Loading...

ନ୍ୟୁଜ୍

ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଲେ ୩୬ ହଜାର ୱାର୍ଡ ମେମ୍ବର ଓ ଜଣେ ଜିଲ୍ଲା ପରିଷଦ

ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଲେ ୩୬ ହଜାର ୱାର୍ଡ ମେମ୍ବର ଓ ଜଣେ ଜିଲ୍ଲା ପରିଷଦ

ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ଜୋନ୍-୨ରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚନ ଜିତିଛନ୍ତି ।

ଏଣିକି ଡୋଜ୍‌ ପିଛା ୨୭୫ ଟଙ୍କାରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଟୀକା

ଏଣିକି ଡୋଜ୍‌ ପିଛା ୨୭୫ ଟଙ୍କାରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଟୀକା

ଖୁବଶୀଘ୍ର ଦେଶରେ ହ୍ରାସ ପାଇବ କରୋନା ବିରୋଧୀ ଟିକାର ଦାମ। ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଦାମ ଡୋଜ୍‌ ପିଛା ୨୭୫ ଟଙ୍କା ରହିବ।

ଆଜିଠୁ ୟୁଟ୍ୟୁବ୍‌ରେ ପାଠ ପଢିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଆଜିଠୁ ୟୁଟ୍ୟୁବ୍‌ରେ ପାଠ ପଢିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନିୟମିତ ଭାବେ କ୍ଳାସ କରାଯିବ ।ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ କ୍ଳାସର ତଥ୍ୟ ଦିଆଯିବ।

‘ବିରାଟ’ର ଶେଷ ଗଣତନ୍ତ୍ର ଦିବସ ପରେଡ୍‌! ୧୩ ଥର ଅଂଶଗ୍ରହଣ କରି ଆଜି ହିଁ ନେଉଛି ଅବସର

‘ବିରାଟ’ର ଶେଷ ଗଣତନ୍ତ୍ର ଦିବସ ପରେଡ୍‌! ୧୩ ଥର ଅଂଶଗ୍ରହଣ କରି ଆଜି ହିଁ ନେଉଛି ଅବସର

ବିରାଟ ହେମପୁରସ୍ଥିତ ରିମାଉଣ୍ଟ ଟ୍ରେନିଂ ସ୍କୁଲରୁ ବର୍ଷ ୨୦୦୩ରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ସାମିଲ ହୋଇଥିଲା। ଏହା ହୋନୋଭେରିୟନ ପ୍ରଜାତିର ଘୋଡ଼ା।

ଗଣତନ୍ତ୍ର ଦିବସରେ ଜାଣନ୍ତୁ ଦେଶର ଶତ୍ରୁ ସହ ଲଢିଥିବା ଏହି ବୀରଙ୍କ କାହାଣୀ ଯାହାକି ବଲିଉଡରେ ଫିଲ୍ମ ରୂପରେ

ଗଣତନ୍ତ୍ର ଦିବସରେ ଜାଣନ୍ତୁ ଦେଶର ଶତ୍ରୁ ସହ ଲଢିଥିବା ଏହି ବୀରଙ୍କ କାହାଣୀ ଯାହାକି ବଲିଉଡରେ ଫିଲ୍ମ ରୂପରେ

ଆପଣ ଜାଣିଛନ୍ତି ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ।

>