Loading...

ନ୍ୟୁଜ୍

ଅକ୍ଟୋବର ୨୧/୨୨ରେ ଓଡିଶାରେ ବାତ୍ୟା ସମ୍ଭାବନା

ଅକ୍ଟୋବର ୨୧/୨୨ରେ ଓଡିଶାରେ ବାତ୍ୟା ସମ୍ଭାବନା

ଅକ୍ଟୋବର ତୃତୀୟ ସପ୍ତାହବେଳକୁ ବାତ୍ୟା ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି । ଅତି ଭୀଷଣ ରୂପ ନେବ । ୨୧ ରୁ ୨୨ ତାରିଖ ମଧ୍ୟରେ ପାରାଦୀପରୁ ବାଲେଶ୍ୱର ଭିତରେ ମାଡ଼ ହେଇପାରେ। ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଟ୍ରପିକାଲ୍‌ ଟିଡ୍‌ବିଟ୍ସର ପୂର୍ବାନୁମାନ ଚିତ୍ରରେ ଏଭଳି ଆକଳନ କରାଯାଉଛି ।

୧୯୯୯ ମସିହା ବାତ୍ୟା ପରେ ଓଡିଶା ପୁଣି ଦେଖିବକି ଆଉ ଏକ ଦୈବ ଦୁର୍ବିପାକ

୧୯୯୯ ମସିହା ବାତ୍ୟା ପରେ ଓଡିଶା ପୁଣି ଦେଖିବକି ଆଉ ଏକ ଦୈବ ଦୁର୍ବିପାକ

ଅକ୍ଟୋବର ୨୫ ତାରିଖ ମଙ୍ଗଳବାର କାର୍ତ୍ତିକ ଅମାବାସ୍ୟା ଦିନ ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ହେବ। ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ କହିଲେ ପରାଗ ଥାଇ ସୂର୍ଯ୍ୟ ଅସ୍ତ ହୋଇଯିବ। ତାହା ପରଦିନ ଅର୍ଥାତ୍‌ ୨୬ ତାରିଖ ବୁଧବାର ସୂ​​ର୍ଯ୍ୟୋଦୟ ପରେ ମୋକ୍ଷ ପ୍ରାପ୍ତି, ଦେବନୀତି ଓ ପାକ ଆରମ୍ଭ ହେବ।

୧ ନମ୍ବର ହାଟରେ କୁଢ କୁଢ ଅଳିଆ: ଆକ୍ସନ ମୋଡରେ ବିଏମ୍ସି କମିଶନର

୧ ନମ୍ବର ହାଟରେ କୁଢ କୁଢ ଅଳିଆ: ଆକ୍ସନ ମୋଡରେ ବିଏମ୍ସି କମିଶନର

ଭୁବନେଶ୍ୱର ୧ ନମ୍ବର ହାଟରେ କୁଢ କୁଢ ଅଳିଆ, ଆକ୍ସନ ମୋଡରେ ବିଏମ୍ସି କମିଶନର । ଡଷ୍ଟବିନ ବ୍ୟବହାର କରୁନଥିବାରୁ ଉଠୁନି ଅଳିଆ, ବିଏମ୍ସିର ନିର୍ଦ୍ଦେଶକୁ ମାନୁନାହାଁନ୍ତି ବ୍ୟବସାୟୀ ।

ଦିଲ୍ଲୀରେ ଏବେ ୨୪X ୭ ଖୋଲା ରହିବ ହୋଟେଲ୍ସ , ଅନ୍‌ଲାଇନ ଡେଲିଭରି ସହ ଦୋକାନ

ଦିଲ୍ଲୀରେ ଏବେ ୨୪X ୭ ଖୋଲା ରହିବ ହୋଟେଲ୍ସ , ଅନ୍‌ଲାଇନ ଡେଲିଭରି ସହ ଦୋକାନ

ଆପଣ ହଠାତ୍‌ ରାତି ଅଧରେ କୌଣସି ସହରରେ ପହଞ୍ଚିଲେ ଦୋକାନ ବଜାର ସହ ହୋଟେଲ ମଧ୍ୟ ବନ୍ଦ ଦେଖିବାକୁ ପାଇବେ । ଫଳରେ ଆପଣଙ୍କୁ କେଉଁ ରେଲେଓ୍ଵ ଷ୍ଟେସନ କିମ୍ବା ବସ ଷ୍ଟପ୍‌ରେ ରାତି କଟାଇବାକୁ ପଡିବ । କାରଣ ସକାଳ ହେଲେ ହିଁ ଆପଣଙ୍କୁ ହୋଟେଲ ଓ ଦୋକାନ ବଜାର ଖୋଲା ମିଳିବ ।

ପରଲୋକରେ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ

ପରଲୋକରେ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ

ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ୟୁରିନ ସଂକ୍ରମଣ, ରକ୍ତଚାପ ସମସ୍ୟା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେତୁ ମୁଲାୟମ ସିଂ ଯାଦବଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା ।

ଆଜି ରାଜ୍ୟରେ କାଁଭାଁ ବର୍ଷା, ମଙ୍ଗଳବାରଠୁ ତିନି ଦିନ ଯାଏଁ ଶୁଖିଲା ରହିବ ପାଗ

ଆଜି ରାଜ୍ୟରେ କାଁଭାଁ ବର୍ଷା, ମଙ୍ଗଳବାରଠୁ ତିନି ଦିନ ଯାଏଁ ଶୁଖିଲା ରହିବ ପାଗ

ରାଜ୍ୟରେ ମଙ୍ଗଳବାରଠାରୁ ପାଗ ଶୁଖିଲା ରହିବ । ୧୧ରୁ ୧୩ ତିନି ଦିନ ବିଶେଷ ବର୍ଷା ହେବନି । କାଁ ଭାଁ କେଉଁଠି ଛିଞ୍ଚିପାରେ । ହେଲେ ବିସ୍ତୃତ ବର୍ଷା ନାହିଁ ।

ଓଡ଼ିଆରେ OAS ପରୀକ୍ଷା ନିଷ୍ପତି ପରେ ଷ୍ଟଡି ମାଟେରିଆଲ୍‌କୁ ନେଇ ଆଶଙ୍କାରେ ପରୀକ୍ଷାର୍ଥୀ

ଓଡ଼ିଆରେ OAS ପରୀକ୍ଷା ନିଷ୍ପତି ପରେ ଷ୍ଟଡି ମାଟେରିଆଲ୍‌କୁ ନେଇ ଆଶଙ୍କାରେ ପରୀକ୍ଷାର୍ଥୀ

ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା ପ୍ରିଲିମ୍, ମେନ୍ ଓ ଇଣ୍ଟଭର୍ୟୁ । ସବୁ କିଛି ଏବେ ଓଡ଼ିଆରେ ହେବ । ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍‌ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ତ ଅଛନ୍ତି, ହେଲେ ଦ୍ୱନ୍ଦ୍ୱ ବି କମ୍ ନାହିଁ ।

>