Loading...

ନ୍ୟୁଜ୍

ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ପାଳନ ହେବ ମାଣ୍ଡିଆ ଦିବସ

ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ପାଳନ ହେବ ମାଣ୍ଡିଆ ଦିବସ

ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ। ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ମାଣ୍ଡିଆ ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା

କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା

କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଛି ।

ଦୀପାବଳି ପୂର୍ବରୁ ଫେରିବନି ମୌସୁମୀ

ଦୀପାବଳି ପୂର୍ବରୁ ଫେରିବନି ମୌସୁମୀ

ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ଚଳିତବର୍ଷ ମୌସୁମୀ ବିଳମ୍ବରେ ଫେରିବ। ଅକ୍ଟୋବର ତୃତୀୟ ସପ୍ତାହ, ଏପରିକି ଦୀପାବଳି ସୁଦ୍ଧା ରାଜ୍ୟରୁ ମୌସୁମୀ ଫେରିବାର ନାହିଁ। ଅନ୍ୟପଟେ ଏବେ ରାଜ୍ୟକୁ ଉତ୍ତରା ପବନ ପ୍ରବାହିତ ହେବାର ସମ୍ଭାବନା କ୍ଷୀଣ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟର ତାପମାତ୍ରା ମଧ୍ୟ ତଳକୁ ଖସିବ ନାହିଁ ଓ ଶୀତ ବିଳମ୍ବରେ ଆସିବ।

ଛାଡପତ୍ର ପରେ ସ୍ତ୍ରୀ-ପିଲାଙ୍କ ଭରଣପୋଷଣ ପାଇଁ ବାଧ୍ୟ ସ୍ବାମୀ

ଛାଡପତ୍ର ପରେ ସ୍ତ୍ରୀ-ପିଲାଙ୍କ ଭରଣପୋଷଣ ପାଇଁ ବାଧ୍ୟ ସ୍ବାମୀ

CrPC ର ଧାରା ୧୨୫ ଅନୁଯାୟୀ ରକ୍ଷଣାବେକ୍ଷଣ ବ୍ୟବସ୍ଥା ହେଉଛି ସାମାଜିକ ନ୍ୟାୟର ଏକ ମାପ ଯାହା ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା । ତେଣୁ ମୋର ବ୍ୟବସାୟ ବନ୍ଦ ହୋଇଯାଇ ଥିବାରୁ ଏବେ କୌଣସି ଆୟପନ୍ଥା ନାହିଁ, ତେଣୁ ସ୍ତ୍ରୀ-ପିଲାଙ୍କୁ ଭରଣପୋଷଣ ଦେଇପାରିବି ନାହିଁ ବୋଲି କହୁଥିବା ସ୍ବାମୀଙ୍କ ଯୁକ୍ତିକୁ କୋର୍ଟ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟରେ କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

ସୁପ୍ରିମକୋର୍ଟରେ କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

ସୁପ୍ରିମକୋର୍ଟରେ କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ସେନେଇ ଉତ୍ତରାଧିକାରୀ ଚୟନ କରିବାକୁ ବର୍ତ୍ତମାନ ଥିବା ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଜଣାଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଜଷ୍ଟିସ ୟୁୟୁ ଲଳିତ୍‌ ନଭେମ୍ବର ୮ରେ ଅବସର ନେବେ। ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ।

ଏଣିକି ରାଜନୈତିକ ଦଳର ମିଛ ପ୍ରତିଶୃତିରେ ଲାଗିବ ଅଙ୍କୁଶ

ଏଣିକି ରାଜନୈତିକ ଦଳର ମିଛ ପ୍ରତିଶୃତିରେ ଲାଗିବ ଅଙ୍କୁଶ

ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ପକ୍ଷରୁ ଘୋଷଣା କରାଯାଉଥିବା ବିଭିନ୍ନ ମାଗଣା ଯୋଜନାକୁ ନେଇ ବିତର୍କ ଲାଗି ରହିଥିବାବେଳେ ନିର୍ବାଚନ ଆୟୋଗ (ଇସି) ଏହା ଉପରେ ହସ୍ତକ୍ଷେପ କରିବାକୁ ଯାଉଛନ୍ତି। ରାଜନୈତିକ ଦଳଗୁଡିକୁ ମାଗଣା ଯୋଜନା ଘୋଷଣାରୁ ଦୂରେଇ ରଖିବା ଲାଗି ନିର୍ବାଚନ ଆୟୋଗ ଆଗାମୀ ଦିନରେ ନିର୍ବାଚନ ଆଚରଣ ବିଧିରେ ସଂଶୋଧନ ଆଣିବାକୁ ଯୋଜନା କରିଛନ୍ତି।

ୟୁଜର୍ସଙ୍କ ପାଇଁ ଅସୁରକ୍ଷିତ ହ୍ୱାଟ୍ସଆପ: ଟେଲିଗ୍ରାମ ପ୍ରତିଷ୍ଠାତା ପାଭେଲ ଦୁରୋଭ

ୟୁଜର୍ସଙ୍କ ପାଇଁ ଅସୁରକ୍ଷିତ ହ୍ୱାଟ୍ସଆପ: ଟେଲିଗ୍ରାମ ପ୍ରତିଷ୍ଠାତା ପାଭେଲ ଦୁରୋଭ

ମେସେଜିଙ୍ଗ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ପାଭେଲ ଦୁରୋଭ ହ୍ୱାଟ୍ସଆପକୁ ନେଇ ଏକ ବଡ଼ ଟିପ୍ପଣୀ କରିଛନ୍ତି । ହ୍ୱାଟ୍ସଆପ ସୁରକ୍ଷିତ ନଥିବା କହିବା ସହ ଏହାକୁ ନଜର ରଖିବା ପାଇଁ ବ୍ୟବହାର କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି ।

ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ସୋନିଆଙ୍କପରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀ

ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ସୋନିଆଙ୍କପରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀ

ମିଶନ ୨୦୨୪ ପାଇଁ କଂଗ୍ରେସ ଚଳାଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଉ ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମାଣ୍ଡ୍ୟାରେ ପଦଯାତ୍ରା କରିଛନ୍ତି ।

>