Loading...

ନ୍ୟୁଜ୍

ଜାନୁଆରୀ ୩ରେ ଖୋଲିନପାରେ ପ୍ରାଥମିକ ସ୍କୁଲ୍

ଜାନୁଆରୀ ୩ରେ ଖୋଲିନପାରେ ପ୍ରାଥମିକ ସ୍କୁଲ୍

ଆଜି ଡିଏମ୍‌ଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଯେ ହୁଏତ ସରକାରଙ୍କ ଏହି ନିଷ୍ପତ୍ତି ବଦଳିପାରେ।ଏନେଇ DMET ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ।

ଏଣିକି ବାଲକୋନିରେ ଲୁଗା ଶୁଖାଇଲେ ଦେବାକୁ ପଡିବ ଜରିମାନା

ଏଣିକି ବାଲକୋନିରେ ଲୁଗା ଶୁଖାଇଲେ ଦେବାକୁ ପଡିବ ଜରିମାନା

ଏଣିକି ଆପଣ ବାଲକୋନୀ ବା ଝରକାରେ କପଡ଼ା ଶୁଖାଇଲେ କିମ୍ବା ବାଲକୋନୀରୁ ତଳକୁ ଅଳିଆ ଆବର୍ଜନା ଫୋପାଡ଼ିଲେ କି ବାଲକୋନୀରେ ପଶୁ ପକ୍ଷୀଙ୍କ ଖାଦ୍ୟ ଫୋପାଡ଼ିଲେ, ଅଥବା ବାଲକୋନୀ ତଳକୁ କୌଣସି ପ୍ରକାରର ଜିନିଷ ପକାଇବା ଦ୍ବାରା ଜରିମାନା ଦେବାକୁ ପଡ଼ିବ ।

ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଦୁଇ ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ପରେ ନୂଆବର୍ଷରୁ ରାଜ୍ୟକୁ ଫେରିବ ଶୀତ ଲହରୀ ।

ୱେବ୍‌ସାଇଟ୍‌ରେ ଦଶମ ଏସ୍‌ଏ-୧ ଆଡ୍‌ମିଟ୍‌ କାର୍ଡ

ୱେବ୍‌ସାଇଟ୍‌ରେ ଦଶମ ଏସ୍‌ଏ-୧ ଆଡ୍‌ମିଟ୍‌ କାର୍ଡ

ମଧ୍ୟମା ପରୀକ୍ଷାର୍ଥୀମାନେ ମଧ୍ୟ ସେମାନଙ୍କ ନାମ ଓ ବାପାଙ୍କ ନାମ ଲଗ୍‌ଇନ୍ କରି ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ କରିବେ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ଓମିକ୍ରନ ପାଇଁ ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ

ଓମିକ୍ରନ ପାଇଁ ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ

ଶିରିଡି ସାଇବାବା ଭକ୍ତଙ୍କ ପାଇଁ ନିରାଶ ଖବର। କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ବର୍ଷ ଭାରତର ୧୩ଟି ସହରରେ ଉପଲବ୍ଧ ହେବ ୫ଜି ସେବା

ଆସନ୍ତା ବର୍ଷ ଭାରତର ୧୩ଟି ସହରରେ ଉପଲବ୍ଧ ହେବ ୫ଜି ସେବା

ଦେଶବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଭାରତରେ ୫ଜି ଇଂଟରନେବା ସେବା ପ୍ରଚଳନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଏହି ସେବା ଉପଲବ୍ଧ ହେବ ।

>