Loading...

ନ୍ୟୁଜ୍

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ଶେଷ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ଶେଷ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି । ଆଜି ସକାଳ ୭ଟାରୁ ଭୋଟ ଭୋଟଗ୍ରହଣ ଆରମ୍ଭ ହୋଇଥିଲା ।

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା, ଖୁବ୍‍ଶୀଘ୍ର ଜେରାହେବେ ସୌମ୍ୟଙ୍କ ପ୍ରେମିକା

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା, ଖୁବ୍‍ଶୀଘ୍ର ଜେରାହେବେ ସୌମ୍ୟଙ୍କ ପ୍ରେମିକା

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁକୁ ନେଇ ପୁଲିସ ଉପରେ ବିଭିନ୍ନ ଦିଗରୁ ଚାପ ବଢ଼଼ିବାରେ ଲାଗିଛି। ପୁଲିସ ବାଧ୍ୟ ହୋଇ ମଙ୍ଗଳବାର ସୌମ୍ୟଙ୍କ ପରିବାର ଲୋକଙ୍କୁ ଡାକି ପ୍ରେମିକା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି।

୬୯ ବର୍ଷ ବୟସରେ ସଙ୍ଗୀତଜ୍ଞ ବାପି ଲେହେରିଙ୍କ ପରଲୋକ

୬୯ ବର୍ଷ ବୟସରେ ସଙ୍ଗୀତଜ୍ଞ ବାପି ଲେହେରିଙ୍କ ପରଲୋକ

ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ପରଲୋକ । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାପି ।

ଏପ୍ରିଲ୍‌ରେ ଯୁକ୍ତ୨ ପରୀକ୍ଷା, ମାର୍ଚ୍ଚ ଶେଷ ସପ୍ତାହରେ ପ୍ରାକ୍ଟିକାଲ

ଏପ୍ରିଲ୍‌ରେ ଯୁକ୍ତ୨ ପରୀକ୍ଷା, ମାର୍ଚ୍ଚ ଶେଷ ସପ୍ତାହରେ ପ୍ରାକ୍ଟିକାଲ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଏପ୍ରିଲ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କରିବାକୁ ପରିଷଦ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି।

କୋଭିଡ କଟକଣାରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ

କୋଭିଡ କଟକଣାରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ନିଆଯାଉଛି ।

ତାଲିବାନର ନୂଆ ନିର୍ଦ୍ଦେଶ; ହିଜାବ ନ ପିନ୍ଧିଲେ ମିଳିବ ନାହିଁ ଶିକ୍ଷା ଓ ରୋଜଗାର

ତାଲିବାନର ନୂଆ ନିର୍ଦ୍ଦେଶ; ହିଜାବ ନ ପିନ୍ଧିଲେ ମିଳିବ ନାହିଁ ଶିକ୍ଷା ଓ ରୋଜଗାର

କର୍ଣ୍ଣାଟକରେ ମୁସଲମାନ ଝିଅମାନେ ହିଜାବ୍‌ ପିନ୍ଧି ସ୍କୁଲ ଆସିବାକୁ ନେଇ ବିବାଦ ଲାଗି ରହିଛି। ଏହାରି ଭିତରେ ତାଲିବାନ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛି। ତାଲିବାନ କହିଛି ଯେ ଆଫଗାନିସ୍ତାନର ମହିଳାମାନଙ୍କୁ ପରଦା ତଳେ ହିଁ ରହିବାକୁ ପଡ଼ିବ।

ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍ ଗ୍ରହଣ

ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍ ଗ୍ରହଣ

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୬୬୯ ପଞ୍ଚାୟତ ଏବଂ ୨୨ହଜାର ୩୭୯ ଓ୍ୱାର୍ଡରେ ହେବ ମତଦାନ ହେବ।

>