Loading...

ନ୍ୟୁଜ୍

ଆଫଗାନିସ୍ତାନକୁ ପୁଣି ସହାୟତାର ହାତ ବଢାଇଲା ଭାରତ

ଆଫଗାନିସ୍ତାନକୁ ପୁଣି ସହାୟତାର ହାତ ବଢାଇଲା ଭାରତ

ପୁଣି ଆଫଗାନିସ୍ତାନକୁ ସହାଯ୍ୟ କଲା ଭାରତ । ମାନବିକତା ଦୃଷ୍ଟିକୋଣରୁ ଆଫଗାନିସ୍ତାନକୁ କରୋନା ଔଷଧ, ଟିକା ସମେତ ଅନ୍ୟାନ୍ୟ ଆବଶ୍ୟକିୟ ଔଷଧ ଭାରତ ସରକାରଙ୍କ ତରଫରୁ ପଠାଯାଇଛି ।

ଭାରତରେ ପ୍ରଥମ ଜୀବନ ନେଲା ଓମିକ୍ରନ୍ ଭାରିଏଣ୍ଟ

ଭାରତରେ ପ୍ରଥମ ଜୀବନ ନେଲା ଓମିକ୍ରନ୍ ଭାରିଏଣ୍ଟ

ସାରା ବିଶ୍ୱରେ ଭଳି ଧୀରେ ଧୀରେ ଭାରତରେ ବି ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି। ଏହାରି ଭିତରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।

ଫିକା ପଡିଯିବ ୨୦୨୨ର ପ୍ରଥମ ଦିନ

ଫିକା ପଡିଯିବ ୨୦୨୨ର ପ୍ରଥମ ଦିନ

ଆଜି ଜିରୋ ନାଇଟ୍ ସେଲିବ୍ରେସନ । ବର୍ଷ ୨୧କୁ ବିଦାୟ ଦେଇ ୨୨କୁ ସ୍ବାଗତ କରିବାକୁ କାହାର କେତେ ଯୋଜନା ଥିଲା । ହେଲେ କରୋନା ଭାରିଆଣ୍ଟ ଓମିକ୍ରନ ସବୁ ଯୋଜନାରେ ପାଣି ମିଶାଇ ଦେଇଛି ।

ଆଜିଠୁ ୩ ଦିନ ବନ୍ଦ ରହିବ ଭୁବନେଶ୍ବରର ସମସ୍ତ ଧାର୍ମିକ ଅନୁଷ୍ଠାନ

ଆଜିଠୁ ୩ ଦିନ ବନ୍ଦ ରହିବ ଭୁବନେଶ୍ବରର ସମସ୍ତ ଧାର୍ମିକ ଅନୁଷ୍ଠାନ

ନିଗମ(ବିଏମ୍‌ସି) ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ। ଆସନ୍ତା କାଲିଠୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ।

>