Loading...

ନ୍ୟୁଜ୍

ପୁଣି ଚର୍ଚ୍ଚାରେ ନୀରଜ ଚୋପ୍ରାଙ୍କ ଇନଷ୍ଟା ଫଟୋ

ପୁଣି ଚର୍ଚ୍ଚାରେ ନୀରଜ ଚୋପ୍ରାଙ୍କ ଇନଷ୍ଟା ଫଟୋ

ନୀରଜ ଗୋଟିଏ ଗ୍ଲାସ ଚା’ ସହିତ ଏକ ରୁଟି ହାତରେ ଧରିଥିବାର ନଜର ଆସୁଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି କି, ‘ଖାଅ ରୁଟି ପିଅ ଚା’, ଟେନ୍ସନକୁ କର ବାଏ ବାଏ’।

କେମିତି ଏତେ ଶାନ୍ତ ଓ ଧୀର ରୁହନ୍ତି ଧୋନି ଜାଣନ୍ତୁ କିପରି

କେମିତି ଏତେ ଶାନ୍ତ ଓ ଧୀର ରୁହନ୍ତି ଧୋନି ଜାଣନ୍ତୁ କିପରି

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ‘କ୍ୟାପଟେନ୍ କୁଲ୍’ ଭାବେ ପରିଚିତ। ମଇଦାନରେ କିପରି ନିଜ ଆବେଗକୁ ନିୟନ୍ତ୍ରଣ କରିବାକୁ ହୁଏ, ତାହା ହୁଏତ ଧୋନିଙ୍କଠାରୁ ଭଲଭାବେ କେହି ଜାଣି ନଥିବେ।

ଗିରଫ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ

ଗିରଫ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ

ନିଜର ସାଥୀ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ବିପକ୍ଷରେ ଜାତିଗତ ଟିପ୍ପଣୀ ଦେଇ ସେ ହୋଇଛନ୍ତି ଗିରଫ ।ଜାତିଗତ ଟିପ୍ପଣୀ କରିବା ମାମଲାରେ ହରିୟାଣା ହିସାର ଜିଲ୍ଲାରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଗିରଫ କରାଯାଇଛି ।

ଦୈନିକ ଇସ୍ରାଏଲ୍‌ ଉପରେ ପଡିପାରେ ୨୦୦୦ ରକେଟ୍‌

ଦୈନିକ ଇସ୍ରାଏଲ୍‌ ଉପରେ ପଡିପାରେ ୨୦୦୦ ରକେଟ୍‌

ଚଳିତ ବର୍ଷ ମେ ମାସରେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲୀୟ ସେନା ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ସହ ୧୧ ଦିନ ଯୁଦ୍ଧ କରିଥିଲା। ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ଇହୁଦୀ ରାଷ୍ଟ୍ର ଇସ୍ରାଏଲ୍‌ ଉପରକୁ ପ୍ରାୟ ୪,୪୦୦ ରକେଟ୍‌ ନିକ୍ଷେପ କରିଥିଲା।

ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ

ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ

ବାବୁଲ ବିଜେପି ଛାଡ଼ିବା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ରମନ୍ତ୍ରୀ ପଦରୁ ଦଳର ନିର୍ଦ୍ଦେଶକ୍ରମେ ଇସ୍ତଫା ଦେଇଥିଲେ। ଏ ସମ୍ପର୍କରେ ସେ ଫେସବୁକରେ ସୂଚନା ଦେଇଥିଲେ।

ଚତୁର୍ଥ ଥର ପାଇଁ ED ପଚରାଉଚରାରେ ସାମିଲ ହେଲେନି ଜ୍ୟାକଲିନ୍

ଚତୁର୍ଥ ଥର ପାଇଁ ED ପଚରାଉଚରାରେ ସାମିଲ ହେଲେନି ଜ୍ୟାକଲିନ୍

୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ନିମନ୍ତେ ପାଇଥିବା ସମନ୍‌କୁ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଆଜି ଚତୁର୍ଥ ଥର ଏଡ଼ାଇ ଦେଇଛନ୍ତି।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନ ହେଲେ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟାନ: ସମୀର ଦାସ

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନ ହେଲେ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟାନ: ସମୀର ଦାସ

ରାଜ୍ୟରେ ଆସନ୍ତା ଜାନୁଆରୀ ୫ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ ପରୀକ୍ଷା ହେବ । ଯଦି ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ନହୁଏ, ଏହି ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ ।

>