Loading...

ନ୍ୟୁଜ୍

ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ

ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ

ମଧ୍ୟରାତ୍ରୀରୁ ବିଶ୍ୱବ୍ୟାପୀ ପାଳନ ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ । କୋଭିଡ କଟକଣା ପାଇଁ ଭର୍ଚୁଆଲରେ ଯୀଶୁଙ୍କ ଜନ୍ମଦିବସକୁ ପାଳନ କରିଛନ୍ତି ଖ୍ରୀଷ୍ଟଧର୍ମୀ ।

୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିବ। ପାରଦ ଊର୍ଧ୍ବଗାମୀ ହେବ। ଏଥିସହ ୨୭ ଓ ୨୮ତାରିଖରେ ରାଜ୍ୟରେ ବର୍ଷାର ବି ସମ୍ଭାବନା ରହିଛି।

ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ଡିସେମ୍ବର ୨୫ତାରିଖରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି।

ଆସନ୍ତାକାଲି ବଡଦିନ ସବୁଠି ଶୋଭା ପାଇବ ସାଣ୍ଟା କ୍ଲଜ, ତେବେ ଆସନ୍ତୁ ଜାଣିବା କିଏ ଏହି ସାଣ୍ଟା

ଆସନ୍ତାକାଲି ବଡଦିନ ସବୁଠି ଶୋଭା ପାଇବ ସାଣ୍ଟା କ୍ଲଜ, ତେବେ ଆସନ୍ତୁ ଜାଣିବା କିଏ ଏହି ସାଣ୍ଟା

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମରେ ମନାଯାଏ ଖ୍ରୀଷ୍ଟମାସ । କିନ୍ତୁ ସାଣ୍ଟାକ୍ଲଜ ବିନା ଖ୍ରୀଷ୍ଟମାସ ଅଧୁରା । ଛୋଟ ପିଲାଙ୍କଠୁ ନେଇ ବଡ଼ ଯାଏଁ , ଖ୍ରୀଷ୍ଟମାସ ମାନେ ହିଁ ସାଣ୍ଟା ବୋଲି ଜାଣନ୍ତି ।

>