Loading...

ନ୍ୟୁଜ୍

ଭିଏଲ୍‌ସି ମିଡିଆ ପ୍ଲେୟାରକୁ କଟକଣାମୁକ୍ତ ଘୋଷଣା କଲେ ସରକାର

ଭିଏଲ୍‌ସି ମିଡିଆ ପ୍ଲେୟାରକୁ କଟକଣାମୁକ୍ତ ଘୋଷଣା କଲେ ସରକାର

ନିରାପତ୍ତା ପ୍ରତି ବିପଦ ଦର୍ଶାଇ ଭିଏଲ୍‌ସି ମିଡିଆ ପ୍ଲେୟାର ୱେବସାଇଟ୍ ଉପରେ ଯେଉଁ କଟକଣା ଲଗାଯାଇଥିଲା ତାହାକୁ ସରକାର ପ୍ରତ୍ୟାହାର କରିଛନ୍ତି। ଭିଡିଓଲାନ୍ ନାମକ ସଂସ୍ଥା ଅଧୀନରେ ଏହି ଭିଏଲ୍‌ସି ଆପ୍ ଓ ୱେବସାଇଟ୍ ପରିଚାଳିତ ହେଉଛି।

ଟ୍ୱିଟର, ଫେସବୁକ୍ ପରେ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଟ୍ୱିଟର, ଫେସବୁକ୍ ପରେ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଫେସବୁକ, ଟ୍ୱିଟର ଓ ସ୍ନାପଚାଟ୍ ଭଳି ବଡ଼ ବଡ଼ କମ୍ପାନୀ ପରେ ଏବେ ଆମାଜନ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତି ନେଇଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, କମ୍ପାନୀ ଚଳିତ ସପ୍ତାହରେ ୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବ ।

କାଲି ପ୍ରଥମାଷ୍ଟମୀ, ଆଜି ନିଆଳି ମାଧବାନନ୍ଦଜିଉ ପୀଠରୁ ଶ୍ରୀକ୍ଷେତ୍ରକୁ ପଠାଯିବ ପଢ଼ୁଆଁ ଭାର

କାଲି ପ୍ରଥମାଷ୍ଟମୀ, ଆଜି ନିଆଳି ମାଧବାନନ୍ଦଜିଉ ପୀଠରୁ ଶ୍ରୀକ୍ଷେତ୍ରକୁ ପଠାଯିବ ପଢ଼ୁଆଁ ଭାର

ଆସନ୍ତାକାଲି ପ୍ରଥମାଷ୍ଟମୀ । ପଢ଼ୁଆଁ ହେବେ ବଡ଼ ଠାକୁର । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ମାମୁଁ ଘର ମାଧବାନନ୍ଦଜିଉ । ଆସନ୍ତାକାଲି ବଡ଼ ଠାକୁର ଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ର, ମା’ ସୁଭଦ୍ରା ପଢ଼ୁଆଁ ହେବେ ।

ଆସନ୍ତାକାଲି ସରୁଛି କଟକ ବାଲିଯାତ୍ରା : ଲୋକଙ୍କ ଆଗ୍ରହକୁ ଦେଖି ଆଉ ୨ଦିନ ବଢାଇବାକୁ ସରକାରଙ୍କୁ ପ୍ରସ୍ତାବ

ଆସନ୍ତାକାଲି ସରୁଛି କଟକ ବାଲିଯାତ୍ରା : ଲୋକଙ୍କ ଆଗ୍ରହକୁ ଦେଖି ଆଉ ୨ଦିନ ବଢାଇବାକୁ ସରକାରଙ୍କୁ ପ୍ରସ୍ତାବ

ଆସନ୍ତାକାଲି ସରୁଛି କଟକ ବାଲିଯାତ୍ରା । ଲୋକଙ୍କ ଆଗ୍ରହକୁ ଦେଖି ଆଉ ଦୁଇ ଦିନ ବଢାଇବାକୁ ରକାରଙ୍କୁ ପ୍ରସ୍ତାବ ଦେଇଛି ସିଏମସି । ଗତକାଲି ବାଲିଯାତ୍ରା ପଡିଆରେ ହୋଇଥିବା ସିଏମସି ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଛି ।

ସବୁଠୁ ଥଣ୍ଡା ସହର ହେଲା କନ୍ଧମାଳ, ପଡିଲାଣି କାକର ବୁନ୍ଦା

ସବୁଠୁ ଥଣ୍ଡା ସହର ହେଲା କନ୍ଧମାଳ, ପଡିଲାଣି କାକର ବୁନ୍ଦା

କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ଶୀତର ଲହରୀ ଦେଖିବାକୁ ମିଳିଛି । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ସକାଳ ଓ ସନ୍ଧ୍ୟାକୁ ବିମୋହିତ କରୁଛି । ଶୀତକୁ ପ୍ରତିହତ କରିବାକୁ ଫୁଲବାଣୀ କରୋନେସନ ପଡ଼ିଆରେ ପ୍ରାତ ଭ୍ରମଣ, ବ୍ୟାୟାମ, ଯୋଗ ଆଦି ଦେଖିବାକୁ ମିଳିଲାଣି ।

ଶସ୍ତା ହେଲା ଡାଇବେଟିସ୍ ଔଷଧ, ଆଣ୍ଟିଭାଇରାଲ୍‌

ଶସ୍ତା ହେଲା ଡାଇବେଟିସ୍ ଔଷଧ, ଆଣ୍ଟିଭାଇରାଲ୍‌

ଡାଇବେଟିସ୍‌ ରୋଗୀମାନେ ବ୍ୟବହାର କରୁଥିବା ଔଷଧ ଶସ୍ତା ହୋଇଥିବା ବେଳେ ଯକ୍ଷ୍ମା, ଏଚ୍‌ଆଇଭି ଓ ହେପାଟାଇଟିସ୍‌ ସି ଭଳି ରୋଗୀଙ୍କ ପାଇଁ ପେଟେଣ୍ଟେଡ୍‌ ଆଣ୍ଟିଭାଇରାଲ୍ ମୂଲ୍ୟ ହ୍ରାସ ପାଇଛି।

ହଜ ଯାତ୍ରୀଙ୍କ ପାଇଁ ବଡ ଆଶ୍ବସ୍ତି: ଶସ୍ତା ହେବ ହଜ୍‌ ଯାତ୍ରା, ଉଠିଲା ବୟସ ସୀମା

ହଜ ଯାତ୍ରୀଙ୍କ ପାଇଁ ବଡ ଆଶ୍ବସ୍ତି: ଶସ୍ତା ହେବ ହଜ୍‌ ଯାତ୍ରା, ଉଠିଲା ବୟସ ସୀମା

ଏବେ ହଜ ଯାତ୍ରା ପୂର୍ବାପେକ୍ଷା ପ୍ରାୟ ଏକ ଲକ୍ଷ ଟଙ୍କା ଶସ୍ତା ହେବାକୁ ଯାଉଛି (Haj yatra to get cheaper by Rs 1 lakh)। କେବଳ ଏତିକି ନୁହେଁ ବରଂ ଯାତ୍ରା ପାଇଁ ପୂର୍ବରୁ ଥିବା ବୟସ ସୀମା ମଧ୍ୟ ସରକାର ଉଠାଇନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ଫାଟ

ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ଫାଟ

ଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ଫାଟ ସୃଷ୍ଟି ହୋଇଥିବାର ଖବର ମିଳିଛି।  ଭିତର ପାର୍ଶ୍ଵରେ ବି ଅନେକ ଫାଟ ଦେଖିବାକୁ ମିଳୁଛି। ଏହାର ମରାମତି ଲାଗି ଏଏସଆଇ ପକ୍ଷରୁ ସିଂହଦ୍ୱାରରେ କାମ ଆରମ୍ଭ ହୋଇଛି।

>