Loading...

ନ୍ୟୁଜ୍

କାରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା

କାରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା ପଜିଟିଭ । ପଜିଟିଭ ଚିହ୍ନଟ ନେଇ କେଜ୍ରିଓ୍ଵାଲ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ପାଖରେ କରୋନାର ସମାନ୍ୟ ଲକ୍ଷଣ ଦେଖାଦେଇଛି ।

କୋଭିଡ୍‌ ଆକ୍ରାନ୍ତ ହେଲେ ଜନ୍‌ ଆବ୍ରାହାମ୍‌ ଏବଂ ପତ୍ନୀ ପ୍ରିୟା ରୁଞ୍ଚଲ୍‌

କୋଭିଡ୍‌ ଆକ୍ରାନ୍ତ ହେଲେ ଜନ୍‌ ଆବ୍ରାହାମ୍‌ ଏବଂ ପତ୍ନୀ ପ୍ରିୟା ରୁଞ୍ଚଲ୍‌

ଅଭିନେତା ଜନ୍‌ ଆବ୍ରାହାମ୍‌ ଏବଂ ପତ୍ନୀ ପ୍ରିୟା ରୁଞ୍ଚଲ୍‌ କୋଭିଡ୍‌-୧୯ ପଜିଟିଭ୍‌ ହୋଇଛନ୍ତି। ଏ ସଂକ୍ରାନ୍ତରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌‌ ହ୍ୟାଣ୍ଡଲ୍‌ରେ ପ୍ରଶଂସକମାନଙ୍କୁ ସୂଚନା ଦେବା ସହ ‘ହୋମ୍‌ କ୍ବାରେଣ୍ଟିନ୍‌’ରେ ଥିବା କଥା କହିଛନ୍ତି।

ଦିଲ୍ଲୀକୁ ଫେରିବ ତାଲାବନ୍ଦ!

ଦିଲ୍ଲୀକୁ ଫେରିବ ତାଲାବନ୍ଦ!

ସମଗ୍ର ଦେଶ ସମେତ ରାଜଧାନୀ ନୂଆଦିଲ୍ଲୀରେ ଦୈନିକ କୋଭିଡ ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧିପାଉଥିବାରୁ ଦିଲ୍ଲୀ ସରକାର ସମୁଦାୟ ରାଜଧାନୀ ଅଞ୍ଚଳରେ ହଳଦିଆ ସତର୍କ ସୂଚନା ଜାରି କରିଛନ୍ତି ।

ଆସନ୍ତାବର୍ଷ ପଞ୍ଜାବରେ ବାଜିମାରିବ ଆପ୍‌

ଆସନ୍ତାବର୍ଷ ପଞ୍ଜାବରେ ବାଜିମାରିବ ଆପ୍‌

ଆସନ୍ତାବର୍ଷ ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଟାଇମ୍ସ ନାଓ ନବଭାରତ ପାଇଁ ଭେଟୋ ନାମକ ଗୋଟିଏ ସଂସ୍ଥା ଲୋକଙ୍କ ମତକୁ ନେଇ ସର୍ଭେ ରିପୋର୍ଟ ପ୍ରକାଶ କରିଛି।

କେନାଲରେ ଢଳାଗଲା ୩୦୦୦ ଲିଟର ମଦ ଢାଳିଦେଲା ତାଲିବାନ

କେନାଲରେ ଢଳାଗଲା ୩୦୦୦ ଲିଟର ମଦ ଢାଳିଦେଲା ତାଲିବାନ

ଅଫିମ ଚାଷ ​​ଉପରେ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ଦେଶରେ ନିଶା ଦ୍ରବ୍ୟ ଉପରେ ଆଉ ଏକ ରୋକ ଲଗାଇଛି । ରାଜଧାନୀ କାବୁଲର ଡ୍ରେନ୍‌ରେ ଆଫଗାନିସ୍ତାନ ଗୁପ୍ତଚର ଏଜେଣ୍ଟମାନେ ପ୍ରାୟ ୩ ହଜାର ଲିଟର ମଦ ଫିଙ୍ଗିଦେଇଛନ୍ତି ।

ଆଜିଠାରୁ ସାରାଦେଶରେ ଆରମ୍ଭ ହେଲା କିଶୋରଙ୍କୁ ଟିକାଦାନ

ଆଜିଠାରୁ ସାରାଦେଶରେ ଆରମ୍ଭ ହେଲା କିଶୋରଙ୍କୁ ଟିକାଦାନ

ବର୍ତମାନ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ, ତାକୁ ନିୟନ୍ତ୍ରଣ କରିବା ପାଇଁ ଏହି ବର୍ଗର ସମସ୍ତ ପିଲାଙ୍କୁ ଯେମିତି ଟିକାର ପ୍ରଥମ ଡୋଜ୍ ଗୋଟିଏ ମାସ ଭିତରେ ଦିଆଯିବ ସେହି ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି ସରକାର ।

ନୂଆବର୍ଷରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ

ନୂଆବର୍ଷରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ

ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବା ପରେ ଆଜିଠୁ ପୁଣି ଦର୍ଶନ ସୁଯୋଗ ପାଇବେ ଭକ୍ତ। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଆଜି ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ଜମିଛି।

ପୁଣିଥରେ ଶିକ୍ଷାବିଭାଗର ତରବରିଆ ନିଷ୍ପତି, ଆସନ୍ତାକାଲିଠୁ ଖୋଲିବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ

ପୁଣିଥରେ ଶିକ୍ଷାବିଭାଗର ତରବରିଆ ନିଷ୍ପତି, ଆସନ୍ତାକାଲିଠୁ ଖୋଲିବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

>