Loading...

ନ୍ୟୁଜ୍

ରାଜନୈତିକ ଦଳର ବେନାମୀ ଚାନ୍ଦା ଉପରେ ଲାଗିବ ରୋକ

ରାଜନୈତିକ ଦଳର ବେନାମୀ ଚାନ୍ଦା ଉପରେ ଲାଗିବ ରୋକ

ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିପାରେ ଲଗାମ । ଚାନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ । ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାର ଟଙ୍କାକୁ କମାଇବାକୁ ନିର୍ବାଚନ କମିଶନ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ।

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ ହୋଇଛି।

କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା

କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା

ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏକାଦଶ ପାଠପଢା (Plus two class) । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (School and mass education minister Samir Dash ।

ଫେରୁଛି ମୌସୁମୀ: ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଫେରୁଛି ମୌସୁମୀ: ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆଜିଠାରୁ ଆରମ୍ଭ ହୋଇଛି ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା । ବର୍ତ୍ତମାନ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରୁ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି ।

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୭ ଜିଲ୍ଲାକୁ ପାଇଁ ଅରେଞ୍ଜ, ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୭ ଜିଲ୍ଲାକୁ ପାଇଁ ଅରେଞ୍ଜ, ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ

ପାଣିପାଗ ବିଭାଗର ବିଶ୍ଳେଷଣ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୨୧ ତାରିଖ ବୁଧବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡଘଡି ମାରିବାର ସମ୍ଭାବନା ରହିଛି।

ତିନି ଦିନିଆ ଲଣ୍ଡନ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତିନି ଦିନିଆ ଲଣ୍ଡନ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନରୁ ଫେରିଲେ ରାଷ୍ଟ୍ରପତି । ତିନି ଦିନିଆ ଲଣ୍ଡନ ଗସ୍ତ ସାରି ଆଜି(ମଙ୍ଗଳବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ପହଞ୍ଚିଛନ୍ତି (President Draupadi Murmu arrives in Delhi) ।

ଆସନ୍ତା ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍‍ ବୈଠକ

ଆସନ୍ତା ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍‍ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍‍ ବୈଠକ ବସିବାକୁ ଯାଉଛି। ସେହିଦିନ ଅପରାହ୍ନ ୫ଟା ୩୦ ମିନିଟ୍‍ ରେ କ୍ୟାବିନେଟ୍‍ ବୈଠକ ବସିବ ବୋଲି ଜଣାପଡ଼ିଛି।

ବେଆଇନ୍‍ ପାର୍କିଂ ଫି’ ଆଦାୟରେ ଲାଗିବ ରୋକ୍‍

ବେଆଇନ୍‍ ପାର୍କିଂ ଫି’ ଆଦାୟରେ ଲାଗିବ ରୋକ୍‍

ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବେଆଇନ୍‍ ପାର୍କିଂ ଫି’ ଆଦାୟକାରୀଙ୍କ ଜୁଲମ୍‍ ବଢ଼ିଯାଇଛି। ପ୍ରତିଦିନ ଗଦା ଗଦା ଅଭିଯୋଗ ଆସୁଛି। ବିଭିନ୍ନ ସ୍ଥାନରେ ବେଆଇନ୍‍ ଭାବେ କିଛି ଲୋକ ଜୋର୍‍ଜବରଦସ୍ତ ପାର୍କିଂ ଫି’ ଆଦାୟ କରୁଥିବାବେଳେ କିଛି ସ୍ଥାନରେ ନିର୍ଦ୍ଧାରିତ ଦର ଅପେକ୍ଷା ଅଧିକ ଟଙ୍କା ଦାବି କରାଯାଉଛି।

>