Loading...

ନ୍ୟୁଜ୍

ୟୁପିଆଇ ପେମେଣ୍ଟ ନେଣଦେଣ ଉପରେ ରହିବ ଶୁକ୍ଳ

ୟୁପିଆଇ ପେମେଣ୍ଟ ନେଣଦେଣ ଉପରେ ରହିବ ଶୁକ୍ଳ

ୟୁପିଆଇ ମାଧ୍ୟମରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ନେଣଦେଣ ପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏନେଇ ସୂଚନାଦେଇଛି ଏନପିସିଆଇ।

ଜୁନ ୩୦ ଯାଏଁ ବଢିଲା ଆଧାର- ପାନ୍ ଲିଙ୍କ ସଂଯୋଗ

ଜୁନ ୩୦ ଯାଏଁ ବଢିଲା ଆଧାର- ପାନ୍ ଲିଙ୍କ ସଂଯୋଗ

ବଢିଲା ଆଧାର- ପାନ୍ ଲିଙ୍କ ସଂଯୋଗ । ଆଧାରକୁ ପାନ୍ କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିଖ ୩୧ ମାର୍ଚ୍ଚରୁ ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଚଳିତ ବର୍ଷ ରଥଯାତ୍ରା ପାଇଁ ସରିଲା ପ୍ରଥମ ପ୍ରସ୍ତୁତି ବୈଠକ

ଚଳିତ ବର୍ଷ ରଥଯାତ୍ରା ପାଇଁ ସରିଲା ପ୍ରଥମ ପ୍ରସ୍ତୁତି ବୈଠକ

ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଜୁନ ୨୦ରେ ହେବାକୁ ଯାଉଛି। ଦାରୁବ୍ରହ୍ମଙ୍କ ଘୋଷଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ପାଇଁ ଅନୁଷ୍ଠିତ ହୋଇଯାଇଛି ପ୍ରାଥମିକ ପ୍ରସ୍ତୁତି ବୈଠକ ।

ବଢ଼େଇ ବାଙ୍କ ଛକରେ ଅଟକିଛି ରୁକୁଣା ରଥ, ଆଜି ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହେବ ରଥ ଟଣା

ବଢ଼େଇ ବାଙ୍କ ଛକରେ ଅଟକିଛି ରୁକୁଣା ରଥ, ଆଜି ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହେବ ରଥ ଟଣା

ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆଜି ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହେବ ରଥ ଟଣା।

ଏକ ଲିଟର ଦୁଗ୍ଧରେ ୪ ଟଙ୍କା ବୃଦ୍ଧି କଲା ଓମଫେଡ୍

ଏକ ଲିଟର ଦୁଗ୍ଧରେ ୪ ଟଙ୍କା ବୃଦ୍ଧି କଲା ଓମଫେଡ୍

ବଢ଼ିଲା ଓମଫେଡ୍ କ୍ଷୀର ଦର ାକୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୋଖାଦ୍ୟ ଓ ଗୋଚାରାର ମୂଲ୍ୟ, ଔଷଧ, ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁ କମ୍ପାନୀ ଏହାର ତରଳ ଦୁଗ୍‌ଧ (୫୦୦ ମିଲି) ମୂଲ୍ୟରେ ୨ ଟଙ୍କା ବୃଦ୍ଧି କରିଛି କମ୍ପାନୀ।

ଆଜି ପବିତ୍ର ଶ୍ରୀରାମ ନବମୀ,ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଥିବା ପର୍ବ ଆଜି ଗଣପର୍ବ

ଆଜି ପବିତ୍ର ଶ୍ରୀରାମ ନବମୀ,ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଥିବା ପର୍ବ ଆଜି ଗଣପର୍ବ

ଆଜି ପବିତ୍ର ଶ୍ରୀରାମ ନବମୀ । ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

ଆଜି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋୱାର୍ନିଙ୍ଗ

ଆଜି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋୱାର୍ନିଙ୍ଗ

ରାଜ୍ୟରେ ପଶ୍ଚିମା ଝଡ଼଼ ପ୍ରଭାବରେ କାଳବୈଶାଖୀ ବର୍ଷା ଲାଗି ରହିଛି । ସପ୍ତାହେରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ଲାଗି ରହିଛି।ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବ।

>