Loading...

ନ୍ୟୁଜ୍

ଆଜିଠୁ ଆଚାର୍ଯ୍ୟ ହରିହର କର୍କଟ ମେଡିକାଲରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା

ଆଜିଠୁ ଆଚାର୍ଯ୍ୟ ହରିହର କର୍କଟ ମେଡିକାଲରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା

ଓଡ଼ିଶାରେ କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ । ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀ କରିବେ ପେଟ୍ ସିଟିକ୍ସାନ, ଏମଆରଆଇ ସିଟି ସ୍କାନ ।

୩ ଦଳର ପ୍ରାର୍ଥୀ ଘୋଷଣା କରିବାପରେ ଆଜିଠୁ ପ୍ରଚାର

୩ ଦଳର ପ୍ରାର୍ଥୀ ଘୋଷଣା କରିବାପରେ ଆଜିଠୁ ପ୍ରଚାର

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ୩ ପ୍ରମୁଖ ଦଳ । ଏବେ ସରଗରମ ହେବ ପ୍ରଚାର ମଇଦାନ । ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସର ହରେକୃଷ୍ଣ ସେଠି, ବିଜେଡିର ଅବନ୍ତୀ ଦାସ ମଧ୍ୟରେ ନିର୍ବାଚନୀ ମୁକାବିଲା ହେବ ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଏଫ୍‌ଏସ୍ ଓ ଆଇଏମ୍‌ଡି ଆକଳନରେ ରହୁନି ତାଳମେଳ, ଆଶା ଓ ଆଶଙ୍କାରେ ଓଡିଶାବାସୀ

ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଏଫ୍‌ଏସ୍ ଓ ଆଇଏମ୍‌ଡି ଆକଳନରେ ରହୁନି ତାଳମେଳ, ଆଶା ଓ ଆଶଙ୍କାରେ ଓଡିଶାବାସୀ

ଗତ ଦିନମାନଙ୍କରେ ଅନେକ ବାତ୍ୟା ସଂପର୍କରେ ଢେର୍ ଦିନ ଆଗରୁ ପୂର୍ବାନୁମାନ ହୋଇଛି ଓ ବିଳମ୍ବରେ ଆଇଏମଡି କର୍ତ୍ତୃପକ୍ଷ ଏ ସଂପର୍କରେ ସୂଚନା ଦେଇଛନ୍ତି। ଏଣୁ ଏଥର ସେମିତି ହେବନାହିଁ ତ?

ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ଦେଖିଲା ରାଜଧାନୀ

ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ଦେଖିଲା ରାଜଧାନୀ

ରାଜ୍ୟରେ ଏବେ ଶୀତୁଆ ଅନୁଭବ ହେବା ସହ କୁହୁଡ଼ି ମଧ୍ୟ ପଡ଼ିଲାଣି। ଆଜି ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ପଡ଼ିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ସକାଳୁ ରାଜ୍ୟରେ ଘନକୁହୁଡ଼ି ପଡ଼ିଥିଲା।

ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେବ ବିଜେଡ଼ି

ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେବ ବିଜେଡ଼ି

ବଡ଼ ବ୍ୟବଧାନରେ ବିଜୟ ପାଇଁ ବ୍ଲୁ ପ୍ରିଣ୍ଟ କରିଛି ଶାସକ ଦଳ  । ବିଜେଡି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ଜନକଲ୍ୟାଣ ଯୋଜନା ପାଖରେ ପହଞ୍ଚାଉଛି ।

ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ

ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ

ସେ ଚିର ସବୁଜ । ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି  । କୋଟିକୋଟି ଓଡ଼ିଆଙ୍କ ମଉଡମଣି ଅକ୍ଷୟ ମହାନ୍ତି । ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ  ।

‘ମେଟା’କୁ ଆତଙ୍କବାଦୀ ସଙ୍ଘଠନ ଘୋଷଣା କଲା ଋଷ

‘ମେଟା’କୁ ଆତଙ୍କବାଦୀ ସଙ୍ଘଠନ ଘୋଷଣା କଲା ଋଷ

ମାର୍କ ଜୁକରବର୍ଗଙ୍କ ସୋସିଆଲ ମିଡିଆ ସଂସ୍ଥା ‘ମେଟା’କୁ ଋଷ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି । ଗତ ମାସରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟଗ୍ରାମ ଏବଂ ଟୁଇଟରକୁ ଋଷ ନିଷିଦ୍ଧ କରିବା ସହ ଏଗୁଡିକ ଚରମପନ୍ଥୀ କାର୍ଯ୍ୟକଳାପରେ ସମ୍ପୃକ୍ତ ନେଇ ଅଭିଯୋଗ ଆଣିଥିଲା ।

ଓଡ଼ିଶା ଦେଖିବ ଆଉ ଏକ ମହାବାତ୍ୟା

ଓଡ଼ିଶା ଦେଖିବ ଆଉ ଏକ ମହାବାତ୍ୟା

ଓଡ଼ିଶା ଦେଖିବ ଆଉ ଏକ ମହାବାତ୍ୟା । ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରେ ସୁପର ସାଇକ୍ଲୋନ ସୃଷ୍ଟି ହେବା ନେଇ ଆମେରିକାର ପାଣିପାଗ ପୂର୍ବାନୁମାନ ସଂସ୍ଥଶ ଗ୍ଲୋବାଲ ଫରକାଷ୍ଟ ସିଷ୍ଟମ ତଥା ଜିଏଫଏସର ପୂର୍ବାନୁମାନ କରିଛି ।

>