Loading...

ନ୍ୟୁଜ୍

ଓଡ଼ିଶାରୁ ୭ଜଣଙ୍କୁ ମିଳବ ସମ୍ମାନଜନକ ପଦ୍ମ ପୁରସ୍କାର

ଓଡ଼ିଶାରୁ ୭ଜଣଙ୍କୁ ମିଳବ ସମ୍ମାନଜନକ ପଦ୍ମ ପୁରସ୍କାର

ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ୭ଜଣ ଓଡ଼ିଆଙ୍କୁ ମିଳିବ ପଦ୍ମ ପୁରସ୍କାର । ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ ।

ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ ଜାରି କଲେ SRC

ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ ଜାରି କଲେ SRC

ଆସନ୍ତାକାଲି ସାରା ଦେଶ ପାଳିବ ୭୩ ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ମଧ୍ୟରେ ଗଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ପ୍ରାର୍ଥିପତ୍ର ଦାଖଲ ପାଇଁ ଦ୍ୱିତୀୟ ସୁଯୋଗ ଦେଲା ରାଜ୍ୟ ନିର୍ବାଚନ କମିଶନ

ପ୍ରାର୍ଥିପତ୍ର ଦାଖଲ ପାଇଁ ଦ୍ୱିତୀୟ ସୁଯୋଗ ଦେଲା ରାଜ୍ୟ ନିର୍ବାଚନ କମିଶନ

ପଞ୍ଚାୟତ ନିର୍ବାଚନ ଲାଗି ଯେଉଁଠି ପ୍ରାର୍ଥିପତ୍ର କେହି ଦାଖଲ କରି ନାହାନ୍ତି କିମ୍ବା ଯେଉଁ ସ୍ଥାନରେ ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଛି, ସେହି ସ୍ଥାନରେ ଆଉଥରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅମିତ ଶାହାଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ

ଅମିତ ଶାହାଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ

ଅମିତ ଶାହାଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ । ମହାରାଷ୍ଟ୍ରର ସରକାରୀ ଚିନି ମିଲିକୁ କମ୍ ଦାମରେ ବିକ୍ରି କରାଯାଇଥିବା ଅଭିଯୋଗ ଆଣି ଅନ୍ନା ହଜାରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ପ୍ରଥମଥର ପାଇଁ ଭାଗ ନେବ ବିଏସ୍‌ଏଫ୍

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ପ୍ରଥମଥର ପାଇଁ ଭାଗ ନେବ ବିଏସ୍‌ଏଫ୍

କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ସୋମବାର ଦିନ ଚୂଡ଼ାନ୍ତ ଅଭ୍ୟାସ ପରେଡ୍ ଶେଷ ହୋଇଛି।

ସ୍ମୃତି ମନ୍ଧାନାଙ୍କୁ ମହିଳା କ୍ରିକେଟର ଅଫ୍ ଦ ଇୟର ଭାବେ ଘୋଷଣା କଲା ICC

ସ୍ମୃତି ମନ୍ଧାନାଙ୍କୁ ମହିଳା କ୍ରିକେଟର ଅଫ୍ ଦ ଇୟର ଭାବେ ଘୋଷଣା କଲା ICC

ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କୁ ଆଇସିସି ପକ୍ଷରୁ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି ।

>