Loading...

ନ୍ୟୁଜ୍

OTTରେ ରିଲିଜ୍‌ ହେବ ‘କାନ୍ତାରା’

OTTରେ ରିଲିଜ୍‌ ହେବ ‘କାନ୍ତାରା’

ବର୍ତ୍ତମାନ ବଲିଉଡ୍‌ ବକ୍ସ ଅଫିସ୍‌ରେ ସାଉଥ୍‌ ଫିଲ୍ମ ଧମାଲ୍‌ କରୁଛି। ଏହିପରି ଗୋଟିଏ ଚଳଚ୍ଚିତ୍ର ହେଉଛି ‘କାନ୍ତାରା’। ଯାହାର ଆଲୋଚନା ସବୁଆଡେ ଚାଲିଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିବା ସହ ​​ OTT ରେ ମୁକ୍ତିଲାଭ କରିଥିଲା।

ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ

ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ

ଲଗାତାର ଭାବେ ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(RBI) ଚଳିତ ବର୍ଷ ରେପୋ ରେଟ୍‌ ବୃଦ୍ଧି କରିଛି। ରେପୋ ରେଟ୍ ୦.୩୫% ବୃଦ୍ଧି ହୋଇଛି। ଫଳରେ ରେପୋ ରେଟ୍‌  ୫.୯୦% ରୁ ୬.୨୫%କୁ ବୃଦ୍ଧି ପାଇଛି।

ପିଟିଆଇ ପଦରୁ ହଟିବେ ଇମ୍ରାନ

ପିଟିଆଇ ପଦରୁ ହଟିବେ ଇମ୍ରାନ

ପ୍ରଧାନମନ୍ତ୍ରୀ ଥିବା ସମୟରେ ଇମ୍ରାନ ବିଦେଶରୁ ପାଇଥିବା ଦାମୀ ଉପହାରକୁ ହଡପ କରିବା ଅଭିଯୋଗରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଅଯୋଗ୍ୟ ଘୋଷିତ ହେବା ପରେ ତାଙ୍କ ସାଂସଦ ପଦ ରଦ୍ଦ କରାଯାଇଛି।

ଏମସିଡି ନିର୍ବାଚନରେ ମ୍ୟାଜିକ ନମ୍ବରରୁ ବହୁ ଆଗରେ ଆପ୍

ଏମସିଡି ନିର୍ବାଚନରେ ମ୍ୟାଜିକ ନମ୍ବରରୁ ବହୁ ଆଗରେ ଆପ୍

ଚାଲିଛି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଭୋଟ ଗଣତି । ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଆସିବ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେପିକୁ ପଛରେ ପକାଇଦେଇଛି ଆପ୍ ।

ଆଜିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ

ଆଜିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ

ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ। ତାପୂର୍ବରୁ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସବୁ ଦଳର ନେତାଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ।

ଇଡି ରିମାଣ୍ଡରେ ଅର୍ଚ୍ଚନା ଏପଟେ ଆଜି କୋର୍ଟରେ ହାଜର ହେବ ଜଗବନ୍ଧୁ ଚାନ୍ଦ

ଇଡି ରିମାଣ୍ଡରେ ଅର୍ଚ୍ଚନା ଏପଟେ ଆଜି କୋର୍ଟରେ ହାଜର ହେବ ଜଗବନ୍ଧୁ ଚାନ୍ଦ

ଖୋଲିବ ନାଗ ଚାନ୍ଦ ଗୁମର । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଭେଦୁଛି ଇଡି । ଅର୍ଚ୍ଚନା ରିମାଣ୍ଡରେ ଥିବା ବେଳେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣିବ ଇଡି । ତାଙ୍କୁ ୧୫ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ।

ଅଭିଯୋଗକାରୀଙ୍କୁ ଥାନାରେ କଲମ, କାଗଜ ସହିତ ବସିବା ପାଇଁ ଚଉକିଦେବେ ପୁଲିସ ବାବୁ

ଅଭିଯୋଗକାରୀଙ୍କୁ ଥାନାରେ କଲମ, କାଗଜ ସହିତ ବସିବା ପାଇଁ ଚଉକିଦେବେ ପୁଲିସ ବାବୁ

ପୁଲିସ ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରାଯିବା ସହିତ ଆବଶ୍ୟକ ସହଯୋଗ ପ୍ରଦାନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

>