Loading...

ନ୍ୟୁଜ୍

ସାଧାରଣତନ୍ତ୍ର ଦିବସ ପରେଡରୁ ବାଦ୍‌ ପଡ଼ିଲା ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ଼

ସାଧାରଣତନ୍ତ୍ର ଦିବସ ପରେଡରୁ ବାଦ୍‌ ପଡ଼ିଲା ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ଼

ସାଧାରଣତନ୍ତ୍ର ଦିବସ ପରେଡରେ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଆଲୋକିତ କରିବା ପାଇଁ ପଶ୍ଚିମବଙ୍ଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ହ୍ଵାଟ୍ସଆପରେ ଆସିଲା ନୂଆ ଫିଚର୍ସ, ଜାଣନ୍ତୁ କଣ

ହ୍ଵାଟ୍ସଆପରେ ଆସିଲା ନୂଆ ଫିଚର୍ସ, ଜାଣନ୍ତୁ କଣ

ପୂର୍ବରୁ ହ୍ଵାଟ୍ସଆପରେ କେବଳ ବାର୍ତ୍ତା, ଫଟୋ କିମ୍ବା ଭିଡିଓ ପଠାଇବା ପାଇଁ ସୁବିଧା ଥିଲା | ତା’ପରେ ସମୟ ସମୟରେ କମ୍ପାନୀ ଏହି ଆପରେ ବିଭିନ୍ନ ଆଣିଥିଲା, ଯାହା ଏହି ଆପକୁ ଲୋକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିଥିଲା ​​|

ପ୍ରଶାନ୍ତ ମହାସାଗରରେ ଆଗ୍ନେୟଗିରି ଉଦ୍‌ଗୀରଣ; ଆମେରିକାର ପଶ୍ଚିମ ଉପକୂଳରେ ସୁନାମି ସତର୍କ ସୂଚନା ଜାରି

ପ୍ରଶାନ୍ତ ମହାସାଗରରେ ଆଗ୍ନେୟଗିରି ଉଦ୍‌ଗୀରଣ; ଆମେରିକାର ପଶ୍ଚିମ ଉପକୂଳରେ ସୁନାମି ସତର୍କ ସୂଚନା ଜାରି

ଶନିବାର ଦିନ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଟୋଙ୍ଗା ନିକଟରେ ଆଖିଦୃଶିଆ ଢଙ୍ଗରେ ସମୁଦ୍ର ମଧ୍ୟସ୍ଥ ଗୋଟାଏ ଆଗ୍ନେୟଗିରି ଉଦ୍‌ଗୀରଣ ହେବାରୁ ବେଳାଭୂମି ଉପରକୁ ସୁନାମି ଢେଉ ମାଡ଼ିଗଲା ଏବଂ ଲୋକେ ଦୌଡ଼ା ଦୌଡ଼ି ହୋଇ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ।

ଦେଶର ପ୍ରଥମ ସାନିଟାରୀ-ନାପକିନ୍ ଫ୍ରି ଗ୍ରାମ ହେବାକୁ ଯାଉଛି କେରଳର କୁମ୍ବାଲାଙ୍ଗି

ଦେଶର ପ୍ରଥମ ସାନିଟାରୀ-ନାପକିନ୍ ଫ୍ରି ଗ୍ରାମ ହେବାକୁ ଯାଉଛି କେରଳର କୁମ୍ବାଲାଙ୍ଗି

ଭାରତର ପ୍ରଥମ ମଡେଲ ପର୍ଯ୍ୟଟନ ଗ୍ରାମ ଭାବରେ ପ୍ରଶଂସିତ ହୋଇଥିବା କୁମ୍ବାଲାଙ୍ଗି ବର୍ତ୍ତମାନ ଦେଶର ପ୍ରଥମ ସାନିଟାରୀ-ନାପକିନ୍ ମୁକ୍ତ ପଞ୍ଚାୟତ ହେବାକୁ ଯାଉଛି ।

ଟେଷ୍ଟ ଟିମ୍‌ର ଅଧିନାୟକ ପଦ ଛାଡିଲେ ବିରାଟ

ଟେଷ୍ଟ ଟିମ୍‌ର ଅଧିନାୟକ ପଦ ଛାଡିଲେ ବିରାଟ

ଟେଷ୍ଟ ଟିମ୍‌ର ଅଧିନାୟକ ପଦବୀ ଛାଡିଲେ ବିରାଟ କୋହଲି  । ଟୁଇଟ କରି ସୂଚନା ଦେଲେ ବିରାଟ  ।  ପୂର୍ବରୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍‌ ପଦ ଛାଡିଥିବାବେଳେ ଆଜି ଟେଷ୍ଟ ପଦବୀ ପରିତ୍ୟାଗ କରିଥିବା ନେଇ ସୂଚନା ଦେଇଛନ୍ତି କୋହଲି  । ବିରାଟ ଲେଖିଛନ୍ତି, ଦୀର୍ଘ ୭ ବର୍ଷ ଧରି କଠିନ ପରିଶ୍ରମ କରିଛି  ।

>