Loading...

ନ୍ୟୁଜ୍

ଆଇପିଏଲ ୨୦୨୨: ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ନାଁରେ ପଡିଆକୁ ଓଲ୍ହାଇବ ଲକ୍ଷ୍ନୌ ଟିମ

ଆଇପିଏଲ ୨୦୨୨: ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ନାଁରେ ପଡିଆକୁ ଓଲ୍ହାଇବ ଲକ୍ଷ୍ନୌ ଟିମ

ଲକ୍ଷ୍ନୌ ଟିମର ମାଲିକ ସଂଜୀବ ଗୋଏଙ୍କା ଟିମର ନାଁ ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ରଖାଯାଇଥିବା ନେଇ ଘୋଷଣା କରିଛନ୍ତି। ଆଜି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ନାଁର ଘୋଷଣା କରିଛି ଦଳ ।

ଫେବ୍ରୁଆରି ପହିଲାରୁ ଖୋଲିପାରେ ଶ୍ରୀମନ୍ଦିର

ଫେବ୍ରୁଆରି ପହିଲାରୁ ଖୋଲିପାରେ ଶ୍ରୀମନ୍ଦିର

ଫେବ୍ରୁଆରିରୁ ଖୋଲିପାରେ ଶ୍ରୀମନ୍ଦିର। ଶ୍ରୀକ୍ଷେତ୍ର ସହ ପୁରୀ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା କମିବା ପରେ ଏଭଳି ଆଶାପୋଷଣ କରିଛନ୍ତି ଶ୍ରୀମନ୍ଦିର ସେବାୟତ।

>