Loading...

ନ୍ୟୁଜ୍

ଦେବାଳିଆ ଶ୍ରୀଲଙ୍କା ଓ ପାକିସ୍ତାନରେ ବି ଭାରତର ଅଧା ମୂଲ୍ୟରେ ମିଳୁଛି ପେଟ୍ରୋଲ ଓ ଡିଜେଲ

ଦେବାଳିଆ ଶ୍ରୀଲଙ୍କା ଓ ପାକିସ୍ତାନରେ ବି ଭାରତର ଅଧା ମୂଲ୍ୟରେ ମିଳୁଛି ପେଟ୍ରୋଲ ଓ ଡିଜେଲ

ସମ୍ପ୍ରତି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଅତିଷ୍ଠ ହୋଇଗଲେଣି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡିବା ଆରମ୍ଭ ହୋଇଛି।

ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା, ଜୁଲାଇ ୧୭ରେ ନିଟ୍‌

ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା, ଜୁଲାଇ ୧୭ରେ ନିଟ୍‌

ପୁଣି ପରିବର୍ତ୍ତନ ହେଲା ଜେଇଇ ମେନ୍‌ ସେସନ-୧ ଓ ୨ ସିଡ୍ୟୁଲ। ଇଂଜିନିୟରିଂ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ଉଦ୍ଦିଷ୍ଟ ଜେଇଇ ମେନ୍‌ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।

ପୁଣି ବଢ଼ିବ କ୍ଷୀର ଦାମ୍‌

ପୁଣି ବଢ଼ିବ କ୍ଷୀର ଦାମ୍‌

ଏବେ କିଛି ଦିନ ପୂର୍ବରୁ ହିଁ କ୍ଷୀର ଦାମ୍‌ ବଢ଼ିଥିଲା। ଅମୂଲ ଏବଂ କ୍ଷୀର ବିକ୍ରି କରୁଥିବା ଅନେକ କମ୍ପାନୀ ଦାମ୍‌ରେ ଦୁଇ ଟଙ୍କା ବୃଦ୍ଧି କରିଥିଲେ।

ଏଣିକି ନିଯୁକ୍ତିର ୫ ବର୍ଷ ମଧ୍ୟରେ ଅବସର ନେବେ ୫୦% ସୈନିକ

ଏଣିକି ନିଯୁକ୍ତିର ୫ ବର୍ଷ ମଧ୍ୟରେ ଅବସର ନେବେ ୫୦% ସୈନିକ

ଏଣିକି ସେନାରେ ବି ଠିକାରେ ସୈନିକମାନଙ୍କୁ ନିଯୁକ୍ତି ଦିଆଯିବ । ସରକାରଙ୍କ ଚିଠା ସେନା ନିଯୁକ୍ତି ନୀତି ଅନୁସାରେ ନୂଆ ନିଯୁକ୍ତି ପାଉଥିବା ପ୍ରାୟ ୫୦ ପ୍ରତିଶତ ସୈନିକ ୫ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିବେ ।

ଅଭିମାନ ଥିଲା ବୋଲି ଭାଙ୍ଗିଦେଲି ଜଗାର ଚୁଲା

ଅଭିମାନ ଥିଲା ବୋଲି ଭାଙ୍ଗିଦେଲି ଜଗାର ଚୁଲା

ମହାଲକ୍ଷ୍ମୀ କାହାକୁ କେଞ୍ଚାଏ ତ କାହାକୁ ମେଞ୍ଚାଏ ଦେଉଛନ୍ତି। ରୋଷଘରେ କେବଳ ବେପାର ଚାଲିଛି। କିଛି ବି ବ୍ୟବସ୍ଥା କରୁନାହାନ୍ତି। ଏଥିପାଇଁ ମନରେ ଅସନ୍ତୋଷ ଓ ଅଭିମାନ ଥିଲା।

ମାନସ ସ୍ଵାଇଁ ହତ୍ୟା ମାମଲା: ମେମୋରି ଚିପ୍ ପାଇଁ ୧୦ ହଜାର ଟଙ୍କା ମାଗୁଥିଲେ ମାନସ

ମାନସ ସ୍ଵାଇଁ ହତ୍ୟା ମାମଲା: ମେମୋରି ଚିପ୍ ପାଇଁ ୧୦ ହଜାର ଟଙ୍କା ମାଗୁଥିଲେ ମାନସ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଶେଷ ଦିନରେ ଶର୍ମିଷ୍ଠା, ଝୁନା ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ଚିପ୍ ଫେରାଇବା ପାଇଁ ମାନସ ୧୦ ହଜାର ଦାବି କରିଥିଲେ ବୋଲି ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚକୁ ତଥ୍ୟ ମିଳିଛି ।

ଆଜି ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା

ଆଜି ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା

ଗତକାଲି ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଓ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୨ଜଣ ଗୁରୁତର ହୋଇଛନ୍ତି ।

ବାତ୍ୟା ଆଶଙ୍କା କ୍ଷୀଣ: ପାଣିପାଗ ବିଭାଗ

ବାତ୍ୟା ଆଶଙ୍କା କ୍ଷୀଣ: ପାଣିପାଗ ବିଭାଗ

ବୁଧବାର ଦକ୍ଷିଣ ଆଣ୍ଡାମାନସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବ। ଯାହାର ପ୍ରଭାବରେ ୬ ତାରିଖରୁ ଦକ୍ଷିଣ ପୂର୍ବ ବଙ୍ଗୋପାସଗରେ ଓ ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ୪୦-୫୦ କିମି ପହଞ୍ଚିବ।

>