Loading...

ନ୍ୟୁଜ୍

ପ୍ରଚଣ୍ଡ ଖରାରେ ଶିଝୁଛି ଓଡିଶା, ୩ ଦିନ ପାଇଁ କିଛି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି

ପ୍ରଚଣ୍ଡ ଖରାରେ ଶିଝୁଛି ଓଡିଶା, ୩ ଦିନ ପାଇଁ କିଛି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି

ଆସନ୍ତାକାଲିଠୁ ୩ ଦିନ ପାଇଁ କିଛି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୫ ତାରିଖ ପାଇଁ ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି ।

ରାଖୀଙ୍କ ବିରୋଧରେ ଏଫ୍‌ଆଇଆର୍‌

ରାଖୀଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣି ସମସ୍ୟାରେ ପଡ଼ିଛନ୍ତି କଣ୍ଟ୍ରୋଭର୍ସି କୁଇନ୍ ରାଖୀ ସାୱନ୍ତ। ତାଙ୍କ ନାଁରେ ଥାନାରେ ଦିଆଯାଇଛି ଏଫ୍‌ଆଇଆର। ଆଦିବାସୀଙ୍କ ପୋଷାକକୁ ଉପହାସ କରିବା ଅଭିଯୋଗରେ ଝାଡ଼ଖଣ୍ଡର ରାଞ୍ଚିରେ ତାଙ୍କ ବିରୋଧରେ ଦିଆଯାଇଛି ଏଫ୍‌ଆଇଆର୍‌।

ନିଉଜ୍ ଚ୍ୟାନେଲ ପାଇଁ ଆଡଭାଇଜରୀ ଜାରି କଲା କେନ୍ଦ୍ର ସରକାର

ନିଉଜ୍ ଚ୍ୟାନେଲ ପାଇଁ ଆଡଭାଇଜରୀ ଜାରି କଲା କେନ୍ଦ୍ର ସରକାର

ରୁଷ-ୟୁକ୍ରେନ ଯୁଦ୍ଧ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡସ୍ପିକର ଉପରେ ଚାଲିଥିବା ବିତର୍କକୁ ନେଇ ଯେଉଁଭଳି ଭାବେ ଖବର ପ୍ରକାଶିତ ବା ପ୍ରସାରଣ କରାଯାଉଛି, ଏହାକୁ ନେଇ ଆପତ୍ତି ଉଠାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।

ପୁଟିନଙ୍କୁ ଭେଟିବେ ଜାତିସଂଘ ମୁଖ୍ୟ ଏନ୍ତୋନିୟୋ ଗୁତାରେସ

ପୁଟିନଙ୍କୁ ଭେଟିବେ ଜାତିସଂଘ ମୁଖ୍ୟ ଏନ୍ତୋନିୟୋ ଗୁତାରେସ

ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ଆସନ୍ତା ସପ୍ତାହରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ମସ୍କୋ ଯିବେ । ଏହି କ୍ରମରେ ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ ଆଲୋଚନା କରିବେ । ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବାର ବି କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ଦିନ ଏନେଇ ବିଶ୍ୱ ସଂସ୍ଥା ସୂଚନା ଦେଇଛି ।

ବିବାହ ବନ୍ଧନରେ ବାନ୍ଧିହେଲେ IAS ଟିନା ଡାବି ଓ ପ୍ରଦୀପ

ବିବାହ ବନ୍ଧନରେ ବାନ୍ଧିହେଲେ IAS ଟିନା ଡାବି ଓ ପ୍ରଦୀପ

ଆଇଏଏସ୍ ଟିନା ଡାବି ଏବଂ ଆଇଏଏସ୍ ପ୍ରଦୀପ ଗୱାଣ୍ଡେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜୟପୁରର ଏକ ପଞ୍ଚ ତାରକା ହୋଟେଲରେ ଦୁହେଁ ପରସ୍ପରର ଜୀବନସାଥୀ ହୋଇଛନ୍ତି । ବିବାହର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ଆଜି ଉତପ୍ତ ସହର ଭୁବନେଶ୍ବର, ଆସନ୍ତା ୨୪ ଘଣ୍ଟା ଭିତରେ ଘଡ଼ଘଡ଼ି ଓ ବଜ୍ରପାତ ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଉତପ୍ତ ସହର ଭୁବନେଶ୍ବର, ଆସନ୍ତା ୨୪ ଘଣ୍ଟା ଭିତରେ ଘଡ଼ଘଡ଼ି ଓ ବଜ୍ରପାତ ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା । ଗତ କିଛି ଦିନ ହେବ ରାଜ୍ୟରେ ଅଧିକାଂଶ ଜିଲାରେ ପ୍ରଚଣ୍ଡ ଖରା ଅନୁଭବ ହେଉଛି। ଏକ ସପ୍ତାହ ମଧ୍ୟରେ ବଲାଙ୍ଗୀର,ଅନୁଗୁଳ ଆଦି ସ୍ଥାନରେ ସର୍ବାଧିକ ତାପମାତ୍ରା ଅନୁଭୁବ ହେଉଥିବା ବେଳେ ଆଜି ଖରା ତାତିରେ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର।

ଏଣିକି ପଶ୍ଚିମ ଦ୍ୱାର ଦେଇ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଏଣିକି ପଶ୍ଚିମ ଦ୍ୱାର ଦେଇ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆସନ୍ତା ୨୯ ତାରିଖରୁ ଭକ୍ତମାନେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ତାନ କରିବେ। ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

>