Loading...

ନ୍ୟୁଜ୍

ପୋଖରାନ୍‌ ଟେଷ୍ଟ ରେଞ୍ଜରୁ ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ର ସଫଳ ପରୀକ୍ଷଣ

ପୋଖରାନ୍‌ ଟେଷ୍ଟ ରେଞ୍ଜରୁ ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ରାଜସ୍ଥାନର ପୋଖରାନ ଟେଷ୍ଟ ରେଞ୍ଜରୁ ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ହେଲିକପ୍ଟରରୁ ଲଞ୍ଚ କରାଯାଉଥିବା ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ ର ଆଜି ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି।

ଏପ୍ରିଲ ୧୭ରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକକୁ ନିରାଡ଼ମ୍ବର ପାଳିବ ବିଜେଡି

ଏପ୍ରିଲ ୧୭ରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକକୁ ନିରାଡ଼ମ୍ବର ପାଳିବ ବିଜେଡି

ଆସନ୍ତା ଏପ୍ରିଲ ୧୭ରେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସ । ଚଳିତବର୍ଷ ନିରାଡମ୍ବର ଭାବେ ତିରୋଧାନ ଦିବସକୁ ପାଳନ କରିବ ବିଜୁ ଜନତା ଦଳ ।

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ

କଳା ଓ ବିଜ୍ଞାନ ବିଭାଗର ଗଣିତ, କଳା ବିଭାଗର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି।ଏସବୁ ବିଷୟର ପରୀକ୍ଷା ମେ’ ୧୯ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରି ମେ’ ୧୯ ବଦଳରେ ମେ’ ୩୧ ତାରିଖରେ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି।

କେନ୍ଦୁଝରରେ ଗୋଷ୍ଠୀ ସଂଘର୍ଷ ପାଇଁ ଇଣ୍ଟରନେଟ୍ ସେବା ଠପ

କେନ୍ଦୁଝରରେ ଗୋଷ୍ଠୀ ସଂଘର୍ଷ ପାଇଁ ଇଣ୍ଟରନେଟ୍ ସେବା ଠପ

କେନ୍ଦୁଝରରେ ସମସ୍ତ ନେଟଓ୍ୱର୍କର ଇଣ୍ଟରନେଟ୍ ସେବା ବନ୍ଦ । ଯୋଡ଼ା ମାର୍କେଟ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ଉତ୍ତେଜନାକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଯୋଡ଼ା ସହର ଉପରେ ଛାଉଣୀ ହୋଇଛି ପୋଲିସ ।

ଗତକାଲି ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେହଓ୍ବାଜ ସରିଫ

ଗତକାଲି ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେହଓ୍ବାଜ ସରିଫ

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (PML-N) ମୁଖ୍ୟ ସେହଓ୍ବାଜ ସରିଫ କାଲି (ସୋମବାର) ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ମୋଦିଙ୍କ ପାଇଁ ଗୁଆ ଘିଅ ଖେଚୁଡ଼ି ପ୍ରସ୍ତୁତ କଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍

ମୋଦିଙ୍କ ପାଇଁ ଗୁଆ ଘିଅ ଖେଚୁଡ଼ି ପ୍ରସ୍ତୁତ କଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍

ଖେଚୁଡ଼ି ରୋଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ତାଙ୍କର ନୂଆ ଇନଷ୍ଟାଗ୍ରାମ ଆଇଡିରେ ନିଜେ ରୋଷେଇ କରି ଫଟୋ ସେୟାର କରିଛନ୍ତି। ତାହା ପୁଣି ନିଜ ପାଇଁ ନୁହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସେ ନିଜେ ମୋଦିଙ୍କ ପସନ୍ଦ ଗୁଆ ଘିଅଷେଇ କରିଛନ୍ତି।

ଲୋକପ୍ରିୟ କଳାକାର ତଥା ସ୍କ୍ରିନ୍‌ ରାଇଟର ଶିବ କୁମାର ସୁବ୍ରମଣ୍ୟମଙ୍କ ପରଲୋକ

ଲୋକପ୍ରିୟ କଳାକାର ତଥା ସ୍କ୍ରିନ୍‌ ରାଇଟର ଶିବ କୁମାର ସୁବ୍ରମଣ୍ୟମଙ୍କ ପରଲୋକ

ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଆଉ ଏକ ଦୁଃଖଦ ଖବର। ଲୋକପ୍ରିୟ ବଲିଉଡ ଅଭିନେତା ତଥା ସ୍କ୍ରିନ ରାଇଟର ଶିବ ସୁବ୍ରମଣ୍ୟମଙ୍କ ପରଲୋକ ହୋଇଛି। ଏହି ଅଭିନେତାଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇପଡିଛି।

ଆଜି ପୁଣି ହାଇକୋର୍ଟ ଆସିବେ ସୁମିତ ଓ ତପସ୍ୱିନୀ

ଆଜି ପୁଣି ହାଇକୋର୍ଟ ଆସିବେ ସୁମିତ ଓ ତପସ୍ୱିନୀ

ଆଜି ପୁଣି ହାଇକୋର୍ଟ ଆସିବେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ । ଗତ ୯ ତାରିଖରେ ସୁମିତ-ତପସ୍ୱିନୀଙ୍କ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଛି । କିନ୍ତୁ ଏହା ଅଧାରେ ଅଟକିଥିଲା। ଆଜି ଅପରାହ୍ନ ୪ଟାରେ ପୁଣି ବୁଝାସୁଝା କରାଯିବ।

>