Loading...

ନ୍ୟୁଜ୍

ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା: ନିୟମ ନ ଥାଇ ବିଦ୍ୟାଳୟରେ ସେଲ୍‌ଫ ସେଣ୍ଟର

ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା: ନିୟମ ନ ଥାଇ ବିଦ୍ୟାଳୟରେ ସେଲ୍‌ଫ ସେଣ୍ଟର

ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବନ୍ଦିସାହି-ମୁଟୁଣିଆସ୍ଥିତ ୟୁଜିଏମ୍‌ଏସ୍ ବିଦ୍ୟାପୀଠ ସେଲ୍‌ଫ ସେଣ୍ଟର ହୋଇଥିବାରୁ ଦଶମ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ରେ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଦେଉଛନ୍ତି।

ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଚାଲିଗଲା ସୁକାନ୍ତ ବେହେରା ନାମକ ଯୁବକଙ୍କ ଜୀବନ

ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଚାଲିଗଲା ସୁକାନ୍ତ ବେହେରା ନାମକ ଯୁବକଙ୍କ ଜୀବନ

ଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ଶ୍ରୀମନ୍ଦିର ଭିତରକୁ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ନେବାରେ କଟକଣା ଲଗାଇଲା ପୁରୀ ପ୍ରଶାସନ

ଶ୍ରୀମନ୍ଦିର ଭିତରକୁ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ନେବାରେ କଟକଣା ଲଗାଇଲା ପୁରୀ ପ୍ରଶାସନ

ଶ୍ରୀମନ୍ଦିର ଭିତରକୁ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା। ଏନେଇ ପୁରୀ ଏସପି କଡ଼ା ନିର୍ଦେଶ ଦେଇଥିବା ଜଣାଯାଇଛି। ଆଜିଠାରୁ ଶ୍ରୀମନ୍ଦିର ଭିତରେ କର୍ତ୍ତବ୍ୟରତ ପୁଲିସଙ୍କ ସ୍ମାର୍ଟଫୋନ ବ୍ୟବହାର ଉପରେ ଲାଗିଛି କଟକଣା।

ରାଜଧାନୀରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ଦାବିରେ ଓକିଲ ସଂଘର ଆନ୍ଦୋଳନ

ରାଜଧାନୀରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ଦାବିରେ ଓକିଲ ସଂଘର ଆନ୍ଦୋଳନ

କଟକରେ ଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ଭୁବନେଶ୍ୱରକୁ ସ୍ଥାନାନ୍ତର, ନ ହେଲେ ରାଜଧାନୀରେ ହାଇକୋର୍ଟ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ଭୁବନେଶ୍ୱର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ଶହ ଶହ ଆଇନଜୀବୀ।

ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, କଣ୍ଠସ୍ବର ଓ ନାଁ ବ୍ୟବହାର କରାଯାଇ ପାରିବ ନାହିଁ

ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, କଣ୍ଠସ୍ବର ଓ ନାଁ ବ୍ୟବହାର କରାଯାଇ ପାରିବ ନାହିଁ

ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି।

ଦିଲ୍ଲୀ ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପାଇଁ ଲାଗିଥିବା କଟକଣା ହଟିଲା

ଦିଲ୍ଲୀ ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପାଇଁ ଲାଗିଥିବା କଟକଣା ହଟିଲା

ଜାମା ମସଜିଦକୁ ଏକାକି କିମ୍ବା ଦଳଗତ ଭାବେ ଝିଅଙ୍କ ପ୍ରବେଶ ଉପରେ ରୋକ୍ ଲଗାଇ ଆଜି ମସଜିଦ ଆଗରେ ଏକ ନୋଟିସ ଲଗାଇଥିଲେ ମସଜିଦ୍ କର୍ତ୍ତୃୃପକ୍ଷ । ଉପାସନା ପାଇଁ ଲୋକେ ମସଜିଦକୁ ଆସୁଥିବା ବେଳେ ଏଠାରେ ଝିଅମାନେ ପୁଅଙ୍କ ସହ ମିଳାମିଶା ଓ ଭିଡିଓ ସୁଟିଂ ଭଳି ଅରୁଚିକର କାର୍ଯ୍ୟ କରୁଥିବା ଘଟଣା ନଜରକୁ ଆସୁଥିଲା ।

ହାସ୍ୟ ଅଭିନେତା ଗୋବିନ୍ଦ ବାରିକଙ୍କ ପରଲୋକ

ହାସ୍ୟ ଅଭିନେତା ଗୋବିନ୍ଦ ବାରିକଙ୍କ ପରଲୋକ

ଯାତ୍ରା ଜଗତରେ ହାସ୍ୟ ଅଭିନୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ଗୋବିନ୍ଦ ଚନ୍ଦ୍ର ବାରିକ (ଗୋବିନ୍ଦ ଭାଇ)ଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି।

ଶ୍ରଦ୍ଧା ହତ୍ୟା ମାମଲା: ଦ୍ୱିତୀୟ ଦିନରେ ଅଫତାବର ପଲିଗ୍ରାଫ ଟେଷ୍ଟ

ଶ୍ରଦ୍ଧା ହତ୍ୟା ମାମଲା: ଦ୍ୱିତୀୟ ଦିନରେ ଅଫତାବର ପଲିଗ୍ରାଫ ଟେଷ୍ଟ

ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଦ୍ୱିତୀୟ ଦିନରେ ଆଜି ପୁଣି ମାଷ୍ଟରମାଇଣ୍ଡ ଅଫତାବର ହେବ ପଲିଗ୍ରାଫ ଟେଷ୍ଟ । ଗୁରୁବାର ୮ ଘଣ୍ଟା ଧରି ଦିଲ୍ଲୀର ରୋହିନୀ ଫରେନସିକ୍ ସାଇନ୍ସ ଲାବ୍ରୋଟରୀରେ ଅଫତାବର ପଲିଗ୍ରାଫ୍ ଟେଷ୍ଟ ତଥା ମିଛ ଧରା ପରୀକ୍ଷା କରଯାଇଥିଲା ।

>