ଆଉ ଆପଣଙ୍କ ପାଖକୁ ଆସିବନି ଅବାଞ୍ଛିତ କଲ କିମ୍ବା ଏସଏମଏସ
ଫୋନ କଲ୍ ଏବଂ ମେସେଜ ସେବାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସ୍ପାମ ଫିଲ୍ଟର୍ ଲଗାଇବା ପାଇଁ କୁହାଯାଇଛି। ମେ ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହୋଇପାରେ।
Loading...
ଫୋନ କଲ୍ ଏବଂ ମେସେଜ ସେବାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସ୍ପାମ ଫିଲ୍ଟର୍ ଲଗାଇବା ପାଇଁ କୁହାଯାଇଛି। ମେ ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହୋଇପାରେ।
ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ବିରୋଧ କରି ମହାରାଷ୍ଟ୍ର ଶିରିଡି ସ୍ଥିତ ସାଇବାବା ମନ୍ଦିର ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିବ ମନ୍ଦିର ଟ୍ରଷ୍ଟ। ଏହି ବନ୍ଦ ଡାକରା ମଇ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସୂଚନା ମିଳିଛି।
ନିର୍ଦ୍ଦୋଷରେ ଖଲାସ ହେଲେ ସୂରଜ ପାଞ୍ଚୋଲି। ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାର ଆସିଲା ରାୟ।ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
୨୦୧୩ ମସିହାରେ ନିଜ ଭାଇ ଏବଂ ୨୦୧୬ରେ ଆଉ ଜଣେ ସମ୍ପର୍କୀୟକୁ ଗୁଳି ମାରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା । ପୈତୃକ ସମ୍ପତିକୁ ନେଇ ବିପିନ ତାଙ୍କୁ ୨୦୧୩ରେ ଗୁଳି ମାରି ପଙ୍ଗୁ କରିଦେଇଛି ।
ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ସେହପରି ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବ।
ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ। ଏଥିନେଇ ନେଇ ପ୍ରଚାର ଆରମ୍ଭ ହୋଇଯାଇଛି। ଉପନିର୍ବାଚନ ପାଇଁ ଝାରସୁଗୁଡାରେ ଚାଲିଛି ଜୋରଦାର ପ୍ରଚାର । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।
ଆଜିଠୁ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷିବ ବର୍ଷା। ତାତିରୁ ସିନା ତ୍ରାହି ମିଳିଲା କିନ୍ତୁ ବର୍ଷାରେ ବେହାଲ ହେବେ ରାଜ୍ୟବାସୀ। ଆଜିଠୁ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।
ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ମନ୍ଦିର। ଆଜି ସକାଳ ୭ଟା ୧୦ରେ ବ୍ରହ୍ମ ବେଳା ଶୁଭ ସମୟରେ ପୂର୍ଣ୍ଣ ବୈଦିକ ଜପ ଓ ରୀତିନୀତି ସହିତ ଖୋଲା ଯାଇଛି।