Loading...

ନ୍ୟୁଜ୍

ଆଜି ପୁଣି ଗଡ଼ିବ ରୁକୁଣା ରଥ

ଆଜି ପୁଣି ଗଡ଼ିବ ରୁକୁଣା ରଥ

ଗତକାଲି ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ତିନିମୁଣ୍ଡିଆ ଛକରେ ଅଟକି ଥିବା ବେଳେ, ଆଜି ପୁଣି ରଥଟଣା ଯିବ ।ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ପରେ ପ୍ରଭୁ ଲିଙ୍ଗରାଜରାମେଶ୍ୱର ମନ୍ଦିରକୁ ବିଜେ କରିବା ସହ ଆସନ୍ତା ବୁଧବାର ଦିନ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ରହିଛି ।

ଓଡିଶାବାସୀଙ୍କ ପାଇଁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆନ୍ଦୋଳନ କରିବ ଆମ ଆଦମୀ ପାର୍ଟି

ଓଡିଶାବାସୀଙ୍କ ପାଇଁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆନ୍ଦୋଳନ କରିବ ଆମ ଆଦମୀ ପାର୍ଟି

ରାଜ୍ୟବାସୀଙ୍କୁ ମିଳୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି । ଏନେଇ ଆନ୍ଦୋଳନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି । ଓଡିଶା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଦଳ ପକ୍ଷରୁ ଶନିବାର ବସିଥିଲା ଏକ ପ୍ରସ୍ତୁତି ସଭା ।

ଆଜି ପବିତ୍ର ରାମ ନବମୀ

ଆଜି ପବିତ୍ର ରାମ ନବମୀ

ଆଜି ପବିତ୍ର ରାମ ନବମୀ । ଭଗବାନ ଶ୍ରୀରାମଙ୍କ ଜନ୍ମଦିନ । ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ।

ବିଏମ୍‌ସି ମେୟର ଭାବେ ଶପଥ ନେଲେ ନବନିର୍ବାଚିତ ସୁଲୋଚନା ଦାସ, ଡେପୁଟି ମେୟର ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର

ବିଏମ୍‌ସି ମେୟର ଭାବେ ଶପଥ ନେଲେ ନବନିର୍ବାଚିତ ସୁଲୋଚନା ଦାସ, ଡେପୁଟି ମେୟର ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର

ଶନିବାର ନବନିର୍ବାଚିତ ବିଏମ୍‌ସି ମେୟର ସୁଲୋଚନା ଦାସ ଶପଥ ଗ୍ରହଣ କରିଛନ୍ତି। ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି।

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦ୍‌ଙ୍କୁ ୩୧ ବର୍ଷ ଜେଲ ଦଣ୍ଡ ଦେଲା ପାକିସ୍ତାନ

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦ୍‌ଙ୍କୁ ୩୧ ବର୍ଷ ଜେଲ ଦଣ୍ଡ ଦେଲା ପାକିସ୍ତାନ

କୁଖ୍ୟାତ ଆତଙ୍କବାଦୀ ତଥା ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡାଦେଶ। ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଆଜି ୨ଟି ମାମଲାର ଶୁଣାଣି କରି ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦକୁ ୩୧ ବର୍ଷ ଜେଲ ସଜା ଶୁଣାଇଛନ୍ତି। ଏହା ସହ କୋର୍ଟ ସଇଦର ସମସ୍ତ ସମ୍ପତ୍ତି ଜବତ କରିବାକୁ ନିର୍ଦେଶ ଦେଇଛନ୍ତି।

ଆସନ୍ତା କାଲିଠୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍

ଆସନ୍ତା କାଲିଠୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍

ସାଧରଣ ଲୋକେ ନେବେ କୋଭିଡ ବୁଷ୍ଟର ଡୋଜ  ।  ଆସନ୍ତା ରବିବାରରୁ ଆରମ୍ଭ ହେବ ଟିକାକରଣ ପକ୍ରିୟା  ।  ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୁଷ୍ଟର ଡୋଜ ।

>