Loading...

ନ୍ୟୁଜ୍

ଚଳିତ ବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ

ଚଳିତ ବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ

ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ । ୨୦୨୨ ପାଇଁ ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ବର୍ଷାର ପରିମାଣ ଏଲପିରେ ୯୮ ପ୍ରତିଶତ ରହିବା ସମ୍ଭାବନା ରହିଛି ।

ଆକ୍ସନ ମୋଡରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ, ବଦଳିଲା ସରକାରୀ କର୍ମଚାରୀଙ୍କ କାମ କରିବା ସମୟ

ଆକ୍ସନ ମୋଡରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ, ବଦଳିଲା ସରକାରୀ କର୍ମଚାରୀଙ୍କ କାମ କରିବା ସମୟ

ପାକିସ୍ତାନର ସବୁ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସାପ୍ତାହିକ ଅବକାଶ ମିଳିବା ନେଇ ସେ ଆଜି ଘୋଷଣା କରିଛନ୍ତି ।ସେହିପରି ସରକାରୀ କାର୍ଯ୍ୟାଳୟ ଖୋଲିବା ଓ କର୍ମଚାରୀଙ୍କ କାମ କରିବା ସମୟକୁ ୮ ଘଣ୍ଟାରୁ ୧୦ ଘଣ୍ଟା କରିଥିବା ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସ୍ଵୀକାରୋକ୍ତି: ବିଦେଶୀ ଋଣ ସୁଝିବାକୁ ଅସମର୍ଥ ଦେଶ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସ୍ଵୀକାରୋକ୍ତି: ବିଦେଶୀ ଋଣ ସୁଝିବାକୁ ଅସମର୍ଥ ଦେଶ

ଦେବାଳିଆ ଶ୍ରୀଲଙ୍କାର ବଡ଼ ଘୋଷଣା । ବିଦେଶୀ ଋଣ ସୁଝିବାକୁ ଅସମର୍ଥ ଦେଶ । ଭୀଷଣ ଆର୍ଥିକ ସଂକଟରେ ଉବୁଟୁବୁ ଶ୍ରୀଲଙ୍କା ।

ଏଣିକି ବିଶ୍ୱବିଦ୍ୟାଳୟରେ ଏକାସାଙ୍ଗରେ ଦୁଇଟି ଡିଗ୍ରୀ କୋର୍ସ ପଢିପାରିବେ ଛାତ୍ରଛାତ୍ରୀ

ଏଣିକି ବିଶ୍ୱବିଦ୍ୟାଳୟରେ ଏକାସାଙ୍ଗରେ ଦୁଇଟି ଡିଗ୍ରୀ କୋର୍ସ ପଢିପାରିବେ ଛାତ୍ରଛାତ୍ରୀ

UGC ଅନୁସାରେ, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏ ପ୍ରକାର ବ୍ୟବସ୍ଥାକୁ ଲାଗୁ କରିବାକୁ ଚାହୁଁଛନ୍ତି କି ନାହିଁ, ସେ ନେଇ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ। ଯେଉଁ ବିଶ୍ୱବିଦ୍ୟାଳୟ ଏଥିରେ ଯୋଡ଼ି ହେବାକୁ ଚାହିଁବେ, ସେମାନେ ଏମିତି ପାଠ୍ୟକ୍ରମ ଉପଲବ୍ଧ କରାଇବେ।

୭୪ ବର୍ଷରେ ପାଦ ଥାପିଲା ରାଜଧାନୀ

୭୪ ବର୍ଷରେ ପାଦ ଥାପିଲା ରାଜଧାନୀ

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଥାପିଲା ରାଜଧାନୀ । ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ ।

ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ । ଏଥି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।

ରେଖାଙ୍କ ପ୍ରେମିକ ପ୍ରବର ତାଲିକାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଙ୍କ ନାଁ

ରେଖାଙ୍କ ପ୍ରେମିକ ପ୍ରବର ତାଲିକାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଙ୍କ ନାଁ

ରେଖାଙ୍କ ପାଇଁ ପାଗଳ ଥିଲେ ଇମ୍ରାନ୍‌। ତାଙ୍କ ପ୍ରମରେ ସେ ହେଉଥିଲେ ଉବୁଟୁବୁ। ଏପରିକି ସେ ରେଖାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ସେହିପରି ଇମ୍ରାନ୍‌ ଖାନ୍‌ଙ୍କ ସହ ସମ୍ପର୍କକୁ ନେଇ ରେଖା ମଧ୍ୟ ଅନେକ ଚର୍ଚ୍ଚାକୁ ଆସିଥିଲେ।

ଝାଡ଼ଖଣ୍ଡ ରୋପୱେ ଟ୍ରାଜେଡି : ମଝି ଆକାଶରେ ଏବେ ବି ଝୁଲୁଛି ୧୩ରୁ ଅଧିକ ଜୀବନ

ଝାଡ଼ଖଣ୍ଡ ରୋପୱେ ଟ୍ରାଜେଡି : ମଝି ଆକାଶରେ ଏବେ ବି ଝୁଲୁଛି ୧୩ରୁ ଅଧିକ ଜୀବନ

ଝାଡଖଣ୍ଡର ଦେଓଘରରେ ରୋପୱେ କ୍ୟାବିନରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ରେସ୍କ୍ୟୁ ଅପରେସନରେ ଏନଡିଆରଏଫ୍ ଏବଂ ସେନାର ଯବାନ ସାମିଲ ହୋଇଥିବା ବେଳେ ସେନା ହେଲିପର ବି ମୁତୟନ ହୋଇଛି ।

>