Loading...

ନ୍ୟୁଜ୍

କମିଲା ଖାଇବା ତେଲର ଦାମ୍

କମିଲା ଖାଇବା ତେଲର ଦାମ୍

ବିଶ୍ବ ବଜାରରେ ଦର ଉଚ୍ଚ ସ୍ତରରେ ରହିଥିଲେ ମଧ୍ୟ ଆମଦାନି ଶୁଳ୍କ ହ୍ରାସ କରାଯାଇଥିବାରୁ ଗତ କିଛି ମାସ ଭିତରେ ଦେଶରେ ଖାଇବା ତେଲ ଦାମ୍ ହ୍ରାସ ପାଇଛି।

ଆକାଶରୁ ଖସିଲା ୬୦ କିଲୋ ଓଜନର କୁଆପଥର

ଆକାଶରୁ ଖସିଲା ୬୦ କିଲୋ ଓଜନର କୁଆପଥର

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ପଂଚାୟତ ଅନ୍ତର୍ଗତ ବାଦିବାହାଲ ଗ୍ରାମରେ ମଙ୍ଗଳବାର ଧରଣୀ ଛତ୍ରିଆଙ୍କ ଘର ପଛ ପଟ ଜମିରେ ପ୍ରାୟ ୬୦ କିଲୋ ଓଜନର କୁଆ ପଥର ଆକାଶରୁ ପ୍ରବଳ ଶଦ୍ଦରେ କରି ପଡ଼ିଥିଲା।

ବିଦ୍ୟାଭାରତୀ ହିଁ ଦୋଷୀ- ୩ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ

ବିଦ୍ୟାଭାରତୀ ହିଁ ଦୋଷୀ- ୩ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ହିଁ ଦୋଷୀ। ଗତକାଲି ରାତିରେ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ । ।

ଆଜି ବି ହରଭାଇଙ୍କୁ ଝୁରୁଛି ଓଡିଶା

ଆଜି ବି ହରଭାଇଙ୍କୁ ଝୁରୁଛି ଓଡିଶା

ଫିଲ୍ମ ପୁରୁଣା ହୋଇଛି ସହ ହେଲେ ଆଜିବି ଲୋକଙ୍କ ମନରେ ସତେଜ ହୋଇ ରହିଛି ଓଲିଉଡର ଚର୍ଚ୍ଚିତ ଖଳନାୟକ ହର ପଟ୍ଟନାୟକଙ୍କ ସମସ୍ତ ଡାଇଲଗ । ସାରା ଓଡିଶା ଥିଲା ତାଙ୍କ ଡାଇଲଗର ଫ୍ୟାନ।

>