Loading...

ନ୍ୟୁଜ୍

କୋଭିଡ୍ ପଜିଟିଭ୍ ଥିବାରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ଗଜପତି ମହାରାଜ

କୋଭିଡ୍ ପଜିଟିଭ୍ ଥିବାରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ଗଜପତି ମହାରାଜ

କୋରୋନା ସଂକ୍ରମଣରେ ସଂକ୍ରମିତ ହେଲେ ଗଜପତି ମହାରାଜା । ଆସନ୍ତାକାଲି ସେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାଗତ କରି ପାରିବେ ନାହିଁ ।

ଆଜି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆଜି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି (ଶନିବାର) ଦୁଇଦିନିଆ ପୁରୀ ଗସ୍ତରେ ଆସିବେ। ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦନରରେ ସପରିବାର ପହଞ୍ଚିବା ପରେ ହେଲିକପ୍ଟର୍‌ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ।

ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫୁ

ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫୁ

କୋହଳ ହେଲା କଟକଣା । ହଟିଲା ନାଇଟ୍‌ କର୍ଫ୍ୟୁ। ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ହଟିଲା ନାଇଟ୍‌ କର୍ଫ୍ୟୁ। ନାଇଟ୍‌ କର୍ଫ୍ୟୁ ହଟିବା ନେଇ SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

୨୨ ବର୍ଷ ପରେ ପୁଣି ଛୋଟ ପରଦାରେ ଆସୁଛି ‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’

୨୨ ବର୍ଷ ପରେ ପୁଣି ଛୋଟ ପରଦାରେ ଆସୁଛି ‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’

ସବୁଦିନ ସନ୍ଧ୍ୟା ୫ଟାରେ ଷ୍ଟାରପ୍ଲସରେ ପ୍ରସାରିତ ହେବ ଏହି ଲୋକପ୍ରିୟ ଧାରାବାହିକ। ପାର। ଭାରତୀୟ ଟେଲିଭିଜନ ଇତିହାସରେ ପ୍ରଥମ ଧାରାବାହିକ ଭାବେ ‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’ ୧୦୦୦ ଏପିସୋଡ୍ ସମାପ୍ତ କରିଥିଲା।

ଏଣିକି M.Phil, PhD ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଏଣିକି M.Phil, PhD ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଏମ୍ଫିଲ୍, ପିଏଚ୍‌ଡି, ଡିଲିଟ୍ ଭଳି ଗବେଷଣା ସଂପର୍କିତ ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ । ଏହି ସବୁ ପାଠ୍ୟକ୍ରମ ପାଇଁ ଏକ ସମୟରେ ନାମଲେଖା ହେବ ।

ସଲାମ ହିମବୀର: ୧୫ ହଜାର ଫୁଟ୍ ଉପରେ ମାଇନସ୍‌ ତାପମାତ୍ରାରେ କରୁଛନ୍ତି ଦେଶର ସୁରକ୍ଷା

ସଲାମ ହିମବୀର: ୧୫ ହଜାର ଫୁଟ୍ ଉପରେ ମାଇନସ୍‌ ତାପମାତ୍ରାରେ କରୁଛନ୍ତି ଦେଶର ସୁରକ୍ଷା

ବରଫ ଉପରେ ହିମବୀରଙ୍କ କମାଲ୍ । ମାଇନସ ତାପମାତ୍ରାରେ ଭାରତୀୟ ଆଇଟିବିପି ଯବାନଙ୍କ ପହରା । ଉତ୍ତରାଖଣ୍ଡ ହିମାଳୟ ପର୍ବତରେ ଥଣ୍ଡାକୁ ଖାତିର ନକରି ଦେଶର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ଯବାନ ।

>