ଅସହ୍ୟ ଗୁଳଗୁଳିରେ ଅସହ୍ୟ ଜୀବନ, ଚଳିତବର୍ଷ ଡେରିରେ ଆସିବ ମୌସୁମୀ
ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ୁଛି।
Loading...
ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ୁଛି।
ଗୁରୁବାର ଦିନ ୧୦ଟାରେ ବୋର୍ଡ ୱେବ ସାଇଟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି।
ଏଣିକି ବିନା ସିଭିଭିରେ ଅନଲାଇନ୍ ପେମେଣ୍ଟ୍ ସୁବିଧା ପାଇବେ ଗ୍ରାହକ। ଏଭଳି ସୁଯୋଗ ଦଉଛି ଇ-କମର୍ସ। ଇ-କମର୍ସରେ ପେମେଣ୍ଟ୍ ଲାଗି ଯେଉଁମାନେ କାର୍ଡର ଟୋକେନାଇଜେସନ୍ କରିଥିବେ ସେମାନେ ବିନା ସିଭିଭିରେ ପେମେଣ୍ଟ୍ କରିପାରିବେ।
ଆସନ୍ତା ମେ’ ୨୪ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା। ଏନେଇ ଗତକାଲି ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକର ନିସ୍ପତି ଅନୁସାରେ ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଓ ବିବାହ ଯାତ୍ରା ବେଳେ ଜିଜେକୁ ନିଷେଧ କରାଯାଇଛି।
ବଲାଙ୍ଗିର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ। ଓଡିଶାର କଳି ଏବେ ଉତ୍ତରାଖଣ୍ଡ ଥାନାରେ। ରାଜପରିବାର ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ରାଜପରିବାରର ବୋହୁ।
ଆଜି ପୂର୍ବାହ୍ନ ୧୧ଟା ୧୦ ମିନିଟ୍ ସମୟରେ ପୁଣି ପୁରୀରୁ ହାୱଡ଼ାକୁ ବନ୍ଦେ ଭାରତ ଏକ୍ସପ୍ରେସ୍ର ଟ୍ରାଏଲ ରନ। ଆସନ୍ତା ୧୮ ତାରିଖ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଉଦ୍ଘାଟନ ହେବ।
ଅଦା ଶର୍ମାଙ୍କ ଅଭିନୀତ ‘ଦ କେରଲା ଷ୍ଟୋରି’ ବକ୍ସ ଅଫିସରେ ହଙ୍ଗାମ ସୃଷ୍ଟି କରୁଛି। ଚଳଚ୍ଚିତ୍ରର ଓପନିଂ ବେଶ ଭଲ ଥିଲା ଆଉ ସେବେଠାରୁ ଏହାର କଲେକସନ ଦିନକୁ ଦିନ ବୃଦ୍ଧି ପାଇଛି।
ରବିବାର ଅପରାହ୍ନରେ ସାମୁଦ୍ରିକ ବାତ୍ୟା ‘ମୋଚା’ କକ୍ସ ବଜାର ନିକଟ ବାଂଲାଦେଶ ଏବଂ ଉତ୍ତର ମ୍ୟାନ୍ମାର ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି।