Loading...

ନ୍ୟୁଜ୍

ଇଭିଏମରେ ସିଲ ପଦମପୁର ଭାଗ୍ୟ, ପଦମପୁର ପାଇବ ଦାବିଦାର

ଇଭିଏମରେ ସିଲ ପଦମପୁର ଭାଗ୍ୟ, ପଦମପୁର ପାଇବ ଦାବିଦାର

କିଏ ଜିତିଛି ପଦମପୁରବାସୀଙ୍କୁ ହୃଦୟ । କାହାକୁ ଭରସା କରିଛନ୍ତି ଭୋଟର । ଆସନ୍ତାକାଲି ଆସିବ ପଦମପୁର ରାୟ । ଇଭିଏମ କହିବ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ ଫଳ । କାଲି ଗଣତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, କମିବ ଶୀତ ବଢିବ ରାତ୍ରି ତାପମାତ୍ରା

ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, କମିବ ଶୀତ ବଢିବ ରାତ୍ରି ତାପମାତ୍ରା

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର (Low Pressure Area over Southeast Bay of Bengal ) ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବାକୁ ଥିବା ବେଳେ ରାତି ତାପମାତ୍ରା ବଢିବା ସହିତ ରାଜ୍ୟରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ସୂଚନା ଦିଆଯାଇଛି ।

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ୨ ଭୂ-କମ୍ପ

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ୨ ଭୂ-କମ୍ପ

୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଭୂ-କମ୍ପ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୮ଟା ୩୨ରେ ଉତ୍ତର-ପଶ୍ଚିମ ବ‌ଙ୍ଗୋପସାଗରରେ ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା।

ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି

ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି

ଋଷ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ ସୋ’ ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି । ମ୍ୟାନ୍ ଭରସେସ୍ ୱାଇଲ୍ଡର ଉପସ୍ଥାପକ ବେୟର୍ ଗ୍ରିଲ୍ସଙ୍କ ସହ ଜଙ୍ଗଲ ବୁଲିବେ ଜେଲେନସ୍କି ।

୭ ଦିନିଆ ଇଡି ରିମାଣ୍ଡରେ ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ

୭ ଦିନିଆ ଇଡି ରିମାଣ୍ଡରେ ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ

ଏବେ ଅର୍ଚ୍ଚନାଙ୍କୁ ଜେରା କରିବାକୁ ଯାଉଛି ଇଡିର ତଦନ୍ତ ଅଧିକାରୀ ଟିମ୍ । ତେଣୁ ନୂଆ ନାଁ ଏବେ ସାମ୍ନାକୁ ଆସିପାରେ । କାରଣ ଗତକାଲି ସେ ତଥାକଥିତ ପୀଡିତଙ୍କ କଥା ଉଠାଇଥିଲେ ମିଡିଆ ସାମ୍ନାରେ ।ସେପଟେ ସୋମବାର କୋର୍ଟରେ ହାଜର ହେବା ବେଳେ ଅର୍ଚ୍ଚନା ଗଣମାଧ୍ୟମକୁ ଦେଇଥିବା ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ପୁଣି ଓଡ଼ିଶାକୁ ବାତ୍ୟା ଭୟ

ପୁଣି ଓଡ଼ିଶାକୁ ବାତ୍ୟା ଭୟ

ବଙ୍ଗୋପସାଗରରେ ଆସୁଛି ପୁଣି ଏକ ବାତ୍ୟା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଅବପାତର ରୂପ ନେବା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ।

ଅସହ୍ୟ ଥଣ୍ଡାରେ ଅସ୍ତବ୍ୟସ୍ତ କୋରାପୁଟ

ଅସହ୍ୟ ଥଣ୍ଡାରେ ଅସ୍ତବ୍ୟସ୍ତ କୋରାପୁଟ

ସାରା ରାଜ୍ୟରେ ଏବେ ଅସହ୍ୟ ଥଣ୍ଡା । ଗତ କିଛି ଦିନ ହେବ ଏମିତି ଜାଡ଼ ହେଉଛି ଯେ ସକାଳେ ଓ ସନ୍ଧ୍ୟାରେ ଘରୁ ବାହାରିବା ମୁସ୍କିଲ୍ । ଆସନ୍ତା ୩ ଦିନରେ ପାରଦ ଆହୁରି ୩ ଡିଗ୍ରୀ ଖସିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ଆସିଲାଣି ପର୍ଯ୍ୟଟନ ଋତୁ, ଜମିଲାଣି ବଣଭୋଜି

ଆସିଲାଣି ପର୍ଯ୍ୟଟନ ଋତୁ, ଜମିଲାଣି ବଣଭୋଜି

ଆସିଲାଣି ପର୍ଯ୍ୟଟନ ଋତୁ। ଆରମ୍ଭ ହୋଇଗଲାଣି ବଣଭୋଜି ଆସର। ବିଭିନ୍ନ ପିକ୍‌ନିକ୍‌ ସ୍ପଟ୍‌ରେ ଲୋକମାନେ ସାଙ୍ଗସାଥୀ ଓ ପରିବାରବର୍ଗଙ୍କୁ ନେଇ ବଣଭୋଜିର ମଜା ନେଉଛନ୍ତି।

>