ୟୁକ୍ରେନର ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ରୁଷ ସେନା
ୟୁକ୍ରେନ ଉପରେ ଜାରି ରହିଛି ରୁଷିର ଘନ ଘନ ଆକ୍ରମଣ। ପ୍ରବଳ ରକେଟ୍ ମାଡ ସାଙ୍ଗକୁ ଜାରି ରହିଛି ଗୁଳିବର୍ଷା । ଏବେ ରୁଷର ଏହି ଆକ୍ରମଣ ଚରମସୀମା ଟପିଛି। ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ରୁଷ ସେନା।
Loading...
ୟୁକ୍ରେନ ଉପରେ ଜାରି ରହିଛି ରୁଷିର ଘନ ଘନ ଆକ୍ରମଣ। ପ୍ରବଳ ରକେଟ୍ ମାଡ ସାଙ୍ଗକୁ ଜାରି ରହିଛି ଗୁଳିବର୍ଷା । ଏବେ ରୁଷର ଏହି ଆକ୍ରମଣ ଚରମସୀମା ଟପିଛି। ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ରୁଷ ସେନା।
ଶେଷ ହୋଇଛି ୩୧୪ ବ୍ଲକରେ ବ୍ଳକ ଅଧ୍ୟକ୍ଷ ନିର୍ବାଚନ । ବିଜେଡି ଦାବି କରିଛି ସେମାନଙ୍କ ସମର୍ଥିତ ନେତାଙ୍କ ଦଖଲରେ ୨୭୮ ବ୍ଲକ ଅର୍ଥାତ୍ ୮୯ ପ୍ରତିଶତ ବ୍ଳକ ରହିଛି । ବହୁ ବ୍ଲକରେ ବିଜେଡି ସମର୍ଥିତ ନେତାମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ପରୀକ୍ଷା ନୀତି ପ୍ରଚଳନ କରିଛି ସିଏଚଏସଇ। ପ୍ରଥମ ବର୍ଷରେ ତିନିଟି କ୍ୱାର୍ଟର ଏଣ୍ଡ ଓ ଗୋଟିଏ ଫାଷ୍ଟ ଟର୍ମ ଏଣ୍ଡ ପରୀକ୍ଷା କଲେଜ ପକ୍ଷରୁ କରାଯାଇଥିଲା।
ଏଣିକି ପ୍ରତ୍ୟେକ ରବିବାର ଖୋଲିବ ଶ୍ରୀମନ୍ଦିର। କୋଭିଡ୍ ଯୋଗୁ ସାନିଟାଇଜ୍ କରିବା ପାଇଁ ଗତ ଦୁଇ ବର୍ଷ ଧରି ଶ୍ରୀମନ୍ଦିରରେ ରବିବାର ଦର୍ଶନ ବନ୍ଦ ରହିଥିଲା l ତେବେ ଏହି କଟକଣାକୁ ଆଜି ହଟାଇ ଦିଆଯାଇଛି।
ଆଜି କଳିଙ୍ଗରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକିରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍ । ସ୍ପେନ୍ ବିପକ୍ଷରେ ଘରୋଇ ପ୍ରୋ ଲିଗ୍ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ଦଳ ଆଜି ଓ ଆସନ୍ତାକାଲି ବିଶ୍ୱର ୫ ନମ୍ବର ଟିମ୍ ଜର୍ମାନୀକୁ ଭେଟିବ ।
ଆଲିଆ ଭଟ୍ଟ ବର୍ତ୍ତମାନ ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ପୁଣି ଥରେ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, କିଛି ଓ୍ଵେବସାଇଟ୍ ସହିତ ରୋଟେଣ୍ଟରେ ରାଧେ ଶ୍ୟାମ୍ ଲିକ୍ ହୋଇଛି। କୁହାଯାଉଛି ଫିଲ୍ମ ଏଚଡି ଭର୍ସନରେ ଲିକ୍ ହୋଇଛି। ଯଦି ଏହା ସତ ହୋଇଥାଏ ତେବେ ଫିଲ୍ମର ବ୍ୟବସାୟରେ ବହୁତ କ୍ଷତି ଘଟିପାରେ। ଫିଲ୍ମ ଲିକ୍ ହେବା କାରଣରୁ ବକ୍ସ ଅଫିସରେ ଏହାର ଖରାପ ପ୍ରଭାବ ପଡିବ। ନିର୍ମାତାଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିପାରେ।
ବିଜୟ ହାସଲ ପାଇଁ ରୁଷ ୟୁକ୍ରେନରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି। ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ଆଲୋଚନା ସଫଳ ହୋଇ ନଥିଲେ ମଧ୍ୟ ଅଗ୍ରଗତି ଘଟିଥିବା ଋଷ ରାଷ୍ଟ୍ରପତି ସୂଚନା ଦେଇଛନ୍ତି।