Loading...

ନ୍ୟୁଜ୍

କୋରାପୁଟରେ 5T ସଚିବ: ବଦଳିବ ଶାବର ଶ୍ରୀକ୍ଷେତ୍ରରେ ରୂପରେଖ

କୋରାପୁଟରେ 5T ସଚିବ: ବଦଳିବ ଶାବର ଶ୍ରୀକ୍ଷେତ୍ରରେ ରୂପରେଖ

ଶାବର ଶ୍ରୀକ୍ଷେତ୍ରରେ 5T ସଚିବ। କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ୍‌ । ଆଜି ସକାଳୁ ମନ୍ଦିର ଯାଇ ବେଢା ପରିଦର୍ଶନ କରିଛନ୍ତି। ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଯୋଜନା ଅଧିକାରୀ ଓ ମନ୍ଦିର କମିଟି ସଦସ୍ୟ ଉପସ୍ଥିତ ଥିଲେ।

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଓଡିଶା ପୋଲିସ ଉପରେ ଭରସା ନାହିଁ କହି ସୁରକ୍ଷା କର୍ମୀ ଫେରାଇଲେ ଜୟନାରାୟଣ ମିଶ୍ର

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଓଡିଶା ପୋଲିସ ଉପରେ ଭରସା ନାହିଁ କହି ସୁରକ୍ଷା କର୍ମୀ ଫେରାଇଲେ ଜୟନାରାୟଣ ମିଶ୍ର

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଜୟନାରାୟଣ ମିଶ୍ରଙ୍କ ବଡ ନିଷ୍ପତ୍ତି । କହିଲେ ଓଡିଶା ପୋଲିସ ଉପରେ ମୋର ଭରସା ନାହିଁ । ମୁଁ ମୋ ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଉଛି ।

ହ୍ବାଟସ୍ଆପ୍ ଗୋପନୀୟତା ମାମଲା, ବ୍ୟବହାରକାରୀଙ୍କ ନାମ, ନଂ ଛଡା କୌଣସି ଡାଟା ରଖେନି କହିଲା ହ୍ବାଟସ୍‌ଆପ୍

ହ୍ବାଟସ୍ଆପ୍ ଗୋପନୀୟତା ମାମଲା, ବ୍ୟବହାରକାରୀଙ୍କ ନାମ, ନଂ ଛଡା କୌଣସି ଡାଟା ରଖେନି କହିଲା ହ୍ବାଟସ୍‌ଆପ୍

ହ୍ବାଟସ୍ଆପ୍ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ମଧ୍ୟରେ ବ୍ୟବହାରକାରୀଙ୍କ କଲ୍, ଫଟୋ, ମେସେଜ୍, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ପ୍ରବେଶ ପାଇଁ ଚୁକ୍ତିନାମାକୁ ଚ୍ୟାଲେଞ୍ଜ କରି କର୍ମଣ୍ୟ ସିଂ ସରିନ୍ ଏବଂ ଶ୍ରେୟା ସେଠୀ ଏକ ଆବେଦନ ଦାଖଲ କରିଥିଲେ ।

ଆରପାରିରେ ଦାଦାସାହେବ ଫାଲକେ ପୁରସ୍କାର ବିଜେତା କେ. ବିଶ୍ବନାଥ

ଆରପାରିରେ ଦାଦାସାହେବ ଫାଲକେ ପୁରସ୍କାର ବିଜେତା କେ. ବିଶ୍ବନାଥ

ଦାଦା ସାହେବ ଫାଲ୍‌କେ’ ପୁରସ୍କାରପ୍ରାପ୍ତ ବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା କସୀନଥୁନୀ ବିଶ୍ବନାଥଙ୍କର ଗୁରୁବାର ମଧ୍ୟରାତ୍ର ସମୟରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି।

ଆମେରିକା ଆକାଶରେ ଉଡୁଛି ଚୀନର ‘ସ୍ପାଏ ବେଲୁନ୍‌’

ଆମେରିକା ଆକାଶରେ ଉଡୁଛି ଚୀନର ‘ସ୍ପାଏ ବେଲୁନ୍‌’

ବେଲୁନ ଜରିଆରେ ଚୀନର ଗୁଇନ୍ଦାଗିରି। ସନ୍ଦେହରେ ବେଲୁନ୍‌କୁ ଟ୍ରାକ୍‌ କରୁଛି ଆମେରିକା। ପଶ୍ଚିମ ଆମେରିକାରେ ମୋଣ୍ଟାନାର ଉଚ୍ଚ ଆକାଶରେ ବେଶ କିଛି ଦିନ ହେଲା ସର୍ଭିଲେନ୍‌ସ ବେଲୁନ (ସ୍ପାଏ ବେଲୁନ୍‌) ଠାବ ହୋଇଛି।

ଆଜି ୫୦୦ ହଲରେ ହିନ୍ଦୀ ଭାଷାରେ ରିଲିଜ ହେବ ଓଡିଆ ଚଳଚିତ୍ର "ଦମନ"

ଆଜି ୫୦୦ ହଲରେ ହିନ୍ଦୀ ଭାଷାରେ ରିଲିଜ ହେବ ଓଡିଆ ଚଳଚିତ୍ର "ଦମନ"

ହିନ୍ଦୀ ସ୍କ୍ରିନକୁ ଆସିବ ଦମନ । ଆଜି ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ରୂପାନ୍ତର । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ବାଇ ଗସ୍ତରେ ଅଛି । ଆଜି ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ସୋ’ କରାଯିବ ।

>