Loading...

ନ୍ୟୁଜ୍

ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ, ଘରୋଇ ସଂସ୍ଥା ଦ୍ୱାରା ପିଲାଏ ପଢ଼ିବେ ପାଠ

ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ, ଘରୋଇ ସଂସ୍ଥା ଦ୍ୱାରା ପିଲାଏ ପଢ଼ିବେ ପାଠ

ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । କୋଭିଡ ପାଇଁ ଦୁଇ ବର୍ଷର ଶିକ୍ଷାରେ ହୋଇଥିବା କ୍ଷତି ଭରଣା ପାଇଁ ଲର୍ଣ୍ଣି ରିକଭରି ପ୍ରୋଗ୍ରାମ ଜରିଆରେ ଏକ୍ସଟ୍ରା କ୍ଲାସରେ ପାଠ ପଢିବେ ଛାତ୍ରଛାତ୍ରୀ ।

ଦୀର୍ଘ ୩୨ ବର୍ଷ ପରେ କାଶ୍ମୀରର ଦୁଇ ଜିଲ୍ଲାରେ ଖୋଲିଲା ସିନେମା ହଲ

ଦୀର୍ଘ ୩୨ ବର୍ଷ ପରେ କାଶ୍ମୀରର ଦୁଇ ଜିଲ୍ଲାରେ ଖୋଲିଲା ସିନେମା ହଲ

୮୦ ଦଶକରେ କାଶ୍ମୀର ଘାଟିରେ ୧୨ରୁ ଊର୍ଦ୍ଧ୍ବ ସିନେମା ହଲ ରହିଥିଲା  । କିନ୍ତୁ ଆତଙ୍କବାଦୀ ସଙ୍ଗଠନ ଧମକ ଦେବା ପରେ ବନ୍ଦ ହୋଇଯାଇଥିଲା ହଲ୍‌  । ୯୦ ଦଶକର ଶେଷ ଆଡକୁ ଅନେକ ମାଲିକ ହଲ୍‌ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ  ।

ହୀରାକୁଦର ୬ ଗେଟ୍ ଖୋଲିଲା

ହୀରାକୁଦର ୬ ଗେଟ୍ ଖୋଲିଲା

ହୀରାକୁଦ ଜଳସ୍ତର ୬୨୯ ଫୁଟ୍‌ ଅତିକ୍ରମ କରିଥିବାବେଳେ ଦୁଇଦିନ ହେଲା ବନ୍ଧ ଉପର ମୁଣ୍ଡରେ କିଛି କିଛି ବର୍ଷା ଲାଗି ରହିଛି। ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ବଡ଼ଧରଣର ଲଘୁଚାପ ବର୍ଷାର ପୂର୍ବାନୁମାନ କରାଯାଇଛି।

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଏମଏମଏସ ଭାଇରାଲ ଘଟଣାର ତଦନ୍ତ କରିବ ଏସଆଇଟି

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଏମଏମଏସ ଭାଇରାଲ ଘଟଣାର ତଦନ୍ତ କରିବ ଏସଆଇଟି

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ଏମଏମସ ଲିକ୍ ଘଟଣାର ତଦନ୍ତ କରିବ ଏସଆଇଟି । ତିନି ଜଣିଆ ଟିମ୍ ଏହି ମାମଲାର ତଦନ୍ତ କରିବେ । ଟିମରେ କେବଳ ମହିଳା ଅଧିକାରୀ ରହିଛନ୍ତି ।

ଆଜିଠୁ ବଡ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜିଠୁ ବଡ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ଲାଗି ରହିଛି ଝିପି ଝିପି ବର୍ଷା ।

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ନାମଲେଖା ପାଇଁ ରୋକଠୋକ ମନା କଲା କେନ୍ଦ୍ରସରକାର

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ନାମଲେଖା ପାଇଁ ରୋକଠୋକ ମନା କଲା କେନ୍ଦ୍ରସରକାର

ଚିନ୍ତାରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ । ଭାରତୀୟ ମେଡିକାଲ କଲେଜରେ ନାମଲେଖା ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।

ଅକ୍ଟୋବରରୁ ଓଡ଼ିଶାରେ ଆରମ୍ଭ ହେବ 5G ସେବା

ଅକ୍ଟୋବରରୁ ଓଡ଼ିଶାରେ ଆରମ୍ଭ ହେବ 5G ସେବା

ବର୍ତ୍ତମାନ କୌଣସି ବ୍ୟକ୍ତିଙ୍କୁ ଅସୁବିଧାର ସାମ୍ନା କରିବା ପାଇଁ ପଡ଼ିବ ନାହିଁ। କାରଣ ଭାରତକୁ ଆସିବ 5G ସେବା। ପୁଣି ଏହି ସୁବିଧା ପାଇବାକୁ ଯାଇଛି ଓଡ଼ିଶା। ଖୁବ୍ ଶୀଘ୍ର ଓଡ଼ିଶାକୁ ଆସିବାକୁ ଯାଉଛି 5G ସୁପର ଫାଷ୍ଟ ସ୍ମାର୍ଟ ନେଟୱାର୍କ। ଯାହାପାଇଁ ସବୁ କମ୍ପାନୀକୁ ଆସିଛି ଚିଠି।

ଗାଡି ସହ ୧୮ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ମନା

ଗାଡି ସହ ୧୮ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ମନା

ଏଣିକି ୧୮ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀମାନେ କଲେଜକୁ ଗାଡ଼ି ଆଣିପାରିବେ ନାହିଁ। କଲେଜ କ୍ୟାମ୍ପସ ଭିତରକୁ ଛାତ୍ରଛାତ୍ରୀଙ୍କୁ ବାଇକ୍‌ ଓ ସ୍କୁଟି ଆଣିବା ଏବଂ ଚଳାଇବାକୁ ବାରଣ କରାଯାଇଛି।

>