Loading...

ନ୍ୟୁଜ୍

ଖୁବଶୀଘ୍ର ଦିଲ୍ଲୀରେ ବେରୋଜଗାରଙ୍କୁ ବେକାରି ଭତ୍ତା ଦେବ ଆପ ସରକାର

ଖୁବଶୀଘ୍ର ଦିଲ୍ଲୀରେ ବେରୋଜଗାରଙ୍କୁ ବେକାରି ଭତ୍ତା ଦେବ ଆପ ସରକାର

ଖୁବଶୀଘ୍ର ଦିଲ୍ଲୀରେ ମିଳିବ ବେକାରି ଭତ୍ତା । ଦିଲ୍ଲୀରେ ରହୁଥିବା ବେରୋଜଗାରଙ୍କ ପାଇଁ ଖୁସି ଖବର । ଏଣିକି ଦିଲ୍ଲୀର ବେରୋଜଗାରଙ୍କୁ ମିଳିବ ମାସିକ ଭତ୍ତା । ଏନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିିୱାଲ ।

ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପଛରେ ମୁଖ୍ୟ କାରଣ ଦାମୀ କାର୍

ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପଛରେ ମୁଖ୍ୟ କାରଣ ଦାମୀ କାର୍

ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣାରେ ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ଅଡୁଆ ବଢିଛି । ପୋଲିସ ମାମଲା ରୁଜୁ କରିବା ପରେ ସୋନାଲିଙ୍କୁ ପଚରାଉଚରା କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି।

ଆସନ୍ତା ଦୁଇ ଦିନ ରାଜ୍ୟରେ କାଳବୈଶାଖୀ, ତାତିରୁ ମିଳିବ ତ୍ରାହି

ଆସନ୍ତା ଦୁଇ ଦିନ ରାଜ୍ୟରେ କାଳବୈଶାଖୀ, ତାତିରୁ ମିଳିବ ତ୍ରାହି

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବ ତ୍ରାହି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ଥିବାରୁ ତାତି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଜୁନ୍‌ ବଦଳରେ ମେ’ରେ ଖରା ଛୁଟି କରିବା ପ୍ରସ୍ତାବର ପ୍ରତିକ୍ରିୟା ରଖିଲେ ଶିକ୍ଷାମନ୍ତ୍ରୀ

ଜୁନ୍‌ ବଦଳରେ ମେ’ରେ ଖରା ଛୁଟି କରିବା ପ୍ରସ୍ତାବର ପ୍ରତିକ୍ରିୟା ରଖିଲେ ଶିକ୍ଷାମନ୍ତ୍ରୀ

ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏହାରି ଭିତରେ ସ୍କୁଲମାନଙ୍କରେ ଜୁନରେ 11 ଦିନିଆ ଖରାଦିନ ଛୁଟି ଘୋଷଣା ହୋଇଛି । ଯାହାକୁ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

୨୯ରୁ ମାଟ୍ରିକ ପରୀକ୍ଷା, ନୋଡାଲ୍‌ ସେଣ୍ଟର ଅଭିମୁଖେ ପ୍ରଶ୍ନପତ୍ର

୨୯ରୁ ମାଟ୍ରିକ ପରୀକ୍ଷା, ନୋଡାଲ୍‌ ସେଣ୍ଟର ଅଭିମୁଖେ ପ୍ରଶ୍ନପତ୍ର

ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପେଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ।

ସିବିଏସସି ବୋର୍ଡ ପରୀକ୍ଷାକୁ ନେଇ ଜାରି ହେଲା ନୂଆ ଗାଇଡ଼ ଲାଇନ

ସିବିଏସସି ବୋର୍ଡ ପରୀକ୍ଷାକୁ ନେଇ ଜାରି ହେଲା ନୂଆ ଗାଇଡ଼ ଲାଇନ

କରୋନା ମହାମାରୀ ଦେଶରେ ପାଦ ଦେବା ପରେ ପରୀକ୍ଷା ପ୍ରଣାଳୀରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଏହି ମହାମାରୀ ଜାରି ହେବା ପରେ ପ୍ରଥମ ଥର ପାଇଁ ପରୀକ୍ଷା ଦୁଇ ଟର୍ମରେ ଆୟୋଜିତ କରାଯାଇଛି ।

ଦେଶ ପାଇଁ ରୌପ୍ୟ ପଦକ ଜିତିଲେ ଆର.ମାଧବନଙ୍କ ପୁଅ ବେଦାନ୍ତ

ଦେଶ ପାଇଁ ରୌପ୍ୟ ପଦକ ଜିତିଲେ ଆର.ମାଧବନଙ୍କ ପୁଅ ବେଦାନ୍ତ

ବେଦାନ୍ତ ମାଧବନ ଏବେ ବାପା ଓ ଦେଶର ଗୌରବ ବଢ଼ାଇ ଡେନିସ୍‌ ଓପନ୍‌ ୨୦୨୨ରେ ରୌପ୍ୟ ପଦକ ଜିତିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଆର.ମାଧବନ୍‌ ଏହି ଖୁସି ଖବର ସେୟାର କରିଛନ୍ତି।

ପୁଣି ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ପୁଣି ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ତେଲ ଦର ହୁ ହୁ ହୋଇ ବଢି ଚାଲିଛି । ଯାହାର ପ୍ରଭାବ ସବୁ କ୍ଷେତ୍ରରେ ପଡିଛି । ବସ୍ ଉପରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏମିତି ସ୍ଥିତିରେ ସରକାରୀ ବସ୍ ଭଡ଼ା ବଡାଇଛନ୍ତି ରାଜ୍ୟ ସରକାର । 

>