Loading...

ନ୍ୟୁଜ୍

ପାକିସ୍ତାନରେ ପଢିଥିଲେ ଭାରତରେ ନାହିଁ ଚାକିରି

ପାକିସ୍ତାନରେ ପଢିଥିଲେ ଭାରତରେ ନାହିଁ ଚାକିରି

ଭାରତର ଯେକୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯିଏ ପାକିସ୍ତାନର ଯେକୌଣସି ଡିଗ୍ରୀ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ଇଚ୍ଛା କରନ୍ତି, ପାକିସ୍ତାନରେ ପ୍ରାପ୍ତ ଶିକ୍ଷାଗତ ଯୋଗ୍ୟତା (ଯେକୌଣସି ବିଷୟ) ଆଧାରରେ ଭାରତର ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ।

ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ନାଗା ଚୈତନ୍ୟ!

ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ନାଗା ଚୈତନ୍ୟ!

ସାଉଥର ଚର୍ଚ୍ଚିତ ଯୋଡି ସାମନ୍ଥା ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ହଠାତ୍‌ ସେମାନଙ୍କର ଅଲଗା ହେବାର ଖବର ତାଙ୍କର ଫ୍ୟାନ୍ସମାନଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲା ।

ଆହୁରି ସୁଦୃଢ ହେବ ଭାରତ-ବ୍ରିଟେନ୍‌ ସମ୍ପର୍କ

ଆହୁରି ସୁଦୃଢ ହେବ ଭାରତ-ବ୍ରିଟେନ୍‌ ସମ୍ପର୍କ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନରେ ଦିଲ୍ଲୀ ହାଇଦ୍ରାବାଦ ହାଉସ୍‌ରେ ଦୁଇ ଦେଶର ପ୍ରତିନିଧି ମଣ୍ଡଳୀ ଆଲୋଚନା ହୋଇଥିଲା । ଆଜି ସକାଳେ ରାଷ୍ଟ୍ରପତି ଭବନରେ ଜନ୍‌ସନ୍‌ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପିଏମ୍‌ ମୋଦି ।

ଏଣିକି ସ୍ପିଡ୍ ଲିମିଟ୍ ୫୦ ବଦଳରେ ହେବ ୭୦

ଏଣିକି ସ୍ପିଡ୍ ଲିମିଟ୍ ୫୦ ବଦଳରେ ହେବ ୭୦

ରାଜଧାନୀର ୧୧ଟି ପ୍ରମୁଖ ରାସ୍ତାରେ ଗାଡ଼ିର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ଡେଇଁଲେ ମୋବାଇଲ ଫୋନକୁ ଯାଉଥିଲା ଚାଲାଣ ମେସେଜ୍। ୨ ହଜାର ଟଙ୍କା ଜରିମାନ ପଡ଼ୁଥିଲା।

ତିହାର ଜେଲ୍‌ରେ ପୁଣି ଗୋଷ୍ଠୀ ସଙ୍ଘର୍ଷ, ୧୫ କଏଦୀ ଗୁରୁତର

ତିହାର ଜେଲ୍‌ରେ ପୁଣି ଗୋଷ୍ଠୀ ସଙ୍ଘର୍ଷ, ୧୫ କଏଦୀ ଗୁରୁତର

ଦିଲ୍ଲୀର ତିହାର ଜେଲ୍‌ରେ ପୁଣି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି । ୮ ନମ୍ଵର ଓ ୯ ନମ୍ଵର ସେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ ହୋଇଥିଲା ଏହି ଗୋଷ୍ଠୀ ସଙ୍ଘର୍ଷଗୁରୁତର କଏଦୀମାନଙ୍କ ଚିକିତ୍ସା ଚାଲିଛି।

ଡୋରଣ୍ଡା ଦୁର୍ନୀତିରେ ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ମଞ୍ଜୁର

ଡୋରଣ୍ଡା ଦୁର୍ନୀତିରେ ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ମଞ୍ଜୁର

ଗୋଖାଦ୍ୟ ଦୁର୍ନୀତି ସମ୍ବନ୍ଧୀୟ ୧୩୯.୩୫ କ‌ୋଟି ଟଙ୍କାର ଡୋରଣ୍ଡା ଦୁର୍ନୀତିରେ ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ଖୁବଶୀଘ୍ର ଦିଲ୍ଲୀରେ ବେରୋଜଗାରଙ୍କୁ ବେକାରି ଭତ୍ତା ଦେବ ଆପ ସରକାର

ଖୁବଶୀଘ୍ର ଦିଲ୍ଲୀରେ ବେରୋଜଗାରଙ୍କୁ ବେକାରି ଭତ୍ତା ଦେବ ଆପ ସରକାର

ଖୁବଶୀଘ୍ର ଦିଲ୍ଲୀରେ ମିଳିବ ବେକାରି ଭତ୍ତା । ଦିଲ୍ଲୀରେ ରହୁଥିବା ବେରୋଜଗାରଙ୍କ ପାଇଁ ଖୁସି ଖବର । ଏଣିକି ଦିଲ୍ଲୀର ବେରୋଜଗାରଙ୍କୁ ମିଳିବ ମାସିକ ଭତ୍ତା । ଏନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିିୱାଲ ।

>