Loading...

ନ୍ୟୁଜ୍

ଆଗାମୀ ଫିଲ୍ମ ପାଇଁ ଓଜନ ବଢାଉଛନ୍ତି ରିତେଶ ଦେଶମୁଖ

ଆଗାମୀ ଫିଲ୍ମ ପାଇଁ ଓଜନ ବଢାଉଛନ୍ତି ରିତେଶ ଦେଶମୁଖ

ରିତେଶ ନିକଟରେ ଇନ୍‌ଷ୍ଟାଗ୍ରାମ୍‌ରେ ଆଉ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରିତେଶ ଜମେଇକି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି।ଭିଡିଓରେ ରିତେଶ ଆଙ୍ଗୁଳି ଚାଟି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି।

ଭାରତର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍, ୨୨ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ, ପାକିସ୍ତାନର ୪ ସାମିଲ

ଭାରତର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍, ୨୨ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ, ପାକିସ୍ତାନର ୪ ସାମିଲ

ଦେଶ ସୁରକ୍ଷାର ସୁରକ୍ଷା ସର୍ବାଗ୍ରେ, ମିଛ ସନ୍ଦେଶ ପହଞ୍ଚାଇଲେ ହେବ ଆକ୍ସନ । କେନ୍ଦ୍ର ସରକାର ବଡ଼ ଆକ୍ସନ ନେଇ ଦେଶରେ ବ୍ୟାନ କଲେ ୨୨ ୟୁଟ୍ୟୁବ ଚ୍ୟାନେଲ।

ଆଧାର କାର୍ଡରେ ଝିଅର ନାଁ ‘ମଧୁର ୫ମ ଛୁଆ’

ଆଧାର କାର୍ଡରେ ଝିଅର ନାଁ ‘ମଧୁର ୫ମ ଛୁଆ’

ଦିନେଶ ନାମକ ବ୍ୟକ୍ତିଙ୍କର ୫ ସନ୍ତାନ ଅଛନ୍ତି ଏବଂ ୩ ଜଣ ଗାଁ ପ୍ରାଥମିକ ସ୍କୁଲରେ ପାଠ ପଢ଼ନ୍ତି। ଆଧାର କାର୍ଡ ତିଆରିର ଦୁଇ ବର୍ଷ ପରେ ଯେତେବେଳେ ଦିନେଶ ଝିଅ ଆରତିର ନାମ ଲେଖାଇବା ପାଇଁ ସ୍କୁଲ ଯାଇଥିଲେ, ତ ସମସ୍ତେ ଚକିତ ହୋଇ ପଡ଼ିଥିଲେ।

ଗୁରମିତ ଏବଂ ଦେବିନାଙ୍କ ଘରକୁ ଆସିଲେ କୁନି ଅତିଥି

ଗୁରମିତ ଏବଂ ଦେବିନାଙ୍କ ଘରକୁ ଆସିଲେ କୁନି ଅତିଥି

ଟେଲି ଜଗତର ଆଉ ଜଣେ ଜଣାଶୁଣା ଯୋଡି ଗୁରମିତ ଚୌଧୁରୀ ଏବଂ ଦେବିନା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଦେବିନା ୩ ତାରିଖରେ ଅର୍ଥାତ୍‌ ଗତକାଲି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ଝାଡଖଣ୍ଡରୁ ବନ୍ଧାହେଲା ନକଲି ଡାକ୍ତର ରମେଶ ସ୍ବାଇଁର ଅସଲି ଡାକ୍ତରୀ ପତ୍ନୀ କମଳା

ଝାଡଖଣ୍ଡରୁ ବନ୍ଧାହେଲା ନକଲି ଡାକ୍ତର ରମେଶ ସ୍ବାଇଁର ଅସଲି ଡାକ୍ତରୀ ପତ୍ନୀ କମଳା

ରସିକିଆ ନକଲି ଡାକ୍ତର ରମେଶଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ କମଳା ସ୍ୱାଇଁଙ୍କୁକୁ କମିସନରେଟ ପୁଲିସର ପିଙ୍କ ଟିମ ଗିରଫ କରିଥିବାର ସୂଚନା ମିଳିଛି। କମଳା ଥଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ଵିତୀୟ ପତ୍ନୀ।

PCC ସଭାପତି ପରିବର୍ତ୍ତନ ନେଇ ଜୋର ଧରିଲା ଚର୍ଚ୍ଚା, କାହା ନାଁରେ ବାଜିବ ମୋହର ?

PCC ସଭାପତି ପରିବର୍ତ୍ତନ ନେଇ ଜୋର ଧରିଲା ଚର୍ଚ୍ଚା, କାହା ନାଁରେ ବାଜିବ ମୋହର ?

ସାରା ଦେଶରେ ଏବେ କଂଗ୍ରେସର ଅବସ୍ଥା ବେହାଲ । ଓଡ଼ିଶାରେ କଂଗ୍ରେସ ବିପର୍ଯ୍ୟସ୍ତ କଥା କହିଲେ ନସରେ । ରାଜ୍ୟ କଂଗ୍ରେସ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଗୋଷ୍ଠୀ କନ୍ଦଳ, PCC ନେତୃତ୍ୱଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଦଳ ଏବେ ରାଜ୍ୟବାସୀଙ୍କ ଭରସା ଜିତି ପାରୁନାହିଁ ।

ଆଜି ଭଦ୍ରକର ୬ଟି ବୁଥରେ ସାନି ମତଦାନ

ଆଜି ଭଦ୍ରକର ୬ଟି ବୁଥରେ ସାନି ମତଦାନ

ଆଜି ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର 4ଟି ଓ୍ବାର୍ଡର 6ଟି ବୁଥରେ ସାନି ମତଦାନ । ଆଉ କିଛି ସମୟ ପରେ ଭୋଟ ଦେବେ ଭୋଟର । ଅପରାହ୍ନ ୪ଟା ଯାଏ ମତଦାନ ଅନୁଷ୍ଠିତ ହେବ ।

ମାନସ ହତ୍ୟା ପଛରେ ୬୦ ‘ରହସ୍ୟମୟ ଭିଡିଓ’: କ୍ରାଇମ ବ୍ରାଞ୍ଚ ହାତରେ ଲାଗିଲା ଅଶ୍ଲୀଳ ଫିଲ୍ମ ଭିଡିଓ

ମାନସ ହତ୍ୟା ପଛରେ ୬୦ ‘ରହସ୍ୟମୟ ଭିଡିଓ’: କ୍ରାଇମ ବ୍ରାଞ୍ଚ ହାତରେ ଲାଗିଲା ଅଶ୍ଲୀଳ ଫିଲ୍ମ ଭିଡିଓ

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ପଛରେ ରହିଛି ରହସ୍ୟମୟ ୬୦ଟି କ୍ଷୁଦ୍ର ଓ ବାହାଘର ଭିଡିଓ। ସମ୍ପୂର୍ଣ୍ଣା ଓ୍ବେବ୍‌ପୋର୍ଟାଲରୁ ମାନସ ଚାକିରି ଛାଡ଼ିବାପରେ ଅଫିସ କମ୍ପ୍ୟୁଟରରୁ ଏହି ଭିଡିଓଗୁଡିକୁ ଏକ ମେମୋରି କାର୍ଡରେ ନେଇଯିବା ସହିତ ସେଗୁଡିକୁ ଡିଲିଟ୍ କରି ଦେଇଥିଲେ।

>