Loading...

ନ୍ୟୁଜ୍

ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଁ ଦିନରେ ୪ ଘଣ୍ଟା ବସ୍‌ ଚଳାଚଳ ବନ୍ଦ କଲା ପରିବହନ ବିଭାଗ

ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଁ ଦିନରେ ୪ ଘଣ୍ଟା ବସ୍‌ ଚଳାଚଳ ବନ୍ଦ କଲା ପରିବହନ ବିଭାଗ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ସାର୍ବଜନୀନ ପରିବହନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ।

ଓଡ଼ିଶାରେ ମିଳୁଛି ଅତ୍ୟାଧୁନିକ ଫିଚର ସହିତ ଜିଓଫୋନ୍ ନେକ୍ସଟ୍

ଓଡ଼ିଶାରେ ମିଳୁଛି ଅତ୍ୟାଧୁନିକ ଫିଚର ସହିତ ଜିଓଫୋନ୍ ନେକ୍ସଟ୍

ଗୁଗୁଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ (JioPhone Next) ଏବେ ଓଡ଼ିଶାର ୭୦୦୦ରୁ ଅଧିକ ମୋବାଇଲ୍ ଷ୍ଟୋର୍ ସହିତ ଜିଓ ଷ୍ଟୋର୍‌, ଜିଓ ପଏଣ୍ଟ, ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍ ଏବଂ ଜିଓ ସେଣ୍ଟର ଗୁଡ଼ିକରେ ଉପଲବ୍ଧ ହୋଇଛି ।

ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ନବମ ଓ ମାଟ୍ରିକ୍‌ ପରୀକ୍ଷା ସୂଚୀ

ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ନବମ ଓ ମାଟ୍ରିକ୍‌ ପରୀକ୍ଷା ସୂଚୀ

ଚଳିତ ବର୍ଷ ପାଇଁ ପ୍ରକାଶ ପାଇଲା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷା ସୂଚୀ । ଏପ୍ରିଲ୍‌ ୨୯ରେ ଦ୍ୱିତୀୟ ଭାଷା, ମେ ୨ ରେ ଗଣିତ ପରୀକ୍ଷା, ମେ ୪ରେ ବିଜ୍ଞାନ, ମେ ୫ରେ ପ୍ରଥମ ଭାଷା ପରୀକ୍ଷା, ମେ ୬ରେ ତୃତୀୟ ଭାଷା, ମେ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ପରୀକ୍ଷା ଅନୁଷ୍ଠିତ ହେବ ।

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା!

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା!

ଆଇଏମଡି ଜିଏଫଏସ ମଡେଲ ଅନୁସାରେ ଆସନ୍ତା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ଏହା କେତେ ଘନୀଭୂତ ହେବ? ଗତିପଥ କ’ଣ ରହିବ? କେଉଁଠାରେ ସ୍ଥଳଭାଗ ଛୁଇଁବ? ସେ ଦିଗରେ ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ ।

ପୌର ନିର୍ବାଚନ: ମଇଦାନରେ ୬୪୧୧ ପ୍ରାର୍ଥୀ, ଆଜିଠୁ ପ୍ରଚାର

ପୌର ନିର୍ବାଚନ: ମଇଦାନରେ ୬୪୧୧ ପ୍ରାର୍ଥୀ, ଆଜିଠୁ ପ୍ରଚାର

ପୌର ନିର୍ବାଚନ ନେଇ ଗତକାଲି ପ୍ରକାଶ ପାଇଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । କଟକ ସିଏମସି ପାଇଁ ସହରର ୫୯ ଟି ୱାର୍ଡରେ ୨୫୬ ଜଣ କର୍ପୋରେଟର ପ୍ରାର୍ଥୀ ଓ ୧୬ ଜଣ ମେୟର ପ୍ରାର୍ଥୀ ମାନଙ୍କ ନାମ ପ୍ରକାଶ ପାଇଛି ।

ଆଜି ଅମୀର ଖାନଙ୍କ ଜନ୍ମଦିନ

ଆଜି ଅମୀର ଖାନଙ୍କ ଜନ୍ମଦିନ

ବଲିଉଡ ଅଭିନେତା ଅମିର୍ ଖାନ୍ ଦୀର୍ଘ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ଯୋଡି ହୋଇ ଅଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି । ତାଙ୍କ ପ୍ରତିଭା ବଳରେ ସେ ଆଜି, ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷ୍‌କୁ ସାହାଯ୍ୟ କଲେ ପରିମାଣ ଭୋଗିବ ଚୀନ

ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷ୍‌କୁ ସାହାଯ୍ୟ କଲେ ପରିମାଣ ଭୋଗିବ ଚୀନ

ଦିନକୁ ଦିନ ବଢ଼ିଚାଲିଛି ଯୁଦ୍ଧର ତାତି। ଗମ୍ଭୀର ହେବାରେ ଲାଗିଛି ୟୁକ୍ରେନର ସ୍ଥିତି। ଥମୁନି ଋଷ ୟୁକ୍ରେନ କୁଟନୀତିବାକ ଯୁଦ୍ଧ। କଥା ଏତିକିରେ ସରିନି। ୟୁକ୍ରେନ ଯୁଦ୍ଧ ପାଇଁ ଋଷ ଏବେ ଚୀନ୍‌କୁ ସାମରିକ ଏବଂ ଅର୍ଥନୈତିକ ସହାୟତା ମାଗିଛି ।

ଆଜି ୟୁକ୍ରେନ ଓ ଋଷ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା

ଆଜି ୟୁକ୍ରେନ ଓ ଋଷ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା

ଆଜି ଉଭୟ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ ପୁଣି ଆଲୋଚନା ହେବ । ସକାଳ ୧୦ଟା ୩୦ରେ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା ଆରମ୍ଭ ହେବା ନେଇ ସ୍ପୁଟନିକ ରିପୋର୍ଟ ପ୍ରକାଶ କରିଛି ।

>