Loading...

ନ୍ୟୁଜ୍

ହାଇସ୍କୁଲ କ୍ୟାମ୍ପସରେ ଯୁକ୍ତ୨ ଶିକ୍ଷା ପାଇଁ ପାଳି କରି ପଢ଼ିବେ ପିଲା

ହାଇସ୍କୁଲ କ୍ୟାମ୍ପସରେ ଯୁକ୍ତ୨ ଶିକ୍ଷା ପାଇଁ ପାଳି କରି ପଢ଼ିବେ ପିଲା

ହାଇସ୍କୁଲ ଶିକ୍ଷା ପରେ ପାଠ ଛାଡ଼ୁଥିବା ପିଲାମାନଙ୍କୁ ଯୋଡ଼ି ରଖିବା ଲାଗି ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ପିଲାମାନେ ଯେପରି ଉଚ୍ଚଶିକ୍ଷା ପାଇପାରିବେ, ସେଥିପାଇଁ ରାଜ୍ୟର ୧୦୬ଟି ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)କୁ ଅପଗ୍ରେଡ୍‌ କରାଯାଇଛି।

ବିବାହ କରିବେ ବହୁଚର୍ଚ୍ଚିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ

ବିବାହ କରିବେ ବହୁଚର୍ଚ୍ଚିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ

ପ୍ରଭୁ ବାଲାଜୀ ମଧ୍ୟ ବିବାହ କରି ତାଙ୍କର ମହତ କାର୍ଯ୍ୟ କରୁଥିଲେ । ଅନେକ ମୁନିଋଷିମାନେ ମଧ୍ୟ ଜୀବନର ୪ଟି ସ୍ତର ଦେଇ ଗତି କରିଛନ୍ତି । ସେହି ୪ଟି ସ୍ତର ହେଉଛି ବ୍ରହ୍ମାଚାର୍ଯ୍ୟ, ଗ୍ରହସ୍ତ୍ୟ, ବନପ୍ରସ୍ଥ ଓ ସନ୍ନ୍ୟାସ । ଏଥିଲାଗି ମୁଁ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି ।

ଆଜିଠୁ ଫେବୃଆରୀ ୧୨ ପର୍ଯ୍ୟନ୍ତ ଚାଲିବ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଆଜିଠୁ ଫେବୃଆରୀ ୧୨ ପର୍ଯ୍ୟନ୍ତ ଚାଲିବ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଆଜିଠୁ ଆରମ୍ଭ ହେବ ତୋଷାଳି ମେଳା। ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଚଳିତ ବର୍ଷ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜିଠୁ ଆରମ୍ଭ ହୋଇ ଫେବୃଆରୀ ୧୨ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ବର ଜନତା ମଇଦାନରେ ହେବ ତୋଷାଳି ମେଳା।

ଆଜିଠୁ ପୁଣି ଫେରିଲା ଶୀତ

ଆଜିଠୁ ପୁଣି ଫେରିଲା ଶୀତ

ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ ଅନୁଭୂତ ହେବ। ପାରଦ ପାଖାପାଖି ୨ରୁ ୪ଡିଗ୍ରି ଯାଏ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର ପକ୍ଷରୁ କୁହାଯାଇଛି।

ହସ୍ପିଟାଲରେ ଭର୍ତ୍ତି ହେଲେ ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ

ହସ୍ପିଟାଲରେ ଭର୍ତ୍ତି ହେଲେ ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ

ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାଯାଇଛି। ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥିବାର ସୂଚନା ମିଳିଛି। ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି ।

ବେଦ ମନ୍ତ୍ରରେ କମ୍ପୁଛି ଖଣ୍ଡଗିରି ମେଳା, ଜମୁଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ

ବେଦ ମନ୍ତ୍ରରେ କମ୍ପୁଛି ଖଣ୍ଡଗିରି ମେଳା, ଜମୁଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ

ରାଜଧାନୀରେ ଜମୁଛି ଖଣ୍ଡଗିରି ମାଘ ମେଳା । ମେଳାର ଚତୁର୍ଥ ଦିନରେ କମ୍ପୁଛି ତପଭୂମି ଖଣ୍ଡଗିରିର ପାଦଦେଶ । ଜପ, ତପ ଓ ବେଦ ମନ୍ତ୍ରରେ ପ୍ରକମ୍ପିତ ହେଉଛି ସାରା ପରିବେଶ ।

>