Loading...

ନ୍ୟୁଜ୍

ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଚାଞ୍ଚଲ୍ୟକର ବୟାନ: ବାତ୍ୟା ସମ୍ଭାବନା ଏଡ଼ାଯାଇ ନ ପାରେ

ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଚାଞ୍ଚଲ୍ୟକର ବୟାନ: ବାତ୍ୟା ସମ୍ଭାବନା ଏଡ଼ାଯାଇ ନ ପାରେ

ସମ୍ଭାବ୍ୟ ବାତ୍ୟାକୁ ନେଇ କଳ୍ପନାଜଳ୍ପନା ଓ ଦ୍ବନ୍ଦ୍ବ ଏବେ ବି ଜାରି ରହିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବ‌ାରୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇପାରେ।

ନିର୍ବାଚନ ପ୍ରଚାର ସମୟରେ ଶାଢ଼ି, ସାର୍ଟ ବାଣ୍ଟିବାକୁ ରାଜନୈତିକ ଦଳଗୁଡ଼ିକୁ ତାଗିତ କଲେ ଇସି

ନିର୍ବାଚନ ପ୍ରଚାର ସମୟରେ ଶାଢ଼ି, ସାର୍ଟ ବାଣ୍ଟିବାକୁ ରାଜନୈତିକ ଦଳଗୁଡ଼ିକୁ ତାଗିତ କଲେ ଇସି

ପ୍ରଚାର ସମୟରେ କୌଣସି ଦଳ ଦ୍ବାରା ମିଳିଥିବା ଟୋପି, ଫେସ୍‌ମାସ୍କ ପିନ୍ଧିବାର ଅନୁମତି ରହିଛି। ‌ମାତ୍ର କୌଣସି ରାଜନୈତିକ ଦଳ ଶାଢ଼ି ଓ ‌ସାର୍ଟ ଦେଇପାରିବେ ନାହିଁ।

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ରକୁଲ ପ୍ରୀତ-ଜ୍ୟାକି ଭଗନାନୀ

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ରକୁଲ ପ୍ରୀତ-ଜ୍ୟାକି ଭଗନାନୀ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଓ ଅଭିନେତା ଜ୍ୟାକି ଭଗନାନୀ। କୁହାଯାଉଛି ଯେ ଉଭୟ ୨୦୨୩ରେ ବିବାହ କରିପାରନ୍ତି। ଏନେଇ ଅଭିନେତ୍ରୀଙ୍କ ଭାଇ ସୂଚନା ଦେଇଛନ୍ତି। ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭଗନାନୀଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ।

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ

ଫେରିଯିବ ମୌସୁମୀ। ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଅବସ୍ଥିତ ରହିଛି ଏବଂ ସମୁଦ୍ର ପତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଅନ୍ୟପକ୍ଷରେ ଦେଶରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଉପରେ ସକ୍ରିୟ ରହିଛି।

ଉଚ୍ଛେଦ ହେବ ତ୍ରାହି ଅଚ୍ୟୁତ ନଗରରେ ନିର୍ମାଣ ହୋଇଥିବା ବେଆଇନ କୋଠା

ଉଚ୍ଛେଦ ହେବ ତ୍ରାହି ଅଚ୍ୟୁତ ନଗରରେ ନିର୍ମାଣ ହୋଇଥିବା ବେଆଇନ କୋଠା

ଆଜି ବିଡିଏ ପକ୍ଷରୁ ହେବ ବଡ଼ ଧରଣର ଉଛେଦ କାର୍ଯ୍ୟ ହେବ। ବାଲିପାଟଣା ଥାନା ଝିଣ୍ଟି ଶାସନ ଅନ୍ତର୍ଗତ ତ୍ରାହି ଅଚ୍ୟୁତ ନଗରରେ ହେବ ଉଚ୍ଛେଦ କାର୍ଯ୍ଯ ।

ବାଲିଯାତ୍ରାରେ ଜରି ଓ ବୋତଲ ଫେରାଇଲେ ମିଳିବ ଟଙ୍କା

ବାଲିଯାତ୍ରାରେ ଜରି ଓ ବୋତଲ ଫେରାଇଲେ ମିଳିବ ଟଙ୍କା

ଏଥର ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟାଗ୍ ଜରି କି ବୋତଲ ଫେରାଇଲେ ଆପଣ ଟଙ୍କା ପାଇବେ । ଏଥି ପାଇଁ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କିଓସ୍କ ହେବ ଓ ବିଭିନ୍ନ ଷ୍ଟଲ୍ ରେ କ୍ୟୁଆର୍ ସ୍କାନ୍ କୋ ରହିବ ।

>