୈଳୀରେ ବିବାହ ହେବ।

ଶୀତ ଚାରିମାସ ଚିଲିକାରେ ରହିବା ପରେ ଏବେ ପକ୍ଷୀମାନଙ୍କର ଘର ବାହୁଡ଼ା ଆରମ୍ଭ

ଶୀତ ଚାରିମାସ ଚିଲିକାରେ ରହିବା ପରେ ଏବେ ପକ୍ଷୀମାନଙ୍କର ଘର ବାହୁଡ଼ା ଆରମ୍ଭ

ଚଳିତ ବର୍ଷ ସମଗ୍ର ଚିଲିକାରେ ୧୨ ଲକ୍ଷରୁ ଅଧିକ ପକ୍ଷୀଙ୍କ ଭିଡ଼ ଜମିଥିଲା। ଶୀତ ଚାରିମାସ ଚିଲିକାରେ ରହିବା ପରେ ଏବେ ପକ୍ଷୀମାନଙ୍କର ଘର ବାହୁଡ଼ା ଆରମ୍ଭ ହୋଇଛି।

ଆଜିଠୁ ଆରମ୍ଭ ହେଉଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା ଆଜି

ଆଜିଠୁ ଆରମ୍ଭ ହେଉଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା ଆଜି

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ୧୫୦ ତମ ଯୋରନ୍ଦା ମେଳା ବା ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଆଜି ଆରମ୍ଭ ହେବ। ସେଥିପାଇଁ ଜିଲ୍ଲା, ବ୍ଲକ୍‌ ଓ ପଞ୍ଚାୟତ ପ୍ରଶାସନ ସମେତ ସାଧୁସମାଜ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

>