ଆଜି ରାତିରେ ଟ୍ବିଟର ପାଇବ ତାର ନୂଆ ମାଲିକ
ଟେସ୍ଲା ସିଇଓ ଏଲନ ମସ୍କ ଆଜି ରାତିରେ ଟ୍ୱିଟରର ନୂଆ ମାଲିକ ହୋଇପାରନ୍ତି । ଦ ଓ୍ୱାଲ ଷ୍ଟ୍ରିଟ୍ ଜର୍ନାଲ ଅନୁସାରେ, ଏଲନ ମସ୍କ ଏହି ସୋସିଅଲ ମିଡିଆ ସାଇଟକୁ କିଣିବା ପାଇଁ ଡିଲ୍ ଉପସ୍ଥାପନ କରିଥିଲେ, ଯାହାକୁ ନେଇ ପୁଣିଥରେ ବିଚାର ବିମର୍ଷ କରୁଛି ଟ୍ୱିଟର ।