Loading...

ନ୍ୟୁଜ୍

ଆଜି ପୁରୀରେ ବସିବ ଦେବସଭା, ବିଳମ୍ବିତ ରାତିରେ ସିଂହଦ୍ୱାର ଆଗରେ ଗୋଷାଣୀଙ୍କ ମେଳଣ ପର୍ବ

ଆଜି ପୁରୀରେ ବସିବ ଦେବସଭା, ବିଳମ୍ବିତ ରାତିରେ ସିଂହଦ୍ୱାର ଆଗରେ ଗୋଷାଣୀଙ୍କ ମେଳଣ ପର୍ବ

ଆଜି ପୁରୀରେ ବସିବ ଦେବସଭା । ବିଳମ୍ବିତ ରାତିରେ ହେବେ ଗୋଷାଣୀଙ୍କ ମିଳନ ପର୍ବ । ପ୍ରତିକୂଳ ପାଗ ପାଇଁ ଗତକାଲି ମେଳଣକୁ ସ୍ଥଗିତ ରଖିଥିଲା ପ୍ରଶାସନ ।

ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ

ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ

ମନୋରଂଜନ ଦୁନିଆଁରୁ ଆଉ ଏକ ଦୁଃଖଦ ଖବର । ବଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ ହୋଇଯାଇଛି । ଅନେକ ସିରିଏଲ ସହ ଫିଲ୍ମରେ କାମ କରି ନିଜର ଭିନ୍ନ ଭିନ୍ନ ଅଭିନୟର ଛାପ ଛାଡିଥିବା ଅରୁଣ ବାଲିଙ୍କର ୭୯ ବର୍ଷରେ ପରଲୋକ ହୋଇଛି ।

ଧାମନଗର ଉପନିର୍ବାଚନ ପାଇଁ  ଆଜି ପ୍ରକାଶ ପାଇବ ବିଦ୍ଧିବଦ୍ଧ ବିଜ୍ଞପ୍ତି

ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଦ୍ଧିବଦ୍ଧ ବିଜ୍ଞପ୍ତି

ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୧୯ ତାରିଖରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲିପଡିଛି ।

ନବୀନ ଇଂରାଜୀ ପତ୍ରିକାକୁ ସାକ୍ଷାତ ଦେବାପରେ, ପୁଣି ଚର୍ଚ୍ଚାରେ ବିଜେଡ଼ିର ଉତ୍ତରାଧିକାରୀ!

ନବୀନ ଇଂରାଜୀ ପତ୍ରିକାକୁ ସାକ୍ଷାତ ଦେବାପରେ, ପୁଣି ଚର୍ଚ୍ଚାରେ ବିଜେଡ଼ିର ଉତ୍ତରାଧିକାରୀ!

୨୨ ବର୍ଷ ଧରି ବିଜେଡିର ନିରଙ୍କୁଶ ଶାସନ । ପ୍ରତ୍ୟେକ ନିର୍ବାଚନରେ ପୁଣି ଉପର ମୁହାଁ ଜନ ସମର୍ଥନ । ଓଡ଼ିଶା ରାଜନୀତିରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଚାଲିଛନ୍ତି ନବୀନ ।

ରାଜ୍ୟର ଉପାନ୍ତରୁ ଉପକୂଳ ଯାଏଁ ରହି ରହି କାଚୁଛି ବର୍ଷା

ରାଜ୍ୟର ଉପାନ୍ତରୁ ଉପକୂଳ ଯାଏଁ ରହି ରହି କାଚୁଛି ବର୍ଷା

ରାଜ୍ୟର ଉପାନ୍ତରୁ ଉପକୂଳ ଯାଏଁ ରହି ରହି ବର୍ଷା କାଚୁଛି । କେଉଁଠି ଅସରାଏ ତ ଆଉ କେଉଁଠି ନିର୍ଧୂମ ଛେଚୁଛି । ବିଭିନ୍ନ ସ୍ଥାନରେ ଗରିବ ଗୁରୁବାଙ୍କ ଘର ଭୁଶୁଡ଼ିଛି । ଗଛପଡ଼ି ରାସ୍ତା ବି ଅବରୋଧ ହୋଇଛି ।

ଜାତୀୟ ରାଜନୀତିରେ ପାଦ ଥାପିଲେ କେସିଆର, TRS ହେଲା BRS

ଜାତୀୟ ରାଜନୀତିରେ ପାଦ ଥାପିଲେ କେସିଆର, TRS ହେଲା BRS

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ମିଶନ ୨୦୨୪। ଜାତୀୟ ରାଜନୀତିରେ ପାଦ ଥାପିଲେ କେସିଆର। ହାଇଦ୍ରାବାଦର ତେଲଙ୍ଗାନା ଭବନରେ ନୂଆ ଜାତୀୟ ଦଳ ଗଠନ ନେଇ ଘୋଷଣା କଲେ ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ।

ମଙ୍ଗଳ ଗ୍ରହରେ ମିଳିଲା ଜଳର ସନ୍ଧାନ

ମଙ୍ଗଳ ଗ୍ରହରେ ମିଳିଲା ଜଳର ସନ୍ଧାନ

ବିଶ୍ବର ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ଖୋଜୁଥିଲେ। ଏହି ପର୍ଯ୍ୟାୟରେ,  ଏକ ଆନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ ମଙ୍ଗଳ ଗ୍ରହର ଦକ୍ଷିଣ ମେରୁରେ ବରଫ ଆସ୍ତରଣ ତଳେ ଜଳର ସନ୍ଧାନ ପାଇଛନ୍ତି ।

ଆଜି ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ସୋନିଆ

ଆଜି ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ସୋନିଆ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ। କର୍ଣ୍ଣାଟକର ମାଣ୍ଡ୍ୟ ଜିଲ୍ଲାରେ ପହଞ୍ଚିଥିବା ରାହୁଲଙ୍କ ନେତୃତ୍ୱାଧୀନ ଭାରତ ଯୋଡା ଯାତ୍ରାରେ ସୋନିଆ ଯୋଗ ଦେବେ।

>