Loading...

ନ୍ୟୁଜ୍

ଜଳବାୟୁ ପରିବର୍ତ୍ତନ ଯୋଗୁଁ ବରଫ ଶୂନ୍ୟ ହୋଇଯିବ ଆଣ୍ଟାର୍କଟିକା !

ଜଳବାୟୁ ପରିବର୍ତ୍ତନ ଯୋଗୁଁ ବରଫ ଶୂନ୍ୟ ହୋଇଯିବ ଆଣ୍ଟାର୍କଟିକା !

ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଣ୍ଟାର୍କଟିକାର ସ୍ଵାଭାବିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟରୁ ଅଧିକ ରହିଥିଲା। ଏଥିଯୋଗୁଁ ଲସ୍‌ ଆଞ୍ଜେଲସ ଆକାରର ଏକ ବରଫ ପାହାଡ଼ ତରଳି ଯାଇଥିଲା। ଏହି ଘଟଣା ପଛରେ ଅତ୍ୟଧିକ ତାପମାତ୍ରା ବୃଦ୍ଧିର କ’ଣ କାରଣ ରହିଛି ତାହା ବୈଜ୍ଞାନିକମାନେ ଜାଣିବାକୁ ପ୍ରୟାସ କରୁଛନ୍ତି।

ଧାନମନ୍ତ୍ରୀ ହେବା ପରେ ଶେହବାଜଙ୍କ ପୁଅ ହମଜା ସହବାଜ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଧାନମନ୍ତ୍ରୀ ହେବା ପରେ ଶେହବାଜଙ୍କ ପୁଅ ହମଜା ସହବାଜ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ

ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶ ବିଧାନସଭାରେ ଶନିବାର ନାହିଁ ନ ଥିବା ବିଭ୍ରାଟ ସୃଷ୍ଟି ହୋଇଛି । ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପିଟିଆଇ ନେତାମାନେ ବିଧାନସଭା ଉପବାଚସ୍ପତି ମହମ୍ମଦ ମଜରୀଙ୍କ ଚୁଟି ଟାଣିବା ସହ ତାଙ୍କୁ ମାଡ଼ ମାରିଛନ୍ତି।

ଦିନ ତମାମ୍ ଅସହ୍ୟ ଗରମ,ସନ୍ଧ୍ୟାରେ ସିଝେଇଲା ତତଲା ପବନ

ଦିନ ତମାମ୍ ଅସହ୍ୟ ଗରମ,ସନ୍ଧ୍ୟାରେ ସିଝେଇଲା ତତଲା ପବନ

ଗତକାଲି ଦିନ ତମାମ୍ ଅସହ୍ୟ ଗରମ ଅନୁଭୂତ ହୋଇଥିଲା। ଦିନ ବେଳେ ଦକ୍ଷିଣା ପବନ ନ ବହିବାରୁ ପ୍ରବଳ ତାତି ଲୋକଙ୍କୁ ଛଟପଟ କରିଥିଲା। ଲୋକେ ଅପରାହ୍ଣର ଥଣ୍ଡା ଦକ୍ଷିଣା ପବନକୁ ବଡ଼ ବିକଳ ହୋଇ ଅପେକ୍ଷା କରିଥିଲେ।

କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ବ୍ୟାନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ବ୍ୟାନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତ ବାୟୋଟେକ୍‌କୁ ବଡ଼ ଝଟ୍‌କା। କରୋନା ଟିକା କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ଉପରେ ରୋକ୍‌ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଟିକାକୁ ସଂକ୍ରମଣ ଦୂର କରିବାକୁ ଗରିବ ଦେଶକୁ ପ୍ରଦାନ କରାଯାଉଥିଲା।

ମଦ ପିଇ ଗୁରୁଦ୍ବାରାରେ ମୁଖ୍ୟମନ୍ତ୍ରୀ ମାନ୍‌

ମଦ ପିଇ ଗୁରୁଦ୍ବାରାରେ ମୁଖ୍ୟମନ୍ତ୍ରୀ ମାନ୍‌

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ନିଶାସକ୍ତ ଅବସ୍ଥାରେ କିଛି ଦିନ ତଳେ ଭଟିଣ୍ଡାର ଏକ ଗୁରୁଦ୍ବାରାକୁ ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଗୁରୁଦ୍ବାରାର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବାରୁ ସେ କ୍ଷମା ମାଗନ୍ତୁ ‌ବୋଲି ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି (ଏସଜିପିସି) ଦାବି କରିଛି।

ଆଜି ପୁଣି କାଳବୈଶାଖୀ ପାଇଁ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ପୁଣି କାଳବୈଶାଖୀ ପାଇଁ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେଉଁଠି ତାତି ତ କେଉଁଠି ବର୍ଷା। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାରେ ସିଝୁଛି ଅଧା ଓଡ଼ିଶା । ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ନେଇ ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ

ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ପୁଣ୍ୟତିଥିରେ ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବେ ବିଜେଡି ନେତା ଓ କର୍ମୀ । ଏହା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

>